- ପୁନର୍ବାସ ପକ୍ଷରୁ ବିଶ୍ୱ ଅଟିଜିମ୍ ଦିବସ ପାଳିତ
କେନ୍ଦ୍ରାପଡା ୩/୪: ଯୌଥ ପାରିବାରିକ ବ୍ୟବସ୍ଥା ବଦଳରେ ଏକକ ପରିବାରର ଆଦୃତି ଓ ଏହା ସହିତ କରୋନା ମହାମାରୀକାଳୀନ ସାମାଜିକ ବିଛିନ୍ନତା ପ୍ରଭୃତି ସମ୍ପ୍ରତି ଅଟିଜିମ ପରି ଏକ ସ୍ନାୟୁବିକାଶଗତ ବିଶୃଙ୍ଖଳତା ଦ୍ୱାରା ଶିଶୁମାନେ ବହୁ ଭାବରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଏହିପରି ଏକ ବିକାଶଗତ ବିଲକ୍ଷଣ ଥିବା ଅଟିଜିମ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜିମ ସଚେତନତା ଦିବସରୂପେ ପାଳନ କରାଯାଇ ଆସୁଅଛି। ଏଥିପାଇଁ କେନ୍ଦ୍ରାପଡ଼ା…
- ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରଦ୍ଧାଞ୍ଜଳି ଦିବସ
କେନ୍ଦ୍ରାପଡ଼ା,୪ା୪:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅବିଭକ୍ତ କଟକ ଜିଲ୍ଲାର ପ୍ରଥମ ମହିଳା ତଥା ରାଜନଗରର ପ୍ରଥମ ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଗରାପୁର ଠାରେ ଅନୁଷ୍ଠିତ ହେଇ ଯାଇଛି। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ତାଙ୍କ ଡାକରାରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସରସ୍ୱତୀ ଦେବୀ ଜେଲ ଯାଇଥିଲେ। ନାରୀ ଶିକ୍ଷାର ପ୍ରସାର, ଦୁର୍ଗମ ଅଞ୍ଚଳକୁ ପାଦରେ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିବା, ଜଳକଷ୍ଟରୁ ରକ୍ଷା ପାଇଁ ସେତେବେଳେ ବ୍ୟାପକ ପୋଖରୀ ଖୋଳାଇବା,…
- ମାଟିବଂଶ ପକ୍ଷରୁ ସମୂହ ବ୍ରତୋପନୟନ
କେନ୍ଦ୍ରାପଡ଼ା,୪/୪: କେନ୍ଦ୍ରାପଡା ଜିଲ୍ଲାର ଟାଉନ୍ ବଳରାମପୁରସ୍ଥ ସ୍ୱପ୍ନେଶ୍ୱର ମହାଦେବ ପ୍ରାଙ୍ଗଣରେ ରାଜ୍ୟ ସ୍ତରୀୟ ସମୂହ ବ୍ରତୋପନୟନ ମାଟିବଂଶ ଅବଧାନଙ୍କର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପୟନ “ମାଟିବଂଶ ଅବଧାନ ସମାଜ”ଓଡିଶା ଦ୍ୱାରା ଆୟୋଜନ କରାଯାଇ ୧୫ଜଣରୁ ଉର୍ଦ୍ଧ୍ୱ ବାଳକ ବ୍ରହ୍ମଚାରୀ ହେବା ସହ ୫୦ଜଣ ଉପବୀତ ଗ୍ରହଣ କରିଥିଲେ । ଏହି ଗଣବ୍ରତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଗୋବିନ୍ଦପୁରର ଶିଦ୍ଧଗିରୀ ମଠର ମହନ୍ତ ବାବାଜୀ ବିଶ୍ୱନାଥ ଦାସ ଏବଂ ସମ୍ମାନୀୟ ଅତିଥି…
- ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ , ନିରବ ପୌର ପ୍ରଶାସନ , ରାଜସ୍ୱ ହାନୀ
ଗେଟ ପଡି ଅଳ୍ପକେ ବର୍ତିଲା ଅଟୋବାଲା ନିୟମକୁ ଫୁ’ କରି ସହରର ଗଳିକନ୍ଦିରେ ବଡ଼ ବଡ଼ ବିଜ୍ଞାପନ ପଟ୍ଟାମୁଣ୍ଡାଇ ୪/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। ଶନିବାର ପୂର୍ବାହ୍ନରେ ବକ୍ତାରପୁର ଛକ ବିଦ୍ୟାଳୟର ନିକଟରେ ଏକ ହୋର୍ଡିଂ ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା । ଏଥିରେ ଜଣେ ଅଟୋବାଲ ଅଳ୍ପକେ ବର୍ତି ଯାଇଥିଲେ । କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡିଚଲାଚଳ…
- ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ପତ୍ରକାର ସମ୍ମିଳନୀ
କେନ୍ଦ୍ରାପଡ଼ା,୩ା୪:କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବିନ୍ଦ୍ର କୁମାର ମଲ୍ଲିକ, ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ସରୋଜ କୁମାର ବେହେରା, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ (ଏନ୍.ଆଇ.ସି)ତଥା ଅତିରିକ୍ତ ଜିଲ୍ଲା…
- କେନ୍ଦ୍ରାପଡାରେ ଶ୍ରମିକ ବିରୋଧୀ ଶ୍ରମକୋଡ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ ପାଳନ କେନ୍ଦ୍ରାପଡ଼ା,୩ା୪:ଦେଶର ନୂଆ ଶ୍ରମ କୋଡ୍ର କାର୍ଯ୍ୟକାରିତାକୁ ଦୃଢ ପ୍ରତିବାଦ କରିଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ। ଏହି କଳା ଆଇନକୁ ବିରୋଧକରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ କରାଯାଇଛି। ଏହି ବିକ୍ଷୋଭରେ ଆଇ ଏନ ଟି ୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, କିଷାନ କଂଗ୍ରେସ ପ୍ରଭୃତି କେନ୍ଦ୍ରୀୟ ଶ୍ରମିକ…
- କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ
କେନ୍ଦ୍ରାପଡ଼ା,୪ା୪:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଦିବସ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି ଓ ଜିଲ୍ଲାପାଳ ରଘୁରାମ ଆର. ଆୟର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ…
- ବେଲତଳ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ ୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳନ ଅବଶରରେ ଅତିଥି ଭାବେ କାଉନସିଲର ଗୋପିବହ୍ଲଭ ନାୟକ, ଆଇନଜୀବୀ ଗୋପିନାଥ ତ୍ରିପାଠୀ ଓ ପୂର୍ବତନ ପ୍ରଧାନ ଶିକ୍ଷୟୀତ୍ରି ଆରତୀ ଭଳ ପ୍ରମୁଖ ଯୋଗଦେଇ ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା ହୋଇଥିବା ବେଳେ…
- ମା ଅନ୍ନପୂର୍ଣ୍ଣା ଦେବୀଙ୍କ ୭୯ ତମ ବାର୍ଷିକ ପୂଜା ଉତ୍ସବ
ପଟ୍ଟାମୁଣ୍ଡାଇ ୧/୪- ପଟ୍ଟାମୁଣ୍ଡାଇ ପୈାରପରିଷଦ ଅନ୍ତର୍ଗତ ବେଲତଳ ଗ୍ରାମର ମା ଅନ୍ନପୂର୍ଣ୍ଣା ଦେବୀଙ୍କ ୭୯ ତମ ବାର୍ଷିକ ପୂଜା ଉତ୍ସବ ୫ ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ମୁଖ୍ୟ ପୂଜକ ଭ୍ରମରବର ତ୍ରିପାଠୀ ପ୍ରଭାକର ପଣ୍ଡା ଗାଁର ମୁଖ୍ୟ ପୂଜକ ନବ କିଶୋର ପଣ୍ଡା ମା ଖରାଖାଇ ଠାକୁରାଣୀଙ୍କ ପୂଜକ ପିତାମ୍ବର ପଣ୍ଡା ପ୍ରମୁଖ ମା ଅନ୍ନପୂର୍ଣ୍ଣା ଦେବୀ ଙ୍କର ବିଭିନ୍ନ ନୀତି, କ୍ରାନ୍ତି, ସେବା ଓ ପୂଜା ପାଠ…
- କେନ୍ଦ୍ରାପଡାରେ ସୁଭଦ୍ରାଶକ୍ତି ମେଳା ଉଦଯାପିତ
କେନ୍ଦ୍ରାପଡ଼ା,୩୧ା୩:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ସୋମବାର ରାତିରେ ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ôଥକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି। ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା…