ଆନନ୍ଦ ଉତ୍ସାହର ସହିତ ଶେଷ ହେଲା ଛଅ ଶହ ବର୍ଷର କନିକା ରାଜ ମେଳଣ ରାଜାରାଣୀଙ୍କ ସହ ରଙ୍ଗ ଖେଳିଲେ ହଜାର ହଜାର ଲୋକ
କେନ୍ଦ୍ରାପଡ଼ା, ୧୬ା୩ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ରେ ୬ଶହ ବର୍ଷର କନିକା ରାଜମେଳଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି। ପାଂଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଳଣ ଉତ୍ସବ […]
