ଅଜଣା ପୋକଙ୍କ ଆତଙ୍କ

ପଟ୍ଟାମୁଣ୍ଡାଇ ୨୭ା୬- କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ପ୍ରକାର ଅଜଣା ପୋକ ଆତଙ୍କ ସୃଷ୍ଟି କରିଛି । ଏପରି ପ୍ରଜାତିର ପୋକ ଚାରି ଆଡେ ବ୍ୟାପି ଯାଇଥିବା ବେଳେ, କାମୁଡି ଦେଲେ କୁଣ୍ଡେଇ ହେବା ସହିତ ଫଳି ଯାଉଥିବାର ଦେଖିବାକୁ…

ରାଜ୍ୟ ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ତା ୨୭/୬- ଆଜି ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୧ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଛି । ସଙ୍ଘ ଦାବି କରିଛି ଯେ, ମହାରାଷ୍ଟ ଓ ଛତିଶଗଡ଼ ଢାଞ୍ଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ…

କେନ୍ଦ୍ରାପଡା କଂଗ୍ରେସ ତରଫରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହ ଗଣବିକ୍ଷୋଭ

କେନ୍ଦ୍ରାପଡା-୨୭/୬-ଘନ ଘନ ବିଜୁଳି କାଟ ଓ ଅହେତୁକ ବିଜୁଳି ଦର ପ୍ରତିବାଦରେ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ୱାନରେ ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗବାର ଦିନ ୯ଟାରେ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ…

ମାଫିଆଙ୍କ କବଳରେ ପୋତା ଗୋବରୀ ନଦୀ ଜମି, କିସମ ବଦଳାଇ ଏକର ଏକର ଜମି ଚାଲିଛି ବିକ୍ରୀ,ସରକାର ନଦୀକୁ ବଂଚାଇ ରଖିବା ପାଇଁ ପଦକ୍ଷେପ ନେବା ଜରୁରି ।

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ୨୦କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି । ନଦୀ ପୋତି ହୋଇପଡିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଜନସାଧାରଣ ଓ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ପରେ…

ମହାକାଳପଡା ବଉଳକଣୀ ଠାରେ ବିଜେପିର ସଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

କେନ୍ଦ୍ରାପଡା,୨୬/୬- ମହାକାଳପଡା ବଉଳକଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୯ ବର୍ଷ ଉପଲକ୍ଷେ ସାଧାରଣ ସଭାରେ ପବିତ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଦୁର୍ଯୋଧନ ସାହୁ, ଜିଲ୍ଲା ସଭାପତି ରଞ୍ଜିତ ଆଚାର୍ଯ୍ୟ, ଅନୁସୂଚିତ ଜାତି…

ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲା ସ୍ତରୀୟ ସଚେତନତା

କେନ୍ଦ୍ରାପଡା,୨୬/୬- ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୮ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମିଳିତ ଆନୁକୁଲ୍ୟରେ ଏକ…

ତାପମାତ୍ରା ବୃଦ୍ଧି ପାଇଁ ବିଲୁପ୍ତ ହେଇଯିବ ମଣିଷ ଜାତି! ଗ୍ରୀଷ୍ମର ଅଭୂତପର୍ବ ରୌଦ୍ର ଦାବାନଳକୁ ବୃକ୍ଷରୋପଣ ହିଁ ରୋଧ କରିପାରିବ: ଜନମଂଚ

ପଟ୍ଟାମୁଣ୍ଡାଇ:୨୬/୦୬ ଗତ କିଛି ଦିନଧରି ଜଳବାୟୁ ପରିବର୍ତନର ପ୍ରଭାବ ଦେଖିବାକୁ ମିଳୁଛି । ବିଶ୍ୱତାପମାନ ବୃଦ୍ଧି ଯୋଗୁ କେତେବେଳେ ମରୁଡି ତ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ବିନାଶର କାରଣ ସାଜୁଛି । ଚଳିତ ବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଗ୍ରୀଷ୍ମ…