କେନ୍ଦ୍ରାପଡ଼ା ୧୫/୪: ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଚରଣାଶ୍ରିତ ବରିଷ୍ଠ କବି ଶରତ ଚନ୍ଦ୍ର ପରିଡ଼ାଙ୍କ ରଚିତ ଓଡ଼ିଆ ସାହିତ୍ୟର ମହାକାବ୍ୟ ନରକାସୁର ବଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିବେଦିତ ହୋଇ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ବାଚସ୍ପତିଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ […]
Day: 15 April 2026
କାନ୍ଦ ବୋବାଳିରେ ଫାଟିପଡୁଛି ଘର ମା ଭଉଣୀ ଓ ପତ୍ନୀ ମୁଣ୍ଡପିଟି କାନ୍ଦୁଛନ୍ତି କେନ୍ଦ୍ରାପଡ଼ା,୧୫ା୪:ଗୁଜୁରାଟର ସୁରଟସ୍ଥିତ ଏକ ସୁତାକଳରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଖବର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ସନ୍ୟାସପୁର ଗାଁର ତ୍ରିଲେଖଙ୍କ ଘର। ଘରର ଏକମାତ୍ର ରୋଜଗାରିଆ ପୁଅ ତ୍ରିଲେଖ ବେହେରା(୪୨)ଙ୍କ ଗୁଜୁରାଟର ସୁରଟରେ ଏକ ଲୁଗା କାରଖାନାରେ କାମ କରୁଥିବା ବେଳେ ମୃତ୍ୟୁ ହୋଇଯାଇଛି। […]
କେନ୍ଦ୍ରାପଡା ୧୪/୪ : କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କେନ୍ଦ୍ରାପଡ଼ା ତରଫରୁ ମହାପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରେ ପଣା ସଂକ୍ରାନ୍ତି ଅବସରରେ ଭକ୍ତ ମାନଙ୍କୁ ଦହିପଣା ବଣ୍ଟନ କରାଯାଉଅଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଭକ୍ତ ମାନେ ପ୍ରଚଣ୍ଡ ରୌଦ୍ରତାପରେ ଦହିପଣା ପାନକରି ଆତ୍ମସନ୍ତୋଷ ଲାଭ କରିଥିଲେ। ସକାଳ ୭ଟାରୁ ଆରମ୍ଭ କରାଯାଇ ସଂଧ୍ଯା ୬ ଘଟିକା ପର୍ୟ୍ଯନ୍ତ ଚାଲିଥିଲା। ଏହି କାର୍ୟ୍ଯକମରେ ପୂର୍ବତନ ପ୍ରଶାସନିକ ଅଧିକାରୀ […]
କେନ୍ଦ୍ରାପଡ଼ା,୧୪ା୪:କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ନରସିଂହପୁର ଗ୍ରାମରେ ଓଡିଶା କଳାକ୍ଷେତ୍ର ପକ୍ଷରୁ ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳାକ୍ଷେତ୍ରର କେନ୍ଦ୍ରାପଡା ଜିଲ୍ଲା ସଭାପତି ବ୍ରଜବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର ମୁଖ୍ୟଅତିଥି, ଓଡିଶା ଭାଗବତ ପ୍ରଚାର ସମିତି, ପଟ୍ଟାମୁଣ୍ଡାଇର ବ୍ଲକ ସଭାପତି ବିଦ୍ୟାଧର ମହାନ୍ତି, ପ୍ରବଚକ ଶରତ ଚନ୍ଦ୍ର ସିଂହ, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ପାଲାଗାୟକ ଗୋଲଖ ବେହେରା, ଡେରାବିଶ […]
କେନ୍ଦ୍ରାପଡ଼ା, ୧୪। ୪: ଦଳିତ ପରିବାରରେ ଜନ୍ମ ହୋଇ ଉଚ୍ଚ ଶିକ୍ଷା ଲାଭ କରି ଦଳିତ ମାନଙ୍କୁ ଶକ୍ତି ସାମର୍ଥ୍ୟ ଓ ଅଧିକାର ଦେବାରେ ବାବା ସାହେବ ଡ଼. ଆମ୍ବେଦକରଙ୍କ ଭୂମିକା ଥିଲା ଅତୁଳନୀୟ। ସମାଜରୁ ଅସ୍ପୃଶ୍ୟତା ଦୂର କରିବା ପାଇଁ ଆମ୍ବେଦକର ଅହରହ ସଂଗ୍ରାମ କରିଥିଲେ। ଏଥିପାଇଁ ଅଛୁଆଁ ଏକ ଅପରାଧ ବୋଲି ସମ୍ବିଧାନରେ ବିଧି ବ୍ୟବସ୍ଥା କରିଯାଇଛନ୍ତି। ଆଜି ଜନ ପ୍ରତିନିଧି ମାନେ ଦଳିତ ମାନଙ୍କ ସମସ୍ୟା […]
କେନ୍ଦ୍ରାପଡା ତା.୧୪/୪: କୁହୁଡି ପଞ୍ଚାୟତରେ ୨୦୨୪-୨୫ ମସିହାର ପୋଖରୀ ଗୁଡିକର ନିଲାମ୍ ବିନା କାରଣରେ ବନ୍ଦ କରାଯାଇ ଲକ୍ଷ୍ୟାଧିକ ଟଙ୍କା କ୍ଷତି କରାଯାଇଛି । ସମ୍ବାଦ ଆଞ୍ଚଳିକ ମଞ୍ଚର ୧୩ଗୋଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ କୁହୁଡି ଗ୍ରାମପଞ୍ଚାୟତର ପସ୍ତା ଗ୍ରାମରେ ଥିବା ଦୁଇ ଗୋଟି ପୋଖରିକୁ ନିଲାମ୍ ନେଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୪-୨୫ ମସିହାରେ ଏହି ଗ୍ରାମର ଦୁଇଟି ପୋଖରୀ ସହିତ […]
କେନ୍ଦ୍ରାପଡ଼ା,୧୪/୪: କେନ୍ଦ୍ରାପଡା ସହର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାପର୍ଣ କରଯାଇଥିଲା । ଏହାପରେ କଂଗ୍ରେସ ନଗର ସଭାପତି ଦିଲ୍ଲୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ପ୍ରଭାତ ରାଉତ, ଭଗବାନ ଓଝା, ଭୁବନ ଭୋଇ, ପ୍ରଦୀପ ପାତ୍ର, […]
କେନ୍ଦ୍ରାପଡ଼ା,୧୪ା୪:ଡକ୍ଟର ଆମ୍ବେଦକର ବିଚାରମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବାସାହେବ ଡ. ଭୀମରାଓ ଆମ୍ବେଦକର ୧୩୨ତମ ଜନ୍ମ ଜୟନ୍ତୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଟାଉନହାଇସ୍କୁଲ ସନ୍ନିକଟରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ପ୍ରଫେସର ପରିଡା ସମ୍ବିଧାନର ଭାବ ଓ ଭାଷାର ଯଥାର୍ଥ […]










