କଂସାର ପଞ୍ଚାୟତରେ ଆଲୋକି କରଣ


କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ହଳଦିଢିଅଠାରୁ କାଙ୍କଦିଆ କେନାଲ ରାସ୍ତା ପାଶ୍ୱରେ ଆଲୋକି କରଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆ ଉଦଘାଟନ କରିଥିଲେ । କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞନ ରାଉତ, ସମିତି ସଭ୍ୟ ସରୋଜ ରଞନ ଜେନା, ୱାଡ ସଭ୍ୟ ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା ଓ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ନାୟକ, ପରମାନନ୍ଦ ରାଉତ, ପ୍ରଦିପ ପରିଡା, ସମାଜ ସେବୀ ଗଣେଷ ନାୟକ ପ୍ରମୁଖ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading