खबर है कि आज दोपहर मे पट्टामून्डाइ इलाके में बिजली गिरने से 1 व्यक्ति की मौत हो गई और 1 व्यक्ति घायल हो गया. पिछले कुछ दिनों से बारिश नहीं होने के कारण खेती नहीं हो पा रही थी . आज अपराह्न चार बजे तेज बारिश के कारण खेती होने […]

ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ୧ ମୃତ ୧ ଆହତ ହୋଇଥିବା ଜଣାପଡିଛି । ଗତକିଛି ଦିନ ଧରି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇପାରିନଥିଲା । ଆଜି ଅପରାହ୍ନ ୪ ଟା ସମୟରେ ପ୍ରବଳ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ହୋଇପାରିବ ବୋଲି ଚାଷୀମାନେ ଆଶାବାଦୀ ହୋଇ ନିଜ ନିଜ ବିଲକୁ ଯାଇଥିଲେ ।  ତେବେ ବର୍ଷାକୁ ଦେଖି ପଟ୍ଟାମୁଣ୍ଡାଇ ବ୍ଲକ […]

କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡା ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ସମ୍ପାଦକ ସେକ ସୈାକତ ଖାନ ଓ ସଭାପତି ଚିନ୍ତାମଣୀ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ହ୍ୟାଣ୍ଡବଲ ଦଳ ରାଜ୍ୟ ସିନିଅର ହ୍ୟାଣ୍ଡବଲ ଚମ୍ପିୟନସିପ ପାଇଁ କେଉଁଝର ଯାତ୍ରା କରିଛନ୍ତି । ଏହି ୩୬ତମ ରାଜ୍ୟ ସ୍ତରୀୟ ବାଳକ ହ୍ୟାଣ୍ଡବଲ ଦୁଇଦିନ ଧରି କେଉଁଝର ଠାରେ ଅନୁଷ୍ଠିତ ହେବ । ଏହି ଚମ୍ପିୟନସିପରେ ରାଜ୍ୟର କେନ୍ଦ୍ରାପଡା, ଭୁବନେଶ୍ୱର, ଭଦ୍ରକ, ପୁରୀ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, […]

केंन्द्रापड़ा जिले के गारदपुर ब्लॉक से 10 किमी दूर, कुदानगरी हाई स्कूल मे अस्थायी रूप से ब्लॉक आदर्श स्कूल चलाता है, आज दोपहर बिजली गिरने से दो कक्षाओं के 18 छात्र घायल हो गए और उनका इलाज केलिए पाटकुरा अस्पताल में भरत्ती किया गायाहै। उनमें से दो छात्र की हालत […]

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କାର୍ଯ୍ୟଳୟ ଠାରୁ ୧୦ କିମି ଦୂରରେ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ବ୍ଲକ ଆଦର୍ଶ ବିଦ୍ୟାଳୟ ରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଦୁଇଟି ଶ୍ରେଣୀରେ ୧୮ ଜଣ ଛାତ୍ରଛାତ୍ରୀ ଆହାତ ହୋଇ ପାଟକୁରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତ୍ୱର ହୋଇପଡିବାରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସାପାଇଁ ପଠାଇଦିଆଯାଇଛି ।  ଖବରନେବାରୁ ଜଣାଯାଇଛି ଯେ […]

कलियुगिया बहू ने सास को सड़क पर बेरहमी से पीटा . औरत इंसानियत की हदें पार करते हुए अपनी बहू ने बूढ़ी सास को थप्पड़ मार कर रास्ता मे गिरा दीया । ऐसी खबरें अब चारों ओर चर्चा का केंद्र बन गई हैं. पहले तो बोहु ने बूढ़ी सास की […]

ପଟ୍ଟାମୁଣ୍ଡାଇ ୧୨ା୮-କଳିଯୁଗିଆ ବୋହୂ । ଭୁଲିଗଲା ହିତାହିତ ଜ୍ଞାନ । ଆଉ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ନିର୍ଧୁମ ପିଟିଲା । ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ବିଧା ଚାପୁଡ଼ା ମାରିବା ସହିତ ପିଙ୍କୁ ଦୌଡିଆ ବୋଲି ଡାକ ମାରୁଥିଲେ । ଏପରି ଏକ ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଚି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ […]

କେନ୍ଦ୍ରାପଡ଼ା, ୧୦ା୮: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାରୁ ୫ଜଣ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚଳିତମାସ ୭ ଓ ୮ ତାରିଖରେ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ସବଜୁନିୟର ଓ ସିନିୟର ବାଳକ/ବାଳିକା କ୍ୟୁରୋଗି ଓ ଫ୍ୟୁଂସି ପ୍ରତିଯୋଗିତାରେ କେନ୍ଦ୍ରାପଡାକୁ ମୋଟ ୧୨ଟି ପଦକ ମିଳିଛି । କଟକ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା […]

କେନ୍ଦ୍ରାପଡ଼ା,୧୧ା୮ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁସାସନ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ସହସଂଯୋଜକ ଦୋଳଗୋବିନ୍ଦ ସାହୁଙ୍କ ନେତୃତ୍ୱରେ ହୃଷିକେଶ ନାୟକ, ରାମଚନ୍ଦ୍ର ରାଉତ, ଜୟନ୍ତ ଲେଙ୍କା, ଦାଶରଥି ସାହୁ,ଅନ୍ତର୍ଯ୍ୟାମୀ କୁଣ୍ଡ, ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ଶିଶିର କୁମାର ଓଝା, ଉଦୟଭାନୁ ସାହୁ, କୁଳମଣି […]

କେନ୍ଦ୍ରାପଡ଼ା,୧୧ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସୁରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଉଦଘାଟନ କରିଥିବା ବେଳେ ଶିବାନନ୍ଦ ମାତୃ ଚେତନା ସଙ୍ଘ ଆଳିଜଙ୍ଗାର ମା’ମାନେ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଗୀତା ସ୍ୱାଇଁ, […]

ପଟ୍ଟାମୁଣ୍ଡାଇ ୧୧ା୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତିସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ସମିତିସଭ୍ୟା ପଦବୀ ପାଇଁ ଗତ ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ପୁନଃରାୟ ନିଜ ହାତରେ ରଖିବା ପାଇଁ କଂଗ୍ରେସ ଦଳ ଜୋରଦାର ଉଦ୍ୟମ କରିଥିବାବେଳେ କଂଗ୍ରେସ ହାତରେ ଥିବା ସମିତିସଭ୍ୟା ପଦବୀକୁ ଛଡାଇ ନେବା ପାଇଁ ବିଜେଡି ମଧ୍ୟ ଜୋରଦାର ଉଦ୍ୟମ ଚଲାଇଥିଲା । […]

पट्टामुंन्डाइ अंतर्गत दिहुदीपुर पंचायत के कांग्रेस समर्थक सभया की मृत्यु के बाद समितसभ्या पद के लिए 9 तारीख को उपचुनाव हुआ. जहां कांग्रेस पार्टी ने इस सीट को दोबारा हासिल करने के लिए पुरजोर कोशिश की, वहीं बीजेड़ी ने भी कांग्रेस से यह सीट छीनने की पुरजोर कोशिश की. यह […]

केंन्द्रापड़ा जिला पट्टामुंन्डाइ मे पिछले कुछ दिनों से पट्टामुंडी इलाके में चोरी और डकैती की वारदातों को अंजाम दे रहे डकैयत मीसे 4 आरोपियों को पुलिस ने गिरफ्तार किया है. गिरफ चरोकी नाम पट्टामुंन्डाइ पोराचल के पोखरियापड़ा गांव के विकास मलिक (21), उसी गांव के एक अन्य विकास मलिक (29), […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା ଏକ ଡକାୟତ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେହେଲେ ପଟ୍ଟାମୁଣ୍ଡାଇ ପୋରାଂଚଳ ଅନ୍ତର୍ଗତ ପୋଖରିଆପଡା ଗ୍ରାମର ବିକାଶ ମଳିକ (୨୧), ସେହି ଗ୍ରାମର ଆଉଜଣେ ବିକାଶ ମଳିକ (୨୯), ପଟ୍ଟାମୁଣ୍ଡାଇ ୧୦ ନଂ ୱାର୍ଡ଼ର ବିନୋଦ ମଳିକ […]

କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଚିତ୍ରକଳା ମହୋତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯଇଅଛି । ନୃତ୍ୟପ୍ରୀୟ ତପସ୍ୱିନୀ ନାୟକ ଉଦଘାଟନ ମଞ୍ଚରେ ମଦନ “ମୋହନ ଅଷ୍ଟକମ୍‌” ଓଡ଼ିଶୀ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଏବଂ କାଳକାର ମାନଙ୍କ ମନ ମୋହିଥିଲେ । ତପସ୍ୱିନୀ କେନ୍ଦ୍ରାପଡ଼ାର ଜଣେ ନୃତ୍ୟ ଗୁରୁ ହୋଇ ମଧ୍ୟ ଚିତ୍ରଶିଳ୍ପୀ ରୂପେ […]

କେନ୍ଦ୍ରାପଡାର ସହରର ଚାଟରାପାଟଣା ସ୍ଥିତ ଅନ୍ନପୂର୍ଣ୍ଣା ୟୁଥ କ୍ଲବର ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ସଭାପତି ଭାବରେ ନିରଞ୍ଜନ ସାହୁ(ପିନୁ), ଉପସଭାପତି ଭାବରେ ବିଶ୍ୱଜିତ ରାଉତ(ବାବୁ), ସମ୍ପାଦକ ଭାବରେ ଇନ୍ଦ୍ରଜିତ ରାଉତ(ଦିଲୁ), ସହ ସମ୍ପଦକ ଭାବରେ ଜଗନ୍ନାଥ ଦାସ(ମୁନା) ଓ କୋଷାଧ୍ୟକ୍ଷ ଭାବରେ ନରେନ୍ଦ୍ର କୁମାର ରଣାଙ୍କୁ ଚୟନ କରାଯାଇଥିଲା । ସେହିପରି ରଘୁନାଥ ପାଣି, ଧରଣୀଧର ପୃଷ୍ଟି, ବିରେନ୍ କୁମାର ରାଉତ, ରମେଶ ଚନ୍ଦ୍ର ଦାସ, କାହ୍ନୁ […]

अंतरराष्ट्रीय स्तर पर प्रसिद्ध क्रियायोगी परमहंस प्रज्ञानानंदजी की 64वीं जयंती के अवसर पर बेलतल प्रज्ञा मिशन की ऑरोसे हरिहरानंद ध्यान मंदिर में रक्तदान शिविर का आयोजन कियागेय था । स्वामी सुगितानंद गिरि के संयोजकत्व में आयोजित रक्तदान शिविर में विजया भास्कर बनप्रस्थी, ध्यानमंन्दिर प्रबंध समिति के सदस्य गोपीनाथ कर, दुष्मंन्त […]

केंन्द्रापड़ा जिले के अग्रणी एवं आदर्श महिला उच्च शिक्षा संस्थान तुलसी महिला कॉलेज का 45 वां स्थापना दिवस मनाया गया । इस अवसर पर मुख्य अतिथि रहे ओडिशा के केंद्रीय उच्च शिक्षा, खाद्य आपूर्ति और शिविर कल्याण मंत्री अतनु सब्यसाची नाइक ने विचार व्यक्त किया कि सीखने और प्रतिस्पर्धात्मकता समृद्धि […]

पूर्व विधायीका और कटक महानगर कॉरपोरेशन की पूर्व मेयर सुश्री निवेदिता प्रधान की कटक के एक निजी अस्पताल में 60 वर्ष की आयु में उनकी निधन हो गया। निधन की खबर केंद्रापड़ा तक पहुंचने के बाद विभिन्न क्षेत्रों के लोगों ने उनके निधन पर शोक व्यक्त किया है . यहां […]

କେନ୍ଦ୍ରାପଡ଼ା,୧୦ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସୁଶ୍ରୀ ନିବେଦିତା ପ୍ରଧାନଙ୍କର ଆଜି ଅପରାହ୍ନରେ ୬୦ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର କେନ୍ଦ୍ରାପଡାରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପିତା ସ୍ୱର୍ଗତ ନୃସିଂହ ଚରଣ ପ୍ରଧାନ କେନ୍ଦ୍ରାପଡା ସରକାରୀ […]

ରାସ୍ତା ତିଆରି କାମ ଚାଲିଛି କେନାଲ ପୋତି ହେବାରେ ଲାଗିଛି । ଶହ ଶହ ଚାଷ ଜମିକୁ ପାଣି ଯିବାରେ ବ୍ୟାଘ୍ରାତ ଘଟୁଛି । ନୂତନ ରାସ୍ତା ତିଆରି ନାଁରେ ପଙ୍କ ମାଟି ବ୍ୟବହାର ହୋଇ ଦୋହରା ଖସି କେନାଲ ପୋତି ହୋଇଚାଲିଛି । କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ଢୋଲ ପିଟୁଛନ୍ତି । କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ […]

ପଟ୍ଟାମୁଣ୍ଡାଇ ୧୦୮-ଆଗାମୀ ସ୍ୱାଧୀନତା ଦିବସକୁ ସମାରୋହରେ ପାଳନ କରିବା ସହିତ କୃତି ପ୍ରତିଭାମାନଙ୍କୁ ଚୟନ କରିବା ପାଇଁ ବକ୍ତୃତା, ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗିତା ଏମଏନ ହାଇସ୍କୁଲ ପରିସରରେ କରାଯାଇଥିଲା । ଏଥିରେ ଜାତୀୟଦିବସ ପାଳନ କମିଟି ସଦସ୍ୟ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, କାଉନସିଲର ଗୋପୀବଲ୍ଲଭ ନାୟକ, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ, ଶିକ୍ଷାବିତ ବିଜୟ ସାହୁ, ଚିତ୍ରଶିଳ୍ପୀ ସଂଜୀବ କର, ରାଜେନ୍ଦ୍ର ଦାଶ, ପ୍ରମୋଦ ସାହୁ, ସଞ୍ଜୟ ତ୍ରିପାଠୀ ଓ ସନ୍ତୋଷ […]

ପଟ୍ଟାମୁଣ୍ଡାଇ ୧୦ା୮-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ଉଷାରାଣୀ କର,ସବଡିଭିଜନ ହସ୍ପିଟାଲ ପିଏଚଇଓ ନୃସିଂହ ଚରଣ ଦାସ ଓ ବିପିଏମ ପ୍ରଶାନ୍ତ କୁମାର ଜେନା […]

ପଟ୍ଟାମୁଣ୍ଡାଇ ୧୦.୮-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୪ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଜ୍ଞାନ ମିଶନ ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ୱାମୀ ସୁଗିତାନନ୍ଦ ଗିରିଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୟଭାସ୍କର ବାନପ୍ରସ୍ଥି,ଧ୍ୟାନମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପୀନାଥ କର, ଦୁଷ୍ମନ୍ତ ସାହୁ, ପାବନୀ ରାଉତ, ରମାଦେବୀ କଲେଜ ନିର୍ଦେଶକ […]