ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ



ବିଜେପି ରାଷ୍ଟ୍ରୀୟ ଉପସଭାପତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ କରାଯାଇଛି । ନଗର ବିଜେପି ପ୍ରଭାରୀ ସୁଶୀଲ ପରିଡାଙ୍କ ନେତୃତ୍ୱରେ ବିଜେପି ନେତା ଶଶିକାନ୍ତ ସ୍ୱାଇଁ,ସମୀର ପାତ୍ର,ପଦ୍ମ ନାଭ ପଣ୍ଡା,ରଶ୍ମିତା ସାହୁ,କାଉନ ସିଲର ବିଦ୍ୟାଧର ସେଠୀ,ଚନ୍ଦନ ପାତ୍ର,ରବୀନ୍ଦ୍ର ବିଶ୍ୱାଳ,ପିତାମ୍ବର କର, ପରେଶ ସାହୁ,ପଞ୍ଚାନନ ବିଶ୍ୱାଳ,ସୁଧାଂଶୁ ଜେନା, ରାଜକିଶୋର ସାହୁ,ଅଭିଷେକ ଦାସ,ଅଶୋକ ସେଠୀ, ଉପେନ୍ଦ୍ର ନାୟକ, ସୁଷମା ଭୂୟାଁ, ସ୍ବର୍ଣ୍ଣଲତା ସ୍ୱାଇଁ ଓ ସବିତା ଧଳ ପ୍ରମୁଖ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଦେବଦେବୀ ମନ୍ଦିରରେ ଶ୍ରୀ ପଣ୍ଡାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ପୂଜାର୍ଚନା କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।


Next Post

ଏମ ଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମ୍ମିଳନୀ

Fri Jan 12 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଯୋଗ ଦେଇ ଶିକ୍ଷା ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସହ ବିଭିନ୍ନ ହାଇସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଇ ଅବସରରେ କଷଣ ଅଣ୍ଟା ହାଇସ୍କୁଲର ପ୍ରାକ୍ତନ ନୋଡାଲ ପ୍ରଧାନଶିକ୍ଷକ କବି […]

KANIKA