କେନ୍ଦ୍ରାପଡ଼ା,୬ା୯:ପବିତ୍ର ଗୁରୁ ଦିବସ ଅବସରରେ କେନ୍ଦ୍ରାପଡ଼ା ସହରସ୍ଥ ପୁରାତନ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭାରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା କର, କ୍ଷଣପ୍ରଭା ପତି ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚର୍ନା କରିଥିଲେ। ପରେ ପରେ ବିଦ୍ୟାର୍ଥୀମାନେ ଗୁରୁମାମାନଙ୍କୁ ପୂଜା କରିଥିଲେ। ଗୁରୁମାମାନେ ସେମାନଙ୍କୁ ଆଶୀର୍ବାଦ ଦେଇ ଗୁରୁ ଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।
kanikanews.in
Next Post
ପୁର୍ନବାସ ପକ୍ଷରୁ ମେରୁଦଣ୍ଡ ଆଘାତ ସଚେତନତା କର୍ମଶାଳା
Sat Sep 7 , 2024
କେନ୍ଦ୍ରାପଡା ୬/୯- ସମୁଦାୟ ୨୧ ପ୍ରକାର ଭିନ୍ନକ୍ଷମତା ମଧ୍ୟରୁ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ବର୍ଗରେ ଗଣିତ ହେଉଥିବା ମେରୁଦଣ୍ଡ ଆଘାତ ଭିନ୍ନକ୍ଷମମାନେ ସବୁଠାରୁ ଅଧିକ ଦୁର୍ବିସହ ଜୀବନ ଅତିବାହିତ କରି ଥାଆନ୍ତି । ପରିସଂଖ୍ୟାନରୁ ଜଣାଯାଏ,ସାରା ପୃଥିବୀରେ ଯେତେ ମେରୁଦଣ୍ଡ ଆଘାତ ଭିନ୍ନକ୍ଷମତାର ଘଟଣା ଘଟୁଛି, ସେଥିମଧ୍ୟରୁ କେବଳ ଶତକତା ୫୦ ଭାଗ ସଡ଼କ ଦୁର୍ଘଟଣାରୁ ଓ ବାକି ଅଧିକାଂଶ ଉଚ୍ଚ ସ୍ଥାନରୁ ଖସି ପଡିବା ଓ ଅନ୍ୟାନ୍ୟ ରୋଗ […]

KANIKA
- 1 year ago
ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଭୋଟର ସଚେତନତା ଶିବିର
- 1 year ago
ଜୁନ୍ ୧ରେ ମତଦାନ ପାଇଁ ଇଭିଏମ୍ ପ୍ରସ୍ତୁତ
- 5 months ago
ଖଡ଼ିଅଣ୍ଟାରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ
- 1 year ago
ଭାଜପାର ବିଧାନସଭା ପରିଚାଳନା କମିଟି ବୈଠକ
- 7 months ago
ଉମେଶ ରାଉତ ଚାରିଟେବୁଲ ଟ୍ରଷ୍ଟ ବାର୍ଷିକ ଉତ୍ସବ
- 13 hours ago
ଆୟବା ଗାଁର କୁନି କାଉଡିଆଙ୍କ ଶ୍ରାବଣ ଯାତ୍ରା
- 10 months ago
ଗ୍ରାମ୍ୟଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ