ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡ଼ା ଭାଜପା କାର୍ଯ୍ୟାଳୟ ନିକଟରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଡ଼ ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ମାନେ ବନ୍ଦେ ମା ତରଙ୍ଗ ଧ୍ୱନି ସହ ଜାତୀୟ ପତାକା ଉଡାଇ ଶୋଭାଯାତ୍ରା କରିବା ସହ ମାଟି ସଂଗ୍ରହ କରିଥିଲେ । ଏଥିରେ ପ୍ରାକ୍ତନ ନଗର ସଭାପତି ପଦ୍ମନାଭ ପଣ୍ଡା, ନଗର ମହିଳା ସଭାନେତ୍ରୀ ରଶ୍ମିତା ସାହୁ, ନଗର ଯୁବ ସଭାପତି ଅଜୟ ଦାସ, ଜିଲ୍ଲା ଯୁବମୋର୍ଚା ସଭାପତି ବିନ୍ଦୁସାଗର ଦାସ, ଜିଲ୍ଲା ଅନୁସୂଚିତ ମୋର୍ଚା ସଭାପତି ଅନ୍ତର୍ଯ୍ୟାମୀ ମଲିକ, ବସନ୍ତ ସାହୁ, ଦୀପକ ମଲିକ, ଦେବାଶିଷ ମଲିକ, ପ୍ରତାପ ଜେନା, ପାରେଶ୍ୱର ପାତ୍ର, ନୃସିଂହ ସାହୁ, ପ୍ରହଲ୍ଲାଦ ପଣ୍ଡା, ଉଦୟଶଙ୍କର ଦାସ, ମିଥୁନ ମଲିକ ନିରଞ୍ଜନ ସ୍ୱାଇଁ, ଜ୍ୟୋତିପ୍ରକାଶ ପ୍ରଧାନ, ମହିଳା ମୋର୍ଚା ସଭାପତି ଚନ୍ଦ୍ରକାନ୍ତି ପ୍ରଧାନ, ବିଚିତ୍ରାନନ୍ଦ ବାଇ, ମନୋରଞ୍ଜନ ରାଉତ, ରାମ ଚନ୍ଦ୍ର ପତି, ଅଭୟ ବେହେରା, ପ୍ରଫୁଲ୍ଲ ଦାଶ, ଶଙ୍କର୍ଷଣ ମହାନ୍ତି, ମିଥୁନ ମଲିକ, ମଦନ ଭୂୟାଁ, ସବ୍ୟସାଚୀ ରାଉତ,ଅଜୟ ବେହେରା, ବସନ୍ତ ଚୌଧୁରୀ, ପରୀକ୍ଷିତ ସୂତାର, ବନମାଳୀ ମହାପାତ୍ର,ଖଗେଶ୍ୱର ରାଉତ,ବିଚିତ୍ର ବାଇ, ରଞ୍ଜନ ମହାପାତ୍ର, ବିପିନ ନାୟକ, ଚିତରଞ୍ଜନ ଶତପଥୀ, ଜଳଧର ମହାନ୍ତି, ଅମୁଲ୍ୟ ସାହୁ, ପ୍ରଫୁଲ୍ଲ ଦାସ, ଗଣେଶ କୁଣ୍ଡୁ, ରାଜକିଶୋର ଖଣ୍ଡୁଆଳ, ବୀର କିଶୋର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading