ଗୁମର ଖୋଲିଲା ଆରଟିଆଇ ତଥ୍ୟ , ଉଠାଦୋକାନୀଙ୍କୁ କୋଭିଡ ସହାୟତା ପ୍ରଦାନରେ ହେରେଫେର

26 October 2023 kanika odisha 0

କେନ୍ଦ୍ରାପଡା :କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ଓ ଜୀବିକା ହରାଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେଥିନେଇ ସରକାରଙ୍କ ପକ୍ଷରୁ ବହୁମୁଖୀ ଯୋଜନା ପ୍ରସ୍ତୁତ […]

 “ଶିଶୁ ପାଇଁ ଦିନଟିଏ”ର ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

26 October 2023 kanika odisha 0

କେନ୍ଦ୍ରାପଡ଼ା : ଶିଶୁ ହସିଲେ ଦେଶ ହସିବ । ତେଣୁ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଏକ ତ୍ରୈମାସିକ ସମୀକ୍ଷା ବୈଠକ ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । “ଶିଶୁ […]

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

26 October 2023 kanika odisha 0

କେନ୍ଦ୍ରାପଡ଼ା: ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ […]

୨୮ରେ ପୁନର୍ବାସ ମେଧାଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

26 October 2023 kanika odisha 0

କେନ୍ଦ୍ରାପଡ଼ା ୨୬ ।୧୦: ଆର୍ଥିକ ଅନଗ୍ରସର ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପୁନର୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାର୍ଷିକ ମେଧାବୃତ୍ତି ପ୍ରଦାନ କରାଯାଉଅଛି । ଚଳିତ ବର୍ଷ […]

ଜୀବନରେ ଭଲ ହେବା ଓ ସଫଳ ହେବାର ସଂକଳ୍ପ ନେବା -ପରମହଂସ ପ୍ରଜ୍ଞାନାନନ୍ଦ

26 October 2023 kanika odisha 0

  ନୈତିକ ଶିକ୍ଷା ଶିବିର ‘ସଂକଳ୍ପ’ ଉଦ୍‌ଯାପିତ କେନ୍ଦ୍ରାପଡ଼ା : “ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି, ମନକୁ ସ୍ଥିର ଓ ଦୃଢ କରି ଭଗବାନଙ୍କୁ ପ୍ରାର୍ଥନା ପୂର୍ବକ […]

ଗୋପରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

25 October 2023 kanika odisha 0

କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ୫ନଂ ୱାର୍ଡ ଗୋପରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଦୁଇଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଗୋପ ପ୍ରଥମିକ ବିଦ୍ୟାଳୟ ପରିସରରେ […]

ଇନ୍ଦୁପୁର ଦୁର୍ଗା ଭସାଣୀ ଉତ୍ସବ , ମେଲଣ ପଡିଆକୁ ସଫେଇକଲେ ବିଧାୟକ

25 October 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଇନ୍ଦୁପୁର ଦୁର୍ଗାପୂଜା ମେଲଣ ଓ ଭାସାଣୀ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ଓ ଭସାଣୀ ଉତ୍ସବରେ ଇନ୍ଦୁପୁର ଓ ଧୂମାତ ଗ୍ରାମପଞ୍ଚାୟତର […]

କୁମାର ପୂର୍ଣ୍ଣିମା ରାହୁ ସ୍ତ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗହଣରେ ଶ୍ରୀବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ

25 October 2023 kanika odisha 0

କେନ୍ଦ୍ରାପଡ଼ା, ୨୫ା୧୦ : ଆସନ୍ତା ୨୮ ତାରିଖ ଶନିବାର ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନୀତିକାନ୍ତି ନିମନ୍ତେ କୋହେନୁର୍ ପ୍ରେସ୍ ପଞ୍ଜିକା ପାଳନ ଏବଂ ପାଳିଆ […]

ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା

25 October 2023 kanika odisha 0

କେନ୍ଦ୍ରାପଡ଼ା,୨୫ା୧୦: ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା (କୁମାରୀ ପୂଜନ) ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଏବଂ ବିଶ୍ୱର କଲ୍ୟାଣ […]

ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସଂଖ୍ୟାଲଘୁ ଅନୁଷ୍ଠାନର ଉନ୍ନତିକରଣ ପାଇଁ ବୈଠକ

25 October 2023 kanika odisha 0

କେନ୍ଦ୍ରାପଡ଼ା, ୨୫ା୧୦ : କେନ୍ଦ୍ରାପଡା ବିଜେଡି ସଂଖ୍ୟାଲଘୁ ସେଲ ଆନୁକୂଲ୍ୟରେ ଜିଲ୍ଲାର ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି […]

ପଟ୍ଟାମୁଣ୍ଡାଇରେ ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ , ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ

25 October 2023 kanika odisha 0

ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ପଟ୍ଟମୁଣ୍ଡାଇରେ ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା । ପଟ୍ଟାମୁଣ୍ଡାଇ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି । […]

ମୋବାଇଲ ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ

25 October 2023 kanika odisha 0

ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୋବାଇଲ  ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ। ଅଚାନକ ବାଜିଉଠୁଛି ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ । […]

ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳେ ନିଜସ୍ୱ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରା।

25 October 2023 kanika odisha 0

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରରେ ନବମୀ ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀରେ ଝୁଣା ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ନବମୀରେ ଦିନସାରା ନିର୍ଜଳ ଉପବାସ କରିଥିବା ଭକ୍ତ ବ୍ରାହ୍ମଣଙ୍କ ଠାରୁ ମନ୍ତ୍ରଗ୍ରହଣ […]

ବିଜୟା ଦଶମୀ , ଅପରାଜିତା ଲଟାରେ ପୂଜା ପାଇଲେ ମା’ ଦଶଭୁଜା

24 October 2023 kanika odisha 0

ଆଜି ପବିତ୍ର ବିଜୟା ଦଶମୀ । ପବିତ୍ର ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ବିଜୟା ଦଶମୀ ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଥାଏ । ଏଦିନ ମା’ […]

ବାତ୍ୟା ‘ହାମୁନ’ ପ୍ରଭାବରେ କେନ୍ଦ୍ରପଡା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା

23 October 2023 kanika odisha 0

ଶାରଦୀୟ ପୂଜା ସମୟରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ହାମୁନ’ ପ୍ରଭାବରେ କେନ୍ଦ୍ରପଡା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେଉଛି। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ହୋଇଥିବା ବେଳେ ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି […]

ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ୫ଟି ସଚିବ ଭି.କେ ପାଣ୍ଡିଆନ୍

23 October 2023 kanika odisha 0

ଭୁବନେଶ୍ବର ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିଛନ୍ତି […]

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଟିମ୍‌ ଇଣ୍ଡିଆ

22 October 2023 kanika odisha 0

ଧର୍ମଶାଳା ୨୨/୧୦: ଚଳିତ ବିଶ୍ୱକପ୍‌ରେ ଦୁଇ ଅପରାଜେୟ ଦଳ ଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ମୁକାବିଲାରେ ଭାରତର ଜିତାପଟ ହୋଇଛି । ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ନ୍ୟୁଜିଲ୍ୟାଣ୍ଡକୁ ରବିବାର ଖେଳାଯାଇଥିବା ମୁକାବିଲାରେ ପରାଜିତ କରି ଟିମ୍‌ଇଣ୍ଡିଆ […]

ପାନୀୟ ଜଳର ଅପବ୍ୟବହାର: ପଞ୍ଚାୟତବାସୀ ପାଣି ପାଉନଥିବା ଅଭିଯୋଗ

22 October 2023 kanika odisha 0

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହସପୁର ଗ୍ରାମର କୁମ୍ଭାର ସାହି ଗଡାରେ ଜନୈକ ବ୍ୟବସାୟୀ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ […]

କେନାଲ ପାଣିରେ ବୁଡି ଜଣେ ମୃତ

22 October 2023 kanika odisha 0

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ନାନକାର ଗ୍ରାମର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପୁତ୍ର ରଘୁନାଥ ବିଶ୍ୱାଳ(୫୮) ରବିବାର ସକାଳେ ସ୍ଥାନୀୟ ଗୋବରୀ କେନାଲର ହୁଡାଘାଟକୁ ଶୈାଚହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହଠାତ […]

ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ,ପୀଠରେ ମହାଷ୍ଟମୀ ପୂଜା

21 October 2023 kanika odisha 0

ଦଶହରାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଂଚଳ । ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି । ଚଳିତ ବର୍ଷଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ […]

ସାତ ଭାୟାବାସୀଙ୍କ ଜୀବନ ପାଇଁ ୫ ଦଶନ୍ଧୀର ସଂଘର୍ଷ ଶେଷ ହେଲା ସିନା ଜୀବିକାକୁ ନେଇ ଚିନ୍ତାବଢୁଛି

21 October 2023 kanika odisha 0

କେନ୍ଦ୍ରାପଡ଼ା ଜିଲାର ସମୁଦ୍ର ତଟରେ ଜୀବନର ସୁରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଧୀ ଧରି ସଂଘର୍ଷ କରୁଥିବା ମାଟିର ମଣିଷ ସାତଭାୟାବାସୀଙ୍କ ସେହି ସଂଘର୍ଷର ବିଳମ୍ବରେ ହେଲେ ବି ଅନ୍ତଘଟିଛି । ଜିଲ୍ଲା ପ୍ରଶାସନ […]

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡାରୁ ୨୫ଜଣ ବୃଦ୍ଧାଙ୍କ ଶ୍ରୀକ୍ଷେତ୍ର ଯାତ୍ରା

21 October 2023 kanika odisha 0

କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ଗ୍ରାମରୁ ୨୫ଜଣ ବୃଦ୍ଧା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ସମାଜସେବୀ ଲୋକନାଥ ଦାସ ଏହି ବୃଦ୍ଧାମାନଙ୍କୁ ନିଜ ଖର୍ଚ୍ଚରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବାକୁ […]

କେନ୍ଦ୍ରାପଡାରେ ୬୪ତମ ପୋଲିସ ସହିଦ ଦିବସ ପାଳିତ

21 October 2023 kanika odisha 0

କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଶନିବାର ୬୪ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ […]

ଶାରଦୀୟ ଦୂର୍ଗାପୂଜା ପାଇଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର, ଆକର୍ଷଣୀୟ ସାଜସଜ୍ଜା, ତୋରଣ ଓ ଆଲୋକମାଳାରେ ଝଲସୁଛି ସହର

21 October 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି […]