କାଠିଆଡାରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପନ

16 March 2025 kanika odisha 0

ପଟ୍ଟାମୁଣ୍ଡାଇ, ୧୬ା୩ – ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ଅନୁଷ୍ଟିତ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଦୋଳପୂର୍ଣ୍ଣିମା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ […]

ଗୁଲନଗର ପଞ୍ଚାୟତରେ ଭାଗବତ ପାରାୟଣ ଓ ଦୋଳ ଯାତ୍ରା ମହୋତ୍ସବ ।

15 March 2025 kanika odisha 0

କେନ୍ଦ୍ରାପଡା,ତା୧୬/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଶ୍ରୀ ଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୮ତାରିଖ ଶନିବାର ଠାରୁ ୧୪ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । […]

ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶ ବାର୍ଷିକ ଉତ୍ସବ

14 March 2025 kanika odisha 0

କେନ୍ଦ୍ରାପଡ଼ା,୧୪ା୩: କେନ୍ଦ୍ରାପଡା ସହରସ୍ଥ ଗୁଲନଗର ମାରୁତି ଛକସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭରତ ଚନ୍ଦ୍ର ସାହୁ […]

କେ ସି ସି ଏଲ ପଟ୍ଟାମୁଣ୍ଡାଇ ଶାଖା ୨୨ତମ ସ୍ୱନକ୍ଷତ୍ର ଉତ୍ସବ

13 March 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୧୩/୩- ଓଡିଶାର ଅନ୍ୟତମ ଅଗ୍ରଣୀ ସମବାୟ ସଂସ୍ଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ […]

କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ

13 March 2025 kanika odisha 0

କେନ୍ଦ୍ରାପଡ଼ା, ୧୩ା୩: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ […]

ବଡକୋଠା ଦୋଳ ମେଳଣ

13 March 2025 kanika odisha 0

କେନ୍ଦ୍ରାପଡ଼ା, ୧୩ା୩: କେନ୍ଦ୍ରାପଡା ସହରର ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ବଡକୋଠା ଠାରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କାକଟର ରାଧାଗୋବିନ୍ଦଜୀଉଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୮ଟି ବିମାନରେ ରାଧାଗୋବିନ୍ଦଜୀଉ ଆସି ବଡକୋଠା […]

କେନ୍ଦ୍ରାପଡା କଲେଜ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ

13 March 2025 kanika odisha 0

କେନ୍ଦ୍ରାପଡ଼ା,୧୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉପଭୋକ୍ତା ସୁରକ୍ଷା ଅଧିନିୟମ, ଉପଭୋକ୍ତା ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା […]

ଲୋକନାଥପୁର ମା ‘ଛୁଆଳିଆପୀଠରେ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା

10 March 2025 kanika odisha 0

ପଟ୍ଟାମୁଣ୍ଡାଇ ତା୧୦/୩-ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ମଣ୍ଡପରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା […]

ସାମ୍ବାଦିକ ଅକ୍ଷୟ ସାହୁ ସମ୍ବର୍ଦ୍ଧିତ

10 March 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୧୦/୩- କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ତଥା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଲୋକନାଥପୁର ମା ଛୁଆଳିଆ […]

ଶାଢ଼ୀ ଯୋଗାଇବା ଦାବୀରେ ଖଡ଼ିଅଣ୍ଟା ମିଶନଶକ୍ତି ମହିଳାଙ୍କ ଧାରଣା

10 March 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୧୦/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳାମାନେ ଗତ ୨୦୨୪ ଜୁନ ମାସ ଠାରୁ ଶାଢ଼ୀ ବାବଦ ଆସିଥିବା ସରକାରୀ ଅର୍ଥ ପ୍ରଦାନ କରାଯାଇନାହିଁ ।  ବ୍ଲକ କତୃପକ୍ଷଙ୍କ […]

ପାୟଲ ମ୍ୟୁଜିକ ସ୍କୁଲର ଗ୍ରାମୀଣ ମହୋତ୍ସବ

10 March 2025 kanika odisha 0

କେନ୍ଦ୍ରାପଡ଼ା,୧୦ା୩: ଇନ୍ଦୁପୁର ଅଞ୍ଚଳର ତଥା ରାଜ୍ୟର ଏକ ଅଗ୍ରଣୀ ପ୍ରତିଷ୍ଠିତ କଳା ସଂସ୍କୃତି ପରମ୍ପରାକୁ ଆଧାର କରି ଗଢ଼ି ଉଠିଥିବା ପଞ୍ଚକଳା ଶିକ୍ଷାନୁଷ୍ଠାନ ‘ପାୟଲ ମ୍ୟୁଜିକ୍ ସ୍କୁଲ’ର ୨୨ତମ ବାର୍ଷିକ ଉତ୍ସବ ଓ ୪ର୍ଥ […]

ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ସ୍ମୃତିସଭା

9 March 2025 kanika odisha 0

କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମର ଗଣକବି ଗୋପାଳ ଦାଶ ସ୍ମୃତି ସଂସଦ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଏକ ସ୍ମୃତିସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି କେଶବ ଚନ୍ଦ୍ର ବିଶ୍ୱାଳଙ୍କ […]

ନପଙ୍ଗ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ

9 March 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୯/୩- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ନପଙ୍ଗ ଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ।  ଏହି ଉପଲକ୍ଷେ […]

ପୁନର୍ବାସ ପକ୍ଷରୁ ଦିବ୍ୟାଙ୍ଗ କର୍ମଜୀବୀ ମହିଳାଙ୍କୁ ସମ୍ବର୍ଦ୍ଧନା

8 March 2025 kanika odisha 1

କେନ୍ଦ୍ରାପଡା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସରେ ପୁନର୍ବାସ ପକ୍ଷରୁ ତୃଣମୂଳ ସ୍ତରରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକରୁଥିବା କର୍ମଜୀବୀ ମହିଳାମାନଙ୍କୁ ସମ୍ୱର୍ଦ୍ଧନା ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ […]

କେନ୍ଦ୍ରାପଡା ବିଜୁ ମହିଳା ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ , ବିଜୁ ଜନତା ଦଳ ମହିଳା ମାନଙ୍କ ବଳ- ବିଜେଡି

8 March 2025 kanika odisha 0

କେନ୍ଦ୍ରାପଡ଼ା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଜୁ ଜନତାଦଳ କେନ୍ଦ୍ରାପଡା ତରଫରୁ ଏକ ବିଶାଳ ମହିଳା ସମାବେଶ କେନ୍ଦ୍ରାପଡା ସହରର ଟାଉନହଲ ଠାରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ […]

ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

8 March 2025 kanika odisha 0

କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତତ୍‌ସହିତ ତାଲୁକ୍ ସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ମଧ୍ୟ ଲୋକ […]

ଜାତୀୟ ଲଳିତକଳା ଏକାଡେମୀ ବାର୍ଷିକ ଚିତ୍ର ପ୍ରଦର୍ଶନୀ ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଚିତ୍ର ମନୋନୀତ

7 March 2025 kanika odisha 0

କେନ୍ଦ୍ରାପଡା,୭ା୩: କେନ୍ଦ୍ରାପଡା ସହରର କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍‌ଚର ଏକାଡେମୀର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରକୃତି ସୁରକ୍ଷା ବିଷୟ ବସ୍ତୁକୁ ନେଇ କାନ୍‌ଭାସରେ ଅଙ୍କିତ ଚିତ୍ର ଦିଲ୍ଲୀସ୍ଥିତ ଭାରତ ସରକାରଙ୍କ […]

କବି ଦୀପକ ମିଶ୍ରଙ୍କ ଜୟନ୍ତୀ ପାଳିତ

7 March 2025 kanika odisha 0

କେନ୍ଦ୍ରାପଡ଼ା ୭ /୩ ଓଡିଆ ସାହିତ୍ୟର ବିଶିଷ୍ଟ କବି ସ୍ୱର୍ଗତ ଦୀପକ ମିଶ୍ରଙ୍କ ୮୭ତମ ଜୟନ୍ତୀ ସ୍ଥାନୀୟ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗାନ୍ଧି ଭବନରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ଓ ଓଡିଶା […]

ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ

7 March 2025 kanika odisha 0

କେନ୍ଦ୍ରାପଡା ୭/୩ – ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ । ଏହି ମାଡମରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ଘଟିଛି କେନ୍ଦ୍ରାପଡା […]

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ ଓଡିଆ ଅସ୍ମିତାର ପ୍ରଚଣ୍ଡ ପ୍ରବକ୍ତା ବିଜୁ ବାବୁ – ଗଣେଶ୍ୱର ବେହେରା

6 March 2025 kanika odisha 0

କେନ୍ଦ୍ରାପଡା,୫ା୨: ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ଟାଉନହଲ୍‌ଠାରେ ଆଜି ପାଳିତ […]

ଡା.ସରୋଜକାନ୍ତ କାନୁନ୍‌ଗୋଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

6 March 2025 kanika odisha 0

କେନ୍ଦ୍ରାପଡ଼ା,୫ା୩: କେନ୍ଦ୍ରାପଡାର ଜନମାନସରେ ପରିଚିତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରାପଡାରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ତାଙ୍କୁ ଭକ୍ତିପୂର୍ଣ୍ଣର୍ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ବୁଧବାର ସକାଳେ […]

ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

6 March 2025 kanika odisha 0

କେନ୍ଦ୍ରାପଡ଼ା, ୫ା୩: ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ […]

ଆସୁଛି ଦଳୀୟ ନିର୍ବାଚନ ବିଜେଡି ପକ୍ଷରୁ ସହକାରୀ ନିର୍ବାଚନ ଅଧିକାରୀ ନିଯୁକ୍ତ

5 March 2025 kanika odisha 0

କେନ୍ଦ୍ରାପଡ଼ା, ୪ା୩ : ଦଳୀୟ ନିର୍ବାଚନ ନିମନ୍ତେ ବିଜୁ ଜନତାଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଞ୍ଚଳ ପାଇଁ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଗରାପୁରସ୍ଥିତ […]

ପୁନର୍ବାସ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ

5 March 2025 kanika odisha 0

କେନ୍ଦ୍ରାପଡା,୪ା୩: ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯରତ ପୁନର୍ବାସ ଅନୁଷ୍ଠାନ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ ଫାଲଗୁନ ଶୁକ୍ଳ ପଞ୍ଚମୀର ପବିତ୍ର ତିଥିରେ କରାଯାଇଛି। ଏଥି ନିମନ୍ତେ ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଓଡ଼ିଶା ନଲେଜ୍ […]