ଗୁଲନଗରରେ କୁରାଳ ପଞ୍ଚମୀ ଉଦ୍‌ଯାପିତ



କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର କୁମ୍ଭାର ସାହିରେ ଲକ୍ଷ୍ମୀନାରାୟଣ କ୍ଲବ ପକ୍ଷରୁ କୁରାଳ ପଞ୍ଚମୀ ଉତ୍ସବ ଉଦ୍‌ଯାପିତ ହୋଇଛି । ଏହି ଉତ୍ସବ ୬ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ବସର୍ଜନ କରାଯାଇଥିଲା । ଗତ ଶୁକ୍ରବାର ଦିନ ଲକ୍ଷ୍ମୀନାରାୟଣ ଠାକୁରଙ୍କୁ ଏକ ଶୋଭାଯାତ୍ରାରେ ଗୁଲନଗର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଗୋବରୀ ନଦୀରେ ବିସର୍ଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଞ୍ଚାୟତର ଶତାଧିକ ଯୁବକମାନେ ÷୍‌ାଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କୁମ୍ଭାର ସାହିର ଯୁବକମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading