केंद्रापड़ा जिले पट्टामुंन्डाइ दिहुदीपुर समितिसभ्य का जनमत संग्रह रात । दिहुदीपुरवासी बरसात की सुबह से मतदान करेंगे. बुधवार को सुबह सात बजे से दोपहर एक बजे तक मतदान होगा. इसीलिए प्रसासन अंतिम तैयारी करचूके है. पोलिंग पाटी बूथ पहुंचकर मतदान का रिहर्सल किया. आज आधी रात में वोट खरीदने पर […]

केंन्द्रापड़ा सदरथाना पुलिस ने मुख्य डकैत मिर्जामेहबूब बेग को गिरफ्तार कर लिया. उनके नाम पर 12 से अधिक मामले हैं। सदरथाना पुलिस ने उसे कल उस समय गिरफ्तार किया जब वह ठाकुरपटना के मिर्जापटना गांव में डकैती करने जा रहा था । आज उस पर अदालत में पेसकिया गया. सदर […]

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ସଦରଥାନା ପୋଲିସ ମୁଖ୍ୟାତ ଡକାୟତ ମିର୍ଜାମେହେବୁବ ବେଗକୁ ଗିରଫ କରି କୋଟଚାଲାଣ କରିଛି । ତା ନାମରେ ୧୨ରୁ ଅଧିକ ମାମଲା ଅଛି । ଗତକାଲି ସେ ଠାକୁରପାଟଣାର ମିର୍ଜାପାଟଣା ଗ୍ରାମରେ ଡକାୟତି କରିବାକୁ ଯାଉଥିବା ଅବସ୍ଥାରେ ସଦରଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମେହେବୁବ ପାଟକୁରାରେ ୨ଟି, ବଡଚଣା ୨ଟି, କେନ୍ଦ୍ରାପଡା ସଦରଥାନା ଅଞ୍ଚଳରେ ୭ରୁ ଉର୍ଦ୍ଧ ମାମଲା […]

केंद्रापड़ा जिला डेराबिश गोस्टीस्वास्थ्य केंद्र में 4 विशेषज्ञ डक्टर पद एवं 6 एमबीबीएस पद भरने की मांग को लेकर प्रदेश भाजपा प्रवक्ता तेजेश्वर परिडा के नेतृत्व में भाजपा कार्यकर्ताओं, सामाजिक कार्यकर्ताओं एवं बुद्धिजीवियों ने जिला मुख्य हस्पताल कार्यालय परिसर में धारना दिया. विशेषज्ञ एवं अन्य चिकित्सकों के पद खाली होने […]

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତର ପଦବୀ ଓ ୬ ଜଣ ଏମ୍‌.ବି.ବି.ଏସ୍ ପଦବୀ ପୂରଣ ନିମନ୍ତେ ରାଜ୍ୟ ଭଜପା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଭାଜପା କର୍ମି, ସମାଜସେବୀ ଓ ବୁଦ୍ଧିମାନେ ମୁହଁରେ କଳାପଟି ବାନ୍ଧି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ପଦବୀ ଖାଲି ପଡିଥିବାରୁ ସ୍ୱାସ୍ଥ୍ୟସେବାରେ ଡେରାବିଶ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ,ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ପ୍ରାଧ୍ୟାପକ ରଂଜିତ ସେନାପତି କ୍ୟାପଟେନ ମନୋଜ ପରିଡା, ଓକିଲ ସଂଘ ସଭାପତି ତପନ ମିଶ୍ର ଆଲମୁନି ସମ୍ପାଦକ ଗୋପୀନାଥ ତ୍ରିପାଠୀ, ପରିବେଶବିତ ବିଜୟ କବି, ଚିତ୍ରଶିଳ୍ପୀ ସଂଘ ସଭାପତି ସଂଜୀବ କର ଓ […]

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନାଥପୁର ଗ୍ରାମର ନଅ ବର୍ଷର ବାଳକ ରବିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଖୁଂଟରେ ନିର୍ମିତ ପୋଲରୁ ଖସିପଡ଼ିବା ପରେ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ହେମନ୍ତ ଜେନାଙ୍କ ପୁଅ ନାମ ଅଭିନ୍ନ ଜେନା ବୋଲି ଜଣାପଡିଛି । ପ୍ରକାଶ ଯେ ତୃତୀୟ ଶ୍ରେଣୀର ଛାତ୍ର ଅଭିନ୍ନ ରବିବାର ସନ୍ଧ୍ୟାରେ ବିସ୍କୁଟ କିଣିବାକୁ ଗାଁ ବଜାରକୁ ଯାଇଥିଲେ । ଗୋବରୀ […]

2018 से 2023 के बीच केंद्रपाड़ा जिले पट्टामुंन्डाइ क्षेत्र में लगभग हजार हजार हेक्टेर कृषि भूमि में परिवर्तित हो कर कृषि क्षेत्र कम होती जारही है। अगर इसी तरह से कृषि भूमि की संख्या घटती गई, तो अनुमान है कि 2 दशकों के भीतर पट्टामुंन्डाइ क्षेत्र में कृषि भूमि समाप्त […]

କେନ୍ଦ୍ରାପଡ଼ା ତା.୭/୭: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ଦେଶର ପ୍ରତି ପଂଚାୟତ ଓ ନଗରାଞ୍ଚଳର ସମସ୍ତ ୱାର୍ଡରେ ଥିବା ଦଳ ତରଫରୁ ସମସ୍ତ ସହିଦ ପରିବାର ସହିତ ସମ୍ପର୍କ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେହି […]

କେନ୍ଦ୍ରାପଡା ୭/୮- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ […]

     ୧୮ ତାରିଖରୁ ସମୂହ ଛୁଟି ପଟ୍ଟାମୁଣ୍ଡାଇ ୭ା୮-ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମାଂଚଳ ବିକାଶ ଯୋଜନାକୁ ପଂଚାୟତ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ଦିଗରେ ଉଦାସୀନତା ପ୍ରଦର୍ଶନ କରୁଥିବାରୁ ପିଇଓ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ପିଇଓ ସଂଘ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ ହ୍ରାସ ପାଇଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି । ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି […]

କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର କଳାକାରମାନେ ୧୧ଦଫା ଦାବିପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା, କମ୍ପ୍ୟୁଟର ଉପରେ ଜ୍ଞାନଥିବା ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଆଯିବା, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଜଣେ ଲେଖାଏଁ ବରିଷ୍ଠ ନାଗରିକ କଲାକାରମାନଙ୍କୁ ସରକାରୀ ସ୍ତରରେ ସମ୍ବର୍ଦ୍ଧନା ଦିଆଯିବା, କଳାକରମାନଙ୍କ ବକେୟା ସାତ/ଆଠ ମାସର ଭତ୍ତା ପ୍ରଦାନ କରିବା, ମୁଖ୍ୟମନ୍ତ୍ରୀ କଳାକାର […]