ଭାରତ ସରକାରଙ୍କ ଅଧିନସ୍ତ କେନ୍ଦ୍ରାପଡା ବାରିମୂଳ କେନ୍ଦ୍ରୀୟ ବିଦ୍ୟାଳୟରେ ୬୦ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଜେଜେବାପା ଓ ଜେଜେମା ଦିବସ ମଧ୍ୟ ପାଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶୀ କୌଶଳ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗ୍ରୁପ ନୃତ୍ୟ, ସଙ୍ଗୀତ, ତର୍କ, ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର […]

କେନ୍ଦ୍ରାପଡ଼ା ଜିଲ୍ଲା କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ବାଇପାସ ରାସ୍ତା ପୁର୍ତ ବିଭାଗ ଅଧିନରେ ୨୧କୋଟି ଟଙ୍କା ବ୍ୟୟ ଅଟଳଳରେ ଟେଣ୍ଡର କରାଯାଇ ନିର୍ମାଣକାରୀ ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ମାତ୍ର ଜବରଦଖଲ, ମୁନିସିପାଲିଟି ପ୍ରାଚୀର ଓ ବିଦ୍ୟୁତ ଖୁଂଟ ଅପସାରଣ, […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦକ୍ଷିଣେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ କରି ଆଜି କାଠିଆପଡା ଗ୍ରାମର ବହୁ ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସେମାନେ ଧାରଣାରେ ବସି କହିଛନ୍ତି । କଠିଆପଡା ଦକ୍ଷୀଣେଶ୍ୱର ଉଚ୍ଚବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଏଲିମେଟାରି ଓ ନବମ ଦଶମ ଶ୍ରେଣୀରେ ମୋଟ ୩୫୭ ଜଣ ପିଲା ପାଠ ପଢୁଛନ୍ତି […]

କେନ୍‌ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଗରନାଶୀଠାରୁ ୧୦କି.ମି. ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ଓମ ବାବା ୭ ନାମକ ଟ୍ରଲରକୁ ଜବତ କରିଥିଲେ । ସେଥିରୁ ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ଗୋଟିଏ ଭିଏଚଏଫ, ୭ଟି ଜାଲ ଓ ୫କ୍ୟୁଟାଂଲ ମାଛ ଜବତ କରିଛନ୍ତି । ମତ୍ସ୍ୟଜିବୀମାନେ ଅମର ମଳିକ, ରତିକା” ସିହ୍ନା, ରଂଜିତ […]

କେନ୍ଦ୍ରାପଡା ଜିଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସ୍ୱାଭାବିକ ଭାବେ ଚାଲିଥିବା ବେଳେ ପ୍ରଶାସନିକ କାର୍ଯ୍ୟ ଠପ ହୋଇଯାଇଛି । ନଭେମ୍ବର ମାସ ୨୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତମାନେ ପଶି ଡାକ୍ତରଙ୍କୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଓଡିଶା ମେଡିକାଲ […]