ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ସଫଳତା



ପଟ୍ଟାମୁଣ୍ଡାଇ ୨୦/୧୦  ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ +୩ ଗଣିତ ଶେଷ ବର୍ଷ ପରୀକ୍ଷା ଫଳ ମେଧା ତାଲିକାରେ ଥିବା ପ୍ରଥମ ୧୦ଜଣଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ କଲେଜର ସୁନିତା କର ୫ମ ସ୍ଥାନ ଅଧିକାର କରି ପଟ୍ଟାମୁଣ୍ଡାଇ କଲେଜ ଗୌରବ ବୃଦ୍ଧି କରିଛନ୍ତି । ଏଥି ପାଇଁ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading