ଏଆଇଟିୟୁସି ପକ୍ଷରୁ ଶ୍ରମିକ ଦିବସ ପାଳନ , ସବୁ ସାମ୍ୟବାଦୀମାନେ ଏକାଠି ହେବାର ସମୟ ଆସିଛି



କେନ୍ଦ୍ରାପଡା ୩/୫ – କେବଳ ଭାରତବର୍ଷ ନୁହେଁ, ସାରା ବିଶ୍ୱ ଏବେ ସଂକଟରେ ଗତି କରୁଛି । ଜନ-ଜୀବନ, ପାଣି-ପବନ, ଜମି-ଜଙ୍ଗଲ ଏବେ ଜମା ସୁରକ୍ଷିତ ନେୁହଁ । ଭାରତବର୍ଷ ସହ ବିଶ୍ୱକୁ କେବଳ ସାମ୍ୟବାଦୀମୋନ ସୁରକ୍ଷା ଦେଇ ପାରିବେ” ବୋଲି ଏଆଇଟିୟୁସି ପକ୍ଷରୁ କେନ୍ଦ୍ରାପଡାସ୍ଥ ଶିକ୍ଷା ଓ ସମ୍ଭାବନା ସଭାଗୃହେର ଶ୍ରମିକ ଦିବସ ପାଳନ ଅବସରରେ ‘ନୂତନ ଶ୍ରମେକାଡ୍ ଓ ଶ୍ରମିକ ଅଧିକାର’ ଶୀଷର୍କ ଅୋଲାଚନାରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବିଶିଷ୍ଟ ପ୍ରଗତିଶୀଳ କବି ଓ ଲେଖକ ତଥା ପୂବର୍ତଟ ରେଳବାଇର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରାକାର ଦାସ ମତବ୍ୟକ୍ତ କରିଥେôଲ । ଉପସ୍ଥିତ ଅଖିଳ ଭାରତ ଶ୍ରମିକ ସଂଘ ଜିଲ୍ଲା କମିଟିର ସଦସ୍ୟ ପାଚିକା ମହାସଂଘ ଓ ଆଶାକର୍ମୀ ସଂଘର ସଦସ୍ୟାମାନଙ୍କୁ ଉଦ୍େ‌ବାଧନ ଦେଇ କବି ଶ୍ରୀ ଦାସ କହେିଲ, “ବର୍ତ୍ତମାନର ଏହି ସଂକଟ ସମୟେର ସମସ୍ତ ସାମ୍ୟବାଦୀ ଦଳ, ଶ୍ରମିକ ସଂଗଠନ, ସାମ୍ୟବାଦୀ ବୁଦ୍ଧିଜୀବୀ ଓ ସେର୍ବାପରି ସାମ୍ୟବାଦ ଚିନ୍ତା ଚେତନାକୁ ସମଥର୍ନ କରୁଥିବା ସମସ୍ତ ବ୍ୟକ୍ତି ଏକଜୁଟ୍ ହେବାର ସମୟ ଆସିଛି । ନେଚତ୍ ଦେଶର ଜନ ସମୁଦାୟ ଏକ ମହାସଂକଟେର ପତିତ େହେବ ।” ଏହି ଅୋଲାଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବରିଷ୍ଠ ଶିକ୍ଷକ ନେତା ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ କହିଲେ “ଅତୀତରେ ଶ୍ରମିକ ଦିବସ ପାଳନରେ ଥିବା ଉତ୍ସାହ ଓ ବିଶାଳତା ଫେରାଇ ଆଣିବାର ପ୍ରୟାସ ବାମ ସଂଗଠନମାନେ କରନ୍ତୁ ।” ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ ଶ୍ରମିକମାନଙ୍କ ସମସ୍ୟା ସମାଧାନ କରିବାରେ ବାମପନ୍ଥୀମାନଙ୍କ ଭୂମିକା ଉପରେ ଅଲୋକପାତ କରିଥିଲେ । ସେହିପରି ସିପିଆଇ ଜିଲ୍ଲା ସହ ସଂପାଦକ ତଥା କବି ଆଦିକନ୍ଦ ରାଉଳ ନୂତନ ଶ୍ରମକୋଡ୍ ଓ ଶ୍ରମିକ ଅଧିକାର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧରେ କଥାକାର ତଥା ବରିଷ୍ଠ ମହିଳା ନେତ୍ରୀ ଅବନ୍ତୀ ବେହେରା, ବୌଦ୍ଧିକ ବିକାଶ ମଞ୍ଚର ଉପେଦଷ୍ଟା ରଣଧୀର ଜେନା, ଶିକ୍ଷା ଓ ସମ୍ଭାବନାର ପରିଚାଳକ ପ୍ରଶାନ୍ତ ସାମନ୍ତରାୟ, ସାମ୍ୟବାଦୀ ନେତା ଡ. ରେମଶ ଚନ୍ଦ୍ର ନାୟକ, ଅକ୍ଷୟ ମଲ୍ଲିକ, ଭଜହରି ପ୍ରଧାନ, ନିରଞ୍ଜନ ଦାସ, ନନ୍ଦିନୀ ସ୍ୱାଇଁ, ଜୟନ୍ତୀ ବାରିକ ପ୍ରମୁଖ ଶ୍ରମିକ ଦିବସର ଗୁରୁତ୍ୱ ଉପେର ଆଲୋଚନା କରିଥିଲେ । ସୀତାକାନ୍ତ ନାୟକ ଉଦ୍‌ଘାଟନୀ ସଂଗୀତଗାନ କରିଥିବାବେଳେ ମାଳତି ବେହେରା ଧନ୍ୟବାଦ ଅପର୍ଣ କରିଥିଲେ । ଏହି ସଭାରେ ବରିଷ୍ଠ ସାହିତ୍ୟିକ କରୁଣା କର ଦାସ, ଶରତ କୁମାର ରାଉତ ପ୍ରମୁଖ ସାହିତ୍ୟିକାମନେ ଉପସ୍ଥିତ ଥିଲେ । ଏହି ଅବସରରେ କବି ଶ୍ରୀ ନିରାକାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Next Post

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

Sat May 4 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ସ୍ତମ୍ଭକାର କମଳାକାନ୍ତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ,ସମ୍ପାଦକ ପ୍ରଫେସର ଭରତ ପାତ୍ର,କୋଷାଧକ୍ଷ ଚତୃର୍ଭୁଜ ରାଉଳ, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଜେନା, କୈଳାଶ ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ସ୍ୱାଇଁ,ପ୍ରାକ୍ତନ ଏ ବି ଇ […]

KANIKA