ମୋବାଇଲ ଟାୱାର ନିର୍ମାଣ ଯନ୍ତ୍ରାଂଶ ନେଇ ଯାଉଥିବା ଏକ ଟ୍ରକକୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ୍ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ ଏପି ୩୯ ୟୁଜେ ୨୪୪୫ନଂ ଟ୍ରକ କଟକ /ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଠାରେ ସ୍ଥାନୀୟ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ ଆରମ୍ଭ ସହ କାଗଜପତ୍ର ଯାଂଚ କରୁଛି । ତେବେ ଟ୍ରକଟି ରାଜକନିକା ଅଂଚଳରୁ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ କଟକ ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
kanikanews.in
Next Post
ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେ ସର୍ଚ ପରୀକ୍ଷା (କେ.ଟି.ଏସ୍)-୨୦୨୪ ଅନୁଷ୍ଠିତ
Sun Mar 24 , 2024
କେନ୍ଦ୍ରାପଡା ୨୪/୩: ଆଜି ତା. ୨୪.୦୩.୨୦୨୪ (ରବିବାର) କେନ୍ଦ୍ରାପଡ଼ାର ଅଗ୍ରଣୀ ଅନୁଷ୍ଠାନ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେଣ୍ଟ ସର୍ଚ ପରୀକ୍ଷା (କେ.ଟି.ଏସ୍)-୨୦୨୪, କେନ୍ଦ୍ରାପଡ଼ା ଗୋପସ୍ଥିତ ଜାଭିୟର ହାଇସ୍କୁଲରେ ସକାଳ ୯ଘଟିକାରେ ଅନୁଷ୍ଠିତ ହୋଇଥିଲା । ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ବିଭିନ୍ନ ସମୟରେ ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷା ପ୍ରଚାର ପ୍ରସାର ନିମନ୍ତେ ସଦା ସର୍ବଦା ଚେଷ୍ଟିତ । ଏହି ଟ୍ରଷ୍ଟ ତରଫରୁ ବିଗତ ଦିନରେ ଶିକ୍ଷା […]

KANIKA
- 7 months ago
ନାଟ୍ୟ ମହୋତ୍ସବରେ ପ୍ରକାଶ ପାଇବ “ଆମ ରଙ୍ଗମଞ୍ଚ”
- 2 years ago
ଉଦ୍ଘାଟନ ପୂର୍ବର ଫଳକ ଭାଙ୍ଗିଲେ ଦୁର୍ବୃତ୍ତ
- 10 months ago
ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର
- 1 year ago
ଏ କଣ ହେଲା
- 9 months ago
ଘଡିକେ ଘଡି ତାଜୁବ୍ କରୁଛି ବାତ୍ୟା ଦାନା ବଦଳିବ କି ଦିଗ!
- 6 months ago
ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥବିଜ୍ଞାନ ରାଜ୍ୟ ଆଲୋଚନାଚକ୍ର
- 2 years ago
ଆଞ୍ଜୁଳାଏ ସ୍ମୃତି ପାଖୁଡା ଉନ୍ମୋଚିତ