କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା ଏକ ଡକାୟତ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେହେଲେ ପଟ୍ଟାମୁଣ୍ଡାଇ ପୋରାଂଚଳ ଅନ୍ତର୍ଗତ ପୋଖରିଆପଡା ଗ୍ରାମର ବିକାଶ ମଳିକ (୨୧), ସେହି ଗ୍ରାମର ଆଉଜଣେ ବିକାଶ ମଳିକ (୨୯), ପଟ୍ଟାମୁଣ୍ଡାଇ ୧୦ ନଂ ୱାର୍ଡ଼ର ବିନୋଦ ମଳିକ […]

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନାଥପୁର ଗ୍ରାମର ନଅ ବର୍ଷର ବାଳକ ରବିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଖୁଂଟରେ ନିର୍ମିତ ପୋଲରୁ ଖସିପଡ଼ିବା ପରେ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ହେମନ୍ତ ଜେନାଙ୍କ ପୁଅ ନାମ ଅଭିନ୍ନ ଜେନା ବୋଲି ଜଣାପଡିଛି । ପ୍ରକାଶ ଯେ ତୃତୀୟ ଶ୍ରେଣୀର ଛାତ୍ର ଅଭିନ୍ନ ରବିବାର ସନ୍ଧ୍ୟାରେ ବିସ୍କୁଟ କିଣିବାକୁ ଗାଁ ବଜାରକୁ ଯାଇଥିଲେ । ଗୋବରୀ […]