ବିିଦ୍ୟୁତ ତାର ବିଛାଇ ବାରହା ଶିକାର ଅଭିଯୋଗ, ତନଖି ଜାରି



କେନ୍ଦ୍ରାପଡା ଜିଲା ମହାକାଳପଡା ରେଜ ଅଞ୍ଚଳ ଜଙ୍ଗଲଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ସିମାନ୍ତ ଅଂଚଳ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଦୁପୁର ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଏହାର ସୁଯୋଗ ନେଇ ମଙ୍ଗଳବାର ରାତିରେ ଶିକାରୀମାନେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ହୁକ ପକାଇ ବାରହା ଶିକାର କରୁଥିବା ମହାକାଳପଡା ରେଂଜରେ ଅଭିଯୋଗ ହେଉଛି । ମହାକାଲପଡା ରେଂଜନ କାର୍ତିକେଶ୍ୱର ଖଣ୍ଡାଇ ରାତି ପ୍ରାୟ ୧୧ ଟା ବେଳେ ଉକ୍ତ ସ୍ଥାନରେ ପହଁଚି ତନଖି ଜାରି ରଖିଛନ୍ତି ।


Next Post

ବଢୁଛି ବେଆଇନ ଇଟାଭାଟି ,

Wed Nov 29 , 2023
    କେନ୍ଦ୍ରାପଡ଼ା ଜିଲା ବିଭିନ୍ନ ଅଞ୍ଚଳରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ ଫ୍ଲାଏ ଆଶ୍‌ ଇଟା ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। କ୍ରେତାମାନେ […]

KANIKA