କେନ୍ଦ୍ରାପଡ଼ା, ୧୭ା୮: ପ୍ରଦେଶ କଂଗ୍ରେସର ନିର୍ଦେଶକ୍ରମେ ଆସନ୍ତା କାଲି ୧୮ ତାରିଖରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକକୁ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ସଂପୃକ୍ତ ବ୍ଲକର ବିଡିଓଙ୍କ ଜରିଆରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ । […]

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ କଦମଦାଣ୍ଡି ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଧବାର ସକାଳେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।ଏ ସମ୍ପର୍କରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ମୃତ ଦେହକୁ ଚିହ୍ନଟ କରିଥିଲା । ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ସମୀର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖ ଏକ ପାନ ଦୋକାନ ଆଗରୁ ବାଇକ ଚୋରି କରିବା ସମୟରେ ସ୍ଥାନୀୟ ଲୋକେ ଚୋରକୁ ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଯୁବକ ଜଣକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ପୁରୁଣା ମାର୍କେଟ କମ୍ପେ୍କ୍ସ ପାଖ ଏକ ପାନଦୋକାନ ପାଖରୁ ବୁଧବାର ସଂନ୍ଧ୍ୟା ସାଢେ ୮ ଟା ବେଳେ ୩ […]

ରାଜ୍ୟ ରାଜନୀତିରେ କିଛିଦିନ ହେବ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଆଉ ଏକ ଚର୍ଚ୍ଚା ମଧ୍ୟ ଆଲୋଚନା ହେଉଛି । ନିକଟରେ ଓଡିଶା ଗସ୍ତରେ ଆସିଥିବା ଏକାଧିକ ନ୍ଦେନ୍ଦ୍ରମନ୍ତ୍ରୀ ଏହି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ କରୁଥିଲେ ସୁଦ୍ଧା ଏଭଳି ଆଲୋଚନା ବନ୍ଦ ହେଉନାହିଁ। ତେବେ ଏହି ଦୁଇଟି ଯାକ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇ ସ୍କୁଲ ପଡିଆ ଠାରେ ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତେ³ାଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ବିଧାୟକ […]

कोरापुट जिले के जयपुर में फाइनेंस की किस्ती नहीं चुकाने पर एक युवक की हत्या कर दी गई है। इलाज के दौरान उनकी मौत हो गई. इससे आम जनता में हंगामा मच गया है. मृतक की पहचान जयपुर वेटनरी कॉलोनी के बिपिन बहादुर (42) । सूचना मिलने के बाद पुलिस […]

केंन्द्रापड़ा : केंद्रपाड़ा स्वायसासित  महाविद्यालय पंजीकृत निकाय के लिए एन.सी.सी. ल्यूमिनी एसोसिएशन ने ‘हर घर एक पौधा’ के तहत एक स्वैच्छिक चारा वितरण कार्यक्रम स्थापित किया गया है। हर साल की तरह इस साल भी  माईं एन.सी.सी. अलम्युनि एसोसिएशन ने ‘हर घर एक पौधा’ लगाने का शुरू किया गया हे […]

पूर्व विधायक ओर कटक महानगर निगम की पूर्व मेयर स्वर्गीय निवेदिता प्रधान के निधन पर केंन्द्रापड़ा के सान्तसाही स्थित अमर भवन में श्रद्धांजलि सभा आयोजित की गयी है. वरिष्ठ भाजपा अध्यक्ष वकील वैद्यनाथ चटर्जी की अध्यक्षता में आयोजित श्रद्धांजलि सभा में पत्रकार सच्चिदानंद बेहरा, वरिष्ठ भाजपा कार्यकर्ता नरसिंह प्रसाद पति, […]

କେନ୍ଦ୍ରାପଡ଼ା, ୧୪ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ନ ହଟାଯିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ କମିଟି ସମ୍ପାଦକ ସୁଧୀର କୁମାର ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ବୁଦ୍ଧିଜୀବୀ, ଆଇନଜିବୀ ଓ ଆମ୍ବେଦକର ପ୍ରେମୀମାନେ ଏହି ଦାବିପତ୍ର ପ୍ରଦାନ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ ଆନନ୍ଦ ଚନ୍ଦ୍ର […]

କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ ପୈାରସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ନୂତନ ଭାବେ ଯୋଗଦେଇଥିବା ପୋର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ଶୁଭେଛା ଜଣାଇଥିଲେ । ପୈାରନିର୍ବାହୀ ଅଧିକାରୀ ଶ୍ରୀ ବିଶା୍ୱଳ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଥମେ ଗତ ବୈଠକର ପ୍ରସ୍ତାବ ଗୁଡିକୁ […]

କେନ୍ଦ୍ରାପଡ଼ା,୧୪ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସ୍ୱର୍ଗତା ନିବେଦିତା ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଅମର ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀଙ୍କସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନୃସିଂହ ପ୍ରସାଦ ପତ୍ରୀ, ଶିଶୁ ମନ୍ଦିରର ସମ୍ପାଦକ ହିମାଂଶୁଶେଖର ଦାଶ, ଆଇନିଜୀବୀ ଫକିର […]

କେନ୍ଦ୍ରାପଡ଼ା ୧୪ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଇଁ ଏନ୍‌.ସି.ସି. ଅ।ଲୁମିନି ଆସୋସିଏସନ ‘ହର ଘର ଏକ ପୌଦ୍ଧା’ ଲଗାଇବା ପାଇଁ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଥିଲା ତାହା ଅ।।ଜି କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ୧୭ନଂ ଜୋନ କଂଟାବଣ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଓ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ତ୍ରିରଙ୍ଗା ପଦଯାତ୍ରା ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ  ଆୟୋଜିତ ହୋଇଯାଇଛି  । ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଯାତ୍ରାରେ ଭାଜପା ମଣ୍ଡଳ ସଭାପତି ବନମାଳି ମହାପାତ୍ର, ଜ୍ୟୋତିପ୍ରକାଶ ପ୍ରଧାନ, ଶଙ୍କର ମହାନ୍ତି, ନିରଞ୍ଜନ […]

କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ସହରସ୍ଥ ପୌରପାଳିକା ଟାଉନ୍‌ହଲ୍‌ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ଓ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ପାଳନ କରାଯାଇଛି । ସକାଳ ୮ଟାରୁ ଓକା ଆଇଡଲ୍ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗୀତା କରାଯାଇ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଟପ୍ ଟେନ୍ ଓକା ଆଇଡଲ୍ ସମ୍ମାନ ପ୍ରଦାନ କରାଯିବା ସହ ଓଡିଶାରେ ସୁନାମ ଅର୍ଜନ କରିଥିବା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର […]

କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ବୈଠକ ନଗର ସଭାପତି ରାଜେଶ ମହାନ୍ତିଙ୍କ ସଭାତିତ୍ୱରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠରେ ଆଗାମୀ ବିଧାନସଭା ନିର୍ବାଚନ-୨୦୨୪ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୁଥ ସ୍ତରରୁ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉପସ୍ଥିତ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆମମାନଙ୍କର […]

ପଟ୍ଟାମୁଣ୍ଡାଇ ତା ୧୩.୮-ଓଡିଶା ମୋଟର ଚାଳକ ସଂଘ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ସଂଘର କର୍ମକର୍ତ୍ତାମାନେ ପଟ୍ଟାମୁଣ୍ଡାଇ ନଗର ମହିଳା ବିଜେଡି ସଭାନେତ୍ରୀ କାଉନସିଲର ଲାସ୍ୟମୟୀ ସାହୁ ଓ ଯୁବନେତା ନିରାକାର ସାହୁଙ୍କ ନେତୃତ୍ୱ ବିଭିନ୍ନ ସମସ୍ୟା ନେଇ ଆଜି ସନ୍ଧ୍ୟାରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ଆଲୋଚନା କରିବା ସହିତ ସଂଘ ପକ୍ଷରୁ ବିଧାୟକଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୋଟର ଚାଳକ […]

खबर है कि आज दोपहर मे पट्टामून्डाइ इलाके में बिजली गिरने से 1 व्यक्ति की मौत हो गई और 1 व्यक्ति घायल हो गया. पिछले कुछ दिनों से बारिश नहीं होने के कारण खेती नहीं हो पा रही थी . आज अपराह्न चार बजे तेज बारिश के कारण खेती होने […]

ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ୧ ମୃତ ୧ ଆହତ ହୋଇଥିବା ଜଣାପଡିଛି । ଗତକିଛି ଦିନ ଧରି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇପାରିନଥିଲା । ଆଜି ଅପରାହ୍ନ ୪ ଟା ସମୟରେ ପ୍ରବଳ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ହୋଇପାରିବ ବୋଲି ଚାଷୀମାନେ ଆଶାବାଦୀ ହୋଇ ନିଜ ନିଜ ବିଲକୁ ଯାଇଥିଲେ ।  ତେବେ ବର୍ଷାକୁ ଦେଖି ପଟ୍ଟାମୁଣ୍ଡାଇ ବ୍ଲକ […]

କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡା ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ସମ୍ପାଦକ ସେକ ସୈାକତ ଖାନ ଓ ସଭାପତି ଚିନ୍ତାମଣୀ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ହ୍ୟାଣ୍ଡବଲ ଦଳ ରାଜ୍ୟ ସିନିଅର ହ୍ୟାଣ୍ଡବଲ ଚମ୍ପିୟନସିପ ପାଇଁ କେଉଁଝର ଯାତ୍ରା କରିଛନ୍ତି । ଏହି ୩୬ତମ ରାଜ୍ୟ ସ୍ତରୀୟ ବାଳକ ହ୍ୟାଣ୍ଡବଲ ଦୁଇଦିନ ଧରି କେଉଁଝର ଠାରେ ଅନୁଷ୍ଠିତ ହେବ । ଏହି ଚମ୍ପିୟନସିପରେ ରାଜ୍ୟର କେନ୍ଦ୍ରାପଡା, ଭୁବନେଶ୍ୱର, ଭଦ୍ରକ, ପୁରୀ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, […]

केंन्द्रापड़ा जिले के गारदपुर ब्लॉक से 10 किमी दूर, कुदानगरी हाई स्कूल मे अस्थायी रूप से ब्लॉक आदर्श स्कूल चलाता है, आज दोपहर बिजली गिरने से दो कक्षाओं के 18 छात्र घायल हो गए और उनका इलाज केलिए पाटकुरा अस्पताल में भरत्ती किया गायाहै। उनमें से दो छात्र की हालत […]

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କାର୍ଯ୍ୟଳୟ ଠାରୁ ୧୦ କିମି ଦୂରରେ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ବ୍ଲକ ଆଦର୍ଶ ବିଦ୍ୟାଳୟ ରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଦୁଇଟି ଶ୍ରେଣୀରେ ୧୮ ଜଣ ଛାତ୍ରଛାତ୍ରୀ ଆହାତ ହୋଇ ପାଟକୁରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତ୍ୱର ହୋଇପଡିବାରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସାପାଇଁ ପଠାଇଦିଆଯାଇଛି ।  ଖବରନେବାରୁ ଜଣାଯାଇଛି ଯେ […]

कलियुगिया बहू ने सास को सड़क पर बेरहमी से पीटा . औरत इंसानियत की हदें पार करते हुए अपनी बहू ने बूढ़ी सास को थप्पड़ मार कर रास्ता मे गिरा दीया । ऐसी खबरें अब चारों ओर चर्चा का केंद्र बन गई हैं. पहले तो बोहु ने बूढ़ी सास की […]

ପଟ୍ଟାମୁଣ୍ଡାଇ ୧୨ା୮-କଳିଯୁଗିଆ ବୋହୂ । ଭୁଲିଗଲା ହିତାହିତ ଜ୍ଞାନ । ଆଉ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ନିର୍ଧୁମ ପିଟିଲା । ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ବିଧା ଚାପୁଡ଼ା ମାରିବା ସହିତ ପିଙ୍କୁ ଦୌଡିଆ ବୋଲି ଡାକ ମାରୁଥିଲେ । ଏପରି ଏକ ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଚି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ […]

କେନ୍ଦ୍ରାପଡ଼ା, ୧୦ା୮: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାରୁ ୫ଜଣ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚଳିତମାସ ୭ ଓ ୮ ତାରିଖରେ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ସବଜୁନିୟର ଓ ସିନିୟର ବାଳକ/ବାଳିକା କ୍ୟୁରୋଗି ଓ ଫ୍ୟୁଂସି ପ୍ରତିଯୋଗିତାରେ କେନ୍ଦ୍ରାପଡାକୁ ମୋଟ ୧୨ଟି ପଦକ ମିଳିଛି । କଟକ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା […]