କେନ୍ଦ୍ରାପଡା ମହାବିଦ୍ୟାଳୟ ୧୯୯୩ ସ୍ନାତକ ବ୍ୟାଚ ବନ୍ଧୁମିଳନ
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୩ ସ୍ନାତକ ବ୍ୟାଚ(କଳା, ବିଜ୍ଞାନ ଓ ବାଣିଜ୍ୟ)ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପରିସରରେ ଅନୁଷ୍ଠିତ ହୋଇଥିଲା ।...
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୩ ସ୍ନାତକ ବ୍ୟାଚ(କଳା, ବିଜ୍ଞାନ ଓ ବାଣିଜ୍ୟ)ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପରିସରରେ ଅନୁଷ୍ଠିତ ହୋଇଥିଲା ।...
କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁଆରୀମାସ ପହିଲାରେ ପାଳନ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା...
କେନ୍ଦ୍ରାପଡା, ୨୬ା୧୨: ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର କେନ୍ଦ୍ରାପଡା ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଗାୟକ ପ୍ରକୃତିବନ୍ଧୁ ଗଗନ ବିହାରୀ ସିଂହଙ୍କ ସଭାପତିତ୍ୱରେ ୨୬ତମ...
କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଅଷ୍ଟାଦଶ ପୁଣ୍ୟତିଥି ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର...
ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆବର୍ଜନା ସଫେଇ ଓ ଏହାର ସୁପରିଚାଳନା ସଚେତନତା ନୂଆ -ଓ ଯୁବଓଡିଶା...
କେନ୍ଦ୍ରାପଡା, ୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର(ଆଲୁମିନାଇ) ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶତାଧିକ ପୁରାତନ...
କେନ୍ଦ୍ରାପଡା, ୨୫ା୧୨: ଫକିରାବାଦ ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟର ୧୯୮୬ ବ୍ୟାଚ ଛାତ୍ରଛାତ୍ରୀମାନଙ୍କ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ପ୍ରଧାନ...
ଦୁନିଆର ସମସ୍ତ ଆହ୍ୱାନକୁ ମୁକାବିଲା କରି ଜୀବନରେ ସଫଳ ହେବା ସହିତ ଶ୍ରେଷ୍ଠତ୍ବ ହାସଲ କରିବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ହେବା ଦରକାର ବୋଲି...
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠ ୧୯୮୪ ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ଆବାହକ ବିଚିତ୍ର କୁମାର...
ଅଣ୍ଢରା ଶ୍ରୀରାମ ସେବକ ସଂଘ ଆନୁକୂଲ୍ୟରେ ପବିତ୍ର ଗୀତା ଜୟନ୍ତୀ ଶୁଭ ଅବସରରେ ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ପଣ୍ଡିତ ପ୍ରଦୀପ କୁମାର ପାଢ଼ୀ,...
କେନ୍ଦ୍ରାପଡ଼ା, ୨୪ା୧୨ : କେନ୍ଦ୍ରାପଡା ସହରର ଟାଣୁଆ ନେତା ପ୍ରଶାନ୍ତ କୁମାର ସିଂହ(ଧୁଣ୍ଡୁଭାଇ)ଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପରେ ସେ ଶକ୍ତି ପ୍ରଦର୍ଶନ...
କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଶିଶିର ଉତ୍ସବ ୨୦୨୩ ଆଜି କମଳ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ...
କେନ୍ଦ୍ରାପଡ଼ା, ୨୪ା୧୨ : ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ସ୍ଥାନୀୟ ପୈାରସଂସ୍ଥା ଟାଉନହଲ ପରିସରରେ ଆଜି...
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଇଂରାଜୀ ମାଧ୍ୟମ ସ୍କୁଲ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି...
ପଟ୍ଟାମୁଣ୍ଡାଇ ତା ୨୩/୧୨-ସୁଦୃଢ ଶିକ୍ଷା ବ୍ୟବସ୍ଥା, ଦୀର୍ଘସ୍ଥାୟୀ ବିକାଶ ଓ ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୂଳମନ୍ତ୍ର ବୋଲି ରାଜ୍ୟ ସରକାରଙ୍କ ଯୁବଓଡିଶା ନବୀନ...
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଦିଲାୱାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରାବିୟାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି...
କେନ୍ଦ୍ରାପଡ଼ା, ୨୩ା୧୨: ଜୀବନରେ ଦୁଃଖ ନଥିଲେ ସୁଖର ସନ୍ଧାନ ମିଳେନି । ସୁଖ ଓ ଦୁଃଖକୁ ସମାନ ମନେକରି ନିଜକୁ ପ୍ରଭୁଙ୍କ ନିକଟରେ ବା ସଦଗୁରୁଙ୍କ ନିକଟରେ...
କ୍ରୀଡା ଶାରୀରିକ ଗଠନ ଓ ସାମାଜିକ ପରିଚୟ ଦେବାରେ ସହାୟକ ହୋଇଥାଏ ବୋଲି ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ନୂଆ-ଓ ଯୁବଓଡ଼ିଆ ନବୀନ ଓଡିଶା କାର୍ଯ୍ୟକ୍ରମରେ କଷଣଅଂଟା...
କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ ଶନିବାର ଗରାପୁରସ୍ଥିତ ସଂଘର ସ୍ଥାୟୀ ଭବନରେ ସଭାପତି ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା...
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଭାୟା ଚଉଦକୁଲାଟ ଇନ୍ଦୁପୁରକୁ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତା ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ରାସ୍ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ ଓ...
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟ ପକ୍ଷରୁ ନୂଆ-ଓ ଯୁବ ଓଡିଶା ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଛାତ୍ରୀଛାତ୍ର ଓ...
କେନ୍ଦ୍ରାପଡ଼ା, ୨୨ା୧୨ : ଜନୈକ ନାବାଳିକାକୁ ଯୈାନ ଉତ୍ପୀଡନ ଦେବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ୬୩ବର୍ଷୀୟ ଅଭିଯୁକ୍ତ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକାଣ୍ଡିଲୋ ଗ୍ରାମର...
କେନ୍ଦ୍ରାପଡା : ମାର୍ଶାଘାଇ ପୋଲିସର ଅପରାଧ ଓ ଅପରାଧି ଦମନ ପ୍ରକ୍ରିୟା ଅବ୍ୟାହତ ରହିଛି । ମାର୍ଶାଘାଇ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ...
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତିନା ପଚାଂୟତ ଏଣ୍ଡୁଳାପୁରସ୍ଥିତ ଏନକେ ସଂସ୍କୃତ ମହାବିଦ୍ୟାଳୟ ଭିତରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ପୁଅ ମଦ ବିକ୍ରି କରୁଥିବା...