ଶିକ୍ଷକ ନିଯୁକ୍ତି ଦାବୀରେ ବିଇଓ ଅଫିସରେ ଗଣଧାରଣା

15 December 2023 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦକ୍ଷିଣେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ କରି ଆଜି କାଠିଆପଡା ଗ୍ରାମର ବହୁ ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲରେ […]

ଟ୍ରଲର ଜବତ, ୯ ଜଣ ମତ୍ସ୍ୟଜିବୀ ଗିରଫ

15 December 2023 kanika odisha 0

କେନ୍‌ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଗରନାଶୀଠାରୁ ୧୦କି.ମି. ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ଓମ ବାବା ୭ ନାମକ ଟ୍ରଲରକୁ ଜବତ କରିଥିଲେ । […]

କେନ୍ଦ୍ରାପଡା, ଡାକ୍ତର କଳାବ୍ୟାଚ ପିନ୍ଧି କରୁଛନ୍ତି ରୋଗୀସେବା , ପ୍ରଶାସନିକ କାର୍ଯ୍ୟକୁ ବର୍ଜନ

15 December 2023 kanika odisha 0

କେନ୍ଦ୍ରାପଡା ଜିଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସ୍ୱାଭାବିକ ଭାବେ ଚାଲିଥିବା ବେଳେ ପ୍ରଶାସନିକ କାର୍ଯ୍ୟ ଠପ ହୋଇଯାଇଛି । ନଭେମ୍ବର ମାସ ୨୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତମାନେ ପଶି ଡାକ୍ତରଙ୍କୁ ଧମକ […]

କଳାବ୍ୟାଜ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ

14 December 2023 kanika odisha 0

କେନ୍ଦ୍ରାପଡ଼ା, ୧୪ା୧୨ : ଦୁଇଦଫା ଦାବି ନେଇ ତିନିଦିନ ହେବ ଓଡିଶା ଅଗ୍ନିଶମ ସେବା କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟନିର୍ବାହ କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ […]

ଉର୍ଦ୍ଦୁ ପାଠାଗାରରେ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ଉଦଯାପିତ

14 December 2023 kanika odisha 0

କେନ୍ଦ୍ରାପଡ଼ା, ୧୪ା୧୨ : ଓଡିଶା ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ତିନି ଦିନିଆ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ତାଲିମ […]

କଷଣଅଣ୍ଟାରେ ଜିଲ୍ଲାସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ , ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ ସଫଳତା ଦିଏ

14 December 2023 kanika odisha 0

ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇ ମାଟିର ଗୌରବ ବୃଦ୍ଧି କରିପାରିବେ ବୋଲି କଷଣଅଣ୍ଟା ପଂଚାୟତ ହାଇସ୍କୁଲରେ ଆୟୋଜିତ ଜିଲ୍ଲା ବାଳବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ […]

ପୂଜକ ରଙ୍ଗାଧର ଦାଶ ମୃତ୍ୟୁ ଘଟଣା , ସ୍ତ୍ରୀର ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନ

14 December 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଗୁରୁବାର ପଟ୍ଟାମୁଣ୍ଡାଇ କୋଟ ସହକାରୀ ଦୌରାଜଜ  ସ୍ତ୍ରୀ ଓ ତା ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା […]

କନେଷ୍ଟବଳଙ୍କ ଉନ୍ମତକାଣ୍ଡ ନିଜକୁ ଡିଏସପି କହି ଅଟକିଥିବା ଆମ୍ବୁଲାନ୍ସକୁ ବାଡେଇବା ଭିଡିଓ ଭାଇରାଲ

14 December 2023 kanika odisha 0

ମଦ ପିଇ ଜଣେ ଯୁବକ ପୋଲିସ କର୍ମଚାରୀ ବୋଲି କହି ଆମ୍ବୁଲାନସ୍କୁ ଅଟକାଇ ଉନ୍ମତକାଣ୍ଡ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିନା କାରଣରେ ଆମ୍ବୁଲାନସ୍‌କୁ ବାଡେଇ ଧମକ ଚମକ ଦେଇ […]

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା ୧୦ ଲକ୍ଷ ଦେବ ପୁରୀ ପୌରପାଳିକା

14 December 2023 kanika odisha 0

କଟକ,୧୩ା୧୨-ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ […]

ରାସ୍ତାରେ ବାଲି ଗଦା,ଘଟୁଛି ଦୁର୍ଘଟଣା : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନକୁ ଉଲ୍ଲଂଘନ

14 December 2023 kanika odisha 0

  କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଧୋୟାଂଚଳର ବ୍ରାହ୍ମଣୀନଦୀ ପଠାରୁ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଡାଲା ଉପରେ ପାଲ ନ ଘୋଡାଇ ତୀବ୍ର ଗତିରେ ଯାତାୟାତ କରୁଥିବାର ବାଲି […]

ରାଜନଗର ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ଜିଲ୍ଲା ଓମ୍‌ସାର ଡାକ୍ତରମାନେ କଳାବ୍ୟାଚ ପିନ୍ଧି ଅସହଯୋଗ ଆନ୍ଦୋଳନ

14 December 2023 kanika odisha 0

କେନ୍ଦ୍ରାପଡା ୧୩/୧୨- ରାଜନଗର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ୧୩ଦିନ ବିତିଯାଇଛି । ଏହାଭିତରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ରାଜନଗର ଥାନାରେ ଅଭିଯୋଗ ହୋଇଛି । […]

ଷ୍ଟିଲ୍ ପ୍ଲାଂଟ୍ ପାଇଁ ଜମି ଅଧିଗ୍ରହଣର ଜନଶୁଣାଣିକୁ ପୂର୍ଣ୍ଣ ସମର୍ଥନ ଦାରିଦ୍ର‌୍ୟ ଓ ଅଭାବର ଅନ୍ତ ପାଇଁ ଶିଳ୍ପକୁ ମହାକାଳପଡ଼ାରେ ସ୍ୱାଗତ

13 December 2023 kanika odisha 0

କେନ୍ଦ୍ରାପଡ଼ା, ୧୩/୧୨: ବତୀଘର ପଂଚାୟତର ଦାରିଦ୍ର‌୍ୟରେ ପୂର୍ଣ୍ଣଛେଦ ଟାଣିବା ପାଇଁ ଆମେ ସାଦରେ ସ୍ୱାଗତ କରୁଛୁ ଶିଳ୍ପକୁ । ବେକାରୀ ସମସ୍ୟାର ଦୂରୀକରଣ ଓ ଅଭାବର ଅନ୍ତ ପାଇଁ ଆମେ ଶିଳ୍ପ ପ୍ରତିଷ୍ଠାକୁ ପୂର୍ଣ୍ଣ […]

ଆସନ୍ତା ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା

13 December 2023 kanika odisha 0

ଆସନ୍ତା ଫେବୃୟାରୀ ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଜଣାପଡିଛି । ପ୍ରକାଶ ପାଇଥିବା […]

ଆବର୍ଜନା ଗଦାରେ ନିଆଁ ଲଗାଇ ବାୟୁ ପ୍ରଦୁଷଣ

13 December 2023 kanika odisha 0

  ପଟ୍ଟାମୁଣ୍ଡାଇ ପୌରପରିଷଦ ସହର ସାରା କୁଢ କୁଢ ଆବର୍ଜନା        ନାମକୁ ମାତ୍ର ବର୍ଜ୍ୟବସ୍ତୁ ପରିଚାଳନା କମ୍ପୋଷ୍ଠ ସେଂଟର ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ […]

ନୂଆ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କଲେ ବିଧାୟକ

13 December 2023 kanika odisha 0

କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତ୍ତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଦାବୀକୁ ବିଚାରକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ […]

ମଦନପୁର ୟୁକେ ମହାବୀର କଲେଜ ରେ ନୂଆ-ଓ ଯୁବବିକାଶ କାର୍ଯ୍ୟକ୍ରମ

13 December 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁକେ ମହାବୀର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ୟୁକେ ମହାବୀର ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ନୂଆ-ଓ ଯୁବଓଡିଶା ନବୀନ ଓଡିଶା ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ କଲେଜ […]

କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

13 December 2023 kanika odisha 0

କେନ୍ଦ୍ରାପଡ଼ା, ୧୨ା୧୨ : କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି […]

ରାଜନଗର ଚିକିତ୍ସାଳୟର ଡାକ୍ତରଙ୍କୁ ଧମକ ଗାଳିଗୁଲଜ କରିବା ଘଟଣାରେ ଜିଲ୍ଲାପାଳ ଏସପିଙ୍କୁ ଭେଟିଲେ ଓମ୍‌ସା ପ୍ରତିନିଧିଦଳ

12 December 2023 kanika odisha 0

କେନ୍ଦ୍ରାପଡା ୧୨/୧୨ ଗତ ନଭେମ୍ବର ୨୯ତାରିଖ ରାତି ୧୧ଟା ପରେ   ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରି ଧମକ ଦେବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ […]

ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଦ୍ୱିତୀୟ ପ୍ରସ୍ତୁତି ବୈଠକ

12 December 2023 kanika odisha 0

କେନ୍ଦ୍ରାପଡା ୧୨/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨ୟ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ଭାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ […]

ଷ୍ଟିଲ୍ ପ୍ଲାଂଟ୍ ପାଇଁ ଜମି ଅଧିଗ୍ରହଣର ଦ୍ୱିତୀୟ ଦିନ ଜନଶୁଣାଣୀ

12 December 2023 kanika odisha 0

କେନ୍ଦ୍ରାପଡ଼ା, ୧୨/୧୨: ଆର୍ସଲର୍ ମିତଲ୍ ନିପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୨୪ ଏମ୍‌.ଟି.ପି.ଏ ଇଂଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଂଟ୍‌-୧ ପ୍ରତିଷ୍ଠା ପାଇଁ ମହାକାଳପଡ଼ା ତହସିଲ୍ ଅନ୍ତର୍ଗତ ଖରିନାସୀ ଗ୍ରାମର ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରଭାବିତ ହେଉଥିବା […]

ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

12 December 2023 kanika odisha 0

ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବଓଡିଶା ନବୀନ ଓଡିଶା ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷା ଡ଼ ରାଜଲଷ୍ମୀ ମହାନ୍ତିଙ୍କ ପୌରହିତ୍ୟ […]

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ  ଡାକ୍ତର ପଦବି ହେଉନି ପୁରଣ

12 December 2023 kanika odisha 0

ପୁରଣ ହେଉନି ଡାକ୍ତର ପଦବି ଖୋଲା ହେଉଛି ନୁଆନୁଆ ଡାକ୍ତରଖାନା କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଚିକିତ୍ସାଳୟକୁ ଦୈନିକ ପଟ୍ଟାମୁଣ୍ଡାଇ ସମେତ […]

କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ

11 December 2023 kanika odisha 0

କେନ୍ଦ୍ରାପଡ଼ା ତା.୧୧/୧୨: ଆୟକର ବିଭାଗ ତରଫରୁ ବିପୁଳ କଳା ଟଙ୍କା ଜବତରେ ମଦ ବ୍ୟବସାୟୀ ସାହୁ ବ୍ରଦର୍ସ, ଅପାରଗ ରାଜ୍ୟ ସରକାର ଓ କଂଗ୍ରେସର ଗଠବନ୍ଧନର ଫଳ ସ୍ୱରୂପ ଆଜି ଆୟକର ବିଭାଗ ଦ୍ୱାରା […]

ଐତିହାସିକ କୃଷକ ଆନ୍ଦୋଳନ ପ୍ରତି ବିଶ୍ୱାସ ଘାତକତା ବିରୋଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

11 December 2023 kanika odisha 0

କେନ୍ଦ୍ରାପଡ଼ା, ୧୧ା୧୨ : କେନ୍ଦ୍ରସରକାରଙ୍କ ଦ୍ୱାରା ୨୦୨୦ମସିହାରେ ଆଗତ ୩ଟି କୃଷି ଆଇନକୁ କୃଷକ ବିରୋଧୀ ଦର୍ଶାଇ ଦେଶର ୫ଶହରୁ ଅଧିକ କୃଷକ ସଂଗଠନ ରାଜଧାନୀ ଦିଲ୍ଲୀର ଚାରି ସୀମାରେ ଦୀର୍ଘ ୧୩ମାସ ଧରି […]