ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ସହଯୋଗରେ ଗରାପୁରସ୍ଥିତ ରେସୱା ପରିଚାଳିତ ଜାଗୃତି-୨ ଆନୁକୂଲ୍ୟରେ ୧୬ଦିନିଆ ଲିଙ୍ଗ ଭିତିକ ହିଂସା ବିରୋଧରେ ମହିଳା ଓ ବାଳିକାମାନଙ୍କୁ ସଚେତନତା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ରେସୱା ଶିଶୁଯତ୍ନ ଅନୁଷ୍ଠାନର ସଂଯୋଜକ ଅମିତରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ସତ୍ୟଭାମା ସେଠୀ […]
Day: 1 December 2023
ସମ୍ମାନ ସାଉଁଟିବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଦିଗ୍ଦର୍ଶନରେ ନିରନ୍ତର ପ୍ରୟାସ କରିଆସୁଥିବା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ନିଷ୍ଠାପର ଉଦ୍ୟମ ଯୋଗୁଁ ଜିଲ୍ଲା ପ୍ରଶାସନକୁ ମିଳିଛି ୨୦୨୩ ବର୍ଷ ପାଇଁ ରାଜ୍ୟ ପୁରସ୍କାର । ସମଗ୍ର ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲାଭାବେ ଏହି ସମ୍ମାନ ଆସନ୍ତା ରବିବାର ଦିନ “ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ” ଅବସରରେ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର୍ […]