କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଚାକିରୀରୁ ଅବସର ନେଲେ

କେନ୍ଦ୍ରାପଡ଼ା ୩୦/୧୧:- କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଆଜି ଗୁରୁବାର ଦିନ ଅବସର ନେଇଛନ୍ତି । ସେ ରିଡର ଅଶୋକ ଦାସଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । ସେ ୨୦୨୨ମସିହା ୩୦ତାରିଖରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ ଯୋଗ ଦେବା…

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତିର ନାଟକୀୟ ମୋଡ ୩ ବରିଷ୍ଠଙ୍କୁ ଛାଡି ପରିଚାଳନା ପରିଷଦ ଅନୁମୋଦନ ବିନା ୪ର୍ଥ ଜଣଙ୍କୁ ଅଧ୍ୟକ୍ଷ ଦାୟୀତ୍ୱ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ନାଟକୀୟ ମୋଡ ନେଇଛି । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଜିର ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କଲେଜର ବିଦାୟୀ ଅଧ୍ୟକ୍ଷ ଗୋପାଳ ବେହେରା ଅପରାହ୍ନରେ ଏକ ଟେଲିଫୋନ ବାର୍ତ୍ତାରେ ମୈାଖିକ ନିର୍ଦେଶ ବଳରେ…

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ, ସମସ୍ତ ୯ଟି ପଂଚାୟତ ସମିତି ଓ ତହସିଲ୍ କାର୍ଯ୍ୟାଳୟର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ…

ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁରୁ ଗ୍ରାମ ପଂଚାୟତରେ ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ ଅନୁଷ୍ଠିତ ହୋଇଥରଲା । ଆଜିର ସମାଜରେ ଜଣେ ଚାଷୀ ଯେପରି…

ନିଯୁକ୍ତି ଭିତ୍ତିକ ବିକାଶ ତାଲିମ ପାଇଁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଛି ନିଯୁକ୍ତି ଭିତିକ ବିକାଶ ତାଲିମ ନିମନ୍ତେ ବ୍ଲକ୍‌ସ୍ତରୀୟ ପରାମର୍ଶ ଶିବିର । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହ ଚୁକ୍ତି କରିଥିବା ତାଲିମ…

ପଟ୍ଟାମୁଣ୍ଡାଇ ଏସ ଆଇ ପି ଟି ରେ ଯୁବବିକାଶ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଓଡିଶାର ଏକମାତ୍ର ପାଣି ପାଇପ କାରିଗର ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ ଆଇ ପି ଟି )ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଶୁଭାରମ୍ଭ କରାଯାଇଛି ।…

ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ

ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡା ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ ଗୁରୁବାର ସମିତି ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତିର୍ମୟୀ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପଟ୍ଟାମୁଣ୍ଡାଇ ସମିତି ଅଧ୍ୟକ୍ଷା…

ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କ ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ…

ଡବ୍ଲ୍ୟୁ ଟି ଆଇ ପକ୍ଷରୁ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ପରିବାରକୁ ଭେଟି ସର୍ଭେ

କେନ୍ଦ୍ରାପଡା : ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ ) ପକ୍ଷରୁ ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ବ୍ଲକରେ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା…

ପଟ୍ଟାମୁଣ୍ଡାଇ ଧୋୟାଚଂଳରେ ବାର୍‌ହା ଉପଦ୍ରବ ; ଉଜୁଡି ଯାଉଛି ଫସଲ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିନ ଜଙ୍ଗଲ ଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ନିକଟବର୍ତି ସିମାନ୍ତ ଇଲାକା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଜଙ୍ଗଲ ଭିତରେ ଆବଶ୍ୟକ ଖାଦ୍ୟ ଅଭାବ…

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀରେ , ଛାତ୍ର କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକତରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଦାବୀରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ଦିଆଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟଳୟଠାରୁ ଏକ…

 ହରିହରାନନ୍ଦ ବାଳାଶ୍ରମ ପକ୍ଷରୁ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା : ୧୨ଜଣ ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହେଲେ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରୁଆ ଗ୍ରାମରେ ଥିବା ହରିହରାନନ୍ଦ ବାଳାଶ୍ରମରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରୁ ବିଭିନ୍ନ ବ୍ଲକରେ ୧୬ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ୪ଟି ବିଭାଗରେ…

8-day long Baliyatra kicks off in Cuttack

Cuttack : The historic Baliyatra got off to a colorful start in Cuttack Monday evening. Finance Minister Bikram Keshari Arukha, in the presence of local MPs and MLAs, inaugurated the…

ବଢୁଛି ବେଆଇନ ଇଟାଭାଟି ,

    କେନ୍ଦ୍ରାପଡ଼ା ଜିଲା ବିଭିନ୍ନ ଅଞ୍ଚଳରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ…

ବିିଦ୍ୟୁତ ତାର ବିଛାଇ ବାରହା ଶିକାର ଅଭିଯୋଗ, ତନଖି ଜାରି

କେନ୍ଦ୍ରାପଡା ଜିଲା ମହାକାଳପଡା ରେଜ ଅଞ୍ଚଳ ଜଙ୍ଗଲଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ସିମାନ୍ତ ଅଂଚଳ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଦୁପୁର ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଏହାର ସୁଯୋଗ ନେଇ ମଙ୍ଗଳବାର ରାତିରେ…

୫୧ବର୍ଷରେ ମଢିଆଳ କାର୍ତ୍ତିକେଶ୍ୱର ପୂଜା

କେନ୍ଦ୍ରାପଡାର ସର୍ବପୁରାତନ କାର୍ତ୍ତିକେଶ୍ୱର ପୂଜା ସହରର ମଢିଆଳସ୍ଥିତ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ୧୯୭୨ମସିହାରେ ପ୍ରଥମେ ହରିହର ବେହେରା, ସ୍ୱର୍ଗତ ଗିରିଧର ସାହୁ, ଚିତ୍ତରଞ୍ଜନ ଭଗତ, ସ୍ୱର୍ଗତ ରବିନ୍ଦ୍ର ମଣ୍ଡଳ ଓ ମଧୁସୁଦନ ମହାଲିକ ଏହି ପୂଜା ଆରମ୍ଭ କରିଥିଲେ…

ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟର ମାଇଁ ଏନ.ସି. ସି. ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ-୨୦୨୩ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି…

ମେଧାବୀ ଛାତ୍ରୀ ସଂଗୀତାଙ୍କ ବୃତି ଲାଭ

କେନ୍ଦ୍ରାପଡା ବ୍ଲକ୍ ଅନ୍ତଗର୍ତ ତରାଣ୍ଡୋ ସରକାରୀ ନୋଡାଲ ହାଇସ୍କୁଲ୍‌ର ଷଷ୍ଠ ଶ୍ରେଣୀର ଛାତ୍ରୀ କୁମାରୀ ସଂଗୀତା ନାୟକ ପଂଚମ ଶ୍ରେଣୀ ବୃତି ପରୀକ୍ଷୋର କୃତିତ୍ୱର ସହିତ ସଫଳତା ଲାଭ କରି ବୃତି ପାଇବାକୁ ଯୋଗ୍ୟତା ଅଜ୍ଜର୍ନ କରିଛନ୍ତି । ମାର୍ଶାଘାଇ ବ୍ଲକ୍‌ର…

State Issues Shakti Alert

  Bhubaneswar: The State Government is championing the socio-economic empowerment of Women SHGs through interest-free loans up to 5 lakhs for Mission Shakti Groups (MSG). To streamline the execution of…

ବୋଇତ ବନ୍ଦାଣ ଓ ବନ୍ଦର ଦିବସରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି

ସୋମବାର ଦିନ ପବିତ୍ର କାର୍ଚାିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାନ ଓ ବନ୍ଦର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦି ମୂର୍ମୁ । ସୋମବାର ଦିନ ପୂର୍ବାହ୍ନରେ ଭାରତୀୟ…

କେନ୍ଦ୍ରାପଡାରେ ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣୀମାରେ ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ…

ଏକବିଂଶ କେନ୍ଦ୍ରାପଡ଼ା ପୁସ୍ତକମେଳା ଜାନୁଆରୀ ୬ରୁ ପ୍ରକାଶ ପାଇବ ଭିତରକନିକା ସ୍ୱତନ୍ତ୍ର ବିଶେଷାଙ୍କ

କେନ୍ଦ୍ରାପଡ଼ା ସହରର ମହୀପାଳ ଟେଲିକମ ପଡିଆରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଆଗାମୀ ଜାନୁଆରୀ ୬ରୁ ଆରମ୍ଭ ହେବ ।ଆଠ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ମେଳା ୧୩ତାରିଖରେ ଶେଷ ହେବ । ଜିଲ୍ଲାର କଳା, ସଂସ୍କୃତି ଓ…

ଯନ୍ତ୍ରୀ କର୍ମଚାରୀ ନିଜ ଅନ୍ଦାଜରେ କରୁଛନ୍ତି କାର୍ଯ୍ୟ,ଆସୁନାହାଁନ୍ତି ଅଫିସ

  ଜନକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ୫-ଟି ଅନ୍ତର୍ଗତ ମୋ ସରକାର ଭଳି ଏକ ଅଭିନବ ଓ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଜନସାଧାରଣଙ୍କୁ…

ଶ୍ରୀମନ୍ଦିରର ଚାରି ଦ୍ୱାରା ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୨୬ା୧୧ : ଶ୍ରୀମନ୍ଦିରର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଆସନ୍ତା ଡିସେମ୍ବରମାସ ୧ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ…