କଥା ଦେଇ କଥା ରଖିଲେ ବିଧାୟକ, ପକ୍ଷାଘାତରେ ପୀଡିତା ଗରିବ ଅସହାୟା ସରୋଜିନୀଙ୍କୁ ଗୃହ ନିର୍ମାଣ ପାଇଁ ବ୍ୟକ୍ତିଗତ ସହାୟତା
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମରେ ଏକ ଭଙ୍ଗା ଦଦରା ଝାଟି ମାଟି ଘରେ ପଲିଥିନ ପକାଇ ଅତ୍ୟନ୍ତ ଅସହାୟ ଭାବେ କାଳାତିପାତ କରୁଛନ୍ତି ପକ୍ଷାଘାତ ରୋଗରେ […]
