କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୌରବମୟ ଶିକ୍ଷାନୁଷ୍ଠାନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଏହି ଗୌରବମୟ ଶିକ୍ଷାନୁଷ୍ଠାନକୁ ସେଂଟର ଅଫ ଏକ୍ସଲେନ୍ସ ଘୋଷଣା କରିବା ସହିତ ୫ଟି କାର୍ଯ୍ୟକ୍ରମରେ ରୂପାନ୍ତକରଣ କରିଥିଲେ ମଧ୍ୟ ଶିକ୍ଷକ ଅଭାବ ଶିକ୍ଷା ବ୍ୟବସ୍ଥାରେ ପ୍ରଧାନ ଅନ୍ତରାୟ ହୋଇଛି […]
Year: 2023
ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଯାଇଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଆଜି ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ମୁଖ୍ୟଫାଟକ ତାଲା ପକାଇ […]
ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଯୁବନେତା ଅବିନାଶ ଲେଙ୍କା, କାଉନସିଲର ମଳୟ ଓଝା ପୂର୍ବତନ କାଉନସିଲର ଆଲୋକ ଧଳ, ସେକ ଅମୃଲୁ, ସନାତନ ବିଶ୍ୱାଳ, ତପନ ପାତ୍ର ପ୍ରମୁଖଜେଯାଗ […]
କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳରେ ନିମ୍ନମାନର ଔଷଧ କାରବାର ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି । ଏ ନେଇ ଜିଲା ଭେଷଜ ବିଭାଗ ଚୁପ୍ ବସିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଜିଲା ଭେଷଜ ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କାଁ ଭାଁ ଜିଲ୍ଲା ଭେଷଜ ବିଭାଗ ପକ୍ଷରୁ କରାଯାଉଥିବା […]
ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା ପାଇଁ କହୁଣୀଆ ଛକରେ ଅପେକ୍ଷା କରିଥିବା ବେଳେ ଜନୈକ ଅସାମାଜିକ ଯୁବକ ବାଇକରେ ଲିଫ୍ଟ ଦେବାକୁ କହି ନିକଟସ୍ଥ ନିଛାଟିଆ ଜାଗାରେ ବୃଦ୍ଧାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ଛାଡି ଯାଇଥିଲେ । ପରେ ଗାଁ ଲୋକମାନେ ଖବର ପାଇଁ ତାଙ୍କୁ ମେଡିକାଲ […]
କେନ୍ଦ୍ରାପଡ଼ା ୧୧ା୭: ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ଜରୁରୀ ବୈଠକ ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର ଦୃଢ ନିନ୍ଦା କରାଯିବା ସହ ଆସନ୍ତା ଜୁଲାଇ ୧୪ ଶୁକ୍ରବାର ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ ନଗର କଂଗ୍ରେସ ତରଫରୁ ନିବେଦନ କରାଯାଇଛି । ପୂର୍ବତନ […]
କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର ଉଚ୍ଛେଦ କରାଯିବା ପାଇଁ ପୌର ପ୍ରଶାସନ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରିଛନ୍ତି । ସୋମବାର ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିବା ବେଳେ ମଙ୍ଗଳବାର ନୂଆ ବସଷ୍ଟାଣ୍ଡ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଛି । କେନ୍ଦ୍ରାପଡା ପୌର କାର୍ଯ୍ୟାଳୟ ଚିଠି ନମ୍ବର […]
ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା ହାଇସ୍କୁଲରେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଶିକ୍ଷକ ଅଭାବରୁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଥୁବାବେଳେ ବାଲିପାଟଣା ହାଇସ୍କୁଲ ଶିକ୍ଷକ ଥାଇ ମଧ୍ୟ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଶିକ୍ଷା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ଏଥି ନେଇ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଓ ପୌରାଞ୍ଚଳ ବାସୀଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ଓ ଉତ୍ତମ ନାଗରିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାର କୋଟି କୋଟି ଅନୁଦାନ ଯୋଗାଇ ଦେଇଛନ୍ତି । ଯାହାଫଳରେ ବହୁ ବୃହତପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପୌରପରିଷଦ ବୈଠକରେ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ […]
କେନ୍ଦ୍ରାପଡ଼ା, ୧୦/୦୭- ନିଷ୍ଠୁର ନିୟତି, ଅକାଳରେ ଝରିପଡିଲା ଜୀବନ କୁସୁମ, ଲିଭିଗଲା ଶିଶୁ ପ୍ରତିଭାର ଜୀବନ ପ୍ରଦୀପ. ଲୁଣା ନଦୀରେ ଜାଭିଅର ସ୍କୁଲର କୃତି ଛାତ୍ର କୀର୍ତ୍ତିମାନ ଶତପଥୀଙ୍କ ସଲିଳ ସମାଧି । ସଦ୍ୟ ପ୍ରକାଶିତ ଦଶମ ପରୀକ୍ଷାରେ ୯୨% ମାର୍କ୍ସ ରଖି ଉତ୍ତୀର୍ଣ୍ଣ ହୋଇଥିଲେ କୀର୍ତ୍ତିମାନ । ସୂଚନା ଯୋଗ୍ୟ ଯେ ଗତକାଲି ରାଜକନିକା ଅଞ୍ଚଳର ପୋଲିସ ବିଭାଗରେ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିବା ହାବିଲଦାର ସୁରେନ୍ଦ୍ର ନାଥ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ପରିସରରେ ରବିବାର ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ୍ ମ୍ୟୁଜିକ୍ ସ୍କୁଲର ମିଳିତ ସହଯୋଗରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ସ୍ଥାୟୀ ସଭାପତି ଶିକ୍ଷାବିତ ନୀଳମାଧବ ପତି ଅଧ୍ୟକ୍ଷତା କରିଥିବାବେଳେ ପ୍ରତିଷ୍ଠାତା/ସମ୍ପାଦକ ଶ୍ରୀ ଦେବାଶିଷ ସାମଲ ଅତିଥିମାନଙ୍କୁ ମଂଚକୁ ସ୍ୱାଗତ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ […]
ଦିନ ଥିଲା ପୁରାଣ ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା । ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ ହେଉଥିବା ବେଳେ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା । ପୁରାଣ କାଳରୁ ସଂସ୍କୁତ ବିଦ୍ୟା ଅର୍ଜନ ପାଇଁ ସଂସ୍କୁତ ବିଦ୍ୟାଳୟ ମହାବିଦ୍ୟାଳୟ ମାନ ଖୋଲା ଯିବା ସହିତ ଓଡିଆ ଭାଷା ପଠନରେ ସଂସ୍କୁତ ବାଧ୍ୟତା ମୁଳକ ବିଷୟ ଥିଲା । […]
ଆଉ ୧ ବର୍ଷ କମ୍ ସମୟ ରହିଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି । ଏଭଳିସ୍ଥଳେ ପାନ ଦୋକନଠାରୁ ଆରମ୍ଭକରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କାହା ଟିକେଟ୍ କଟିବ, କାହାର ରହିବ ଇତ୍ୟାଦି ଚର୍ଚ୍ଚା ଏବେ ଚାଲିଛି । ବିଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ନେତାଙ୍କ ନିକଟରେ ଆଶାୟୀଙ୍କ ଚଳପ୍ରଚଳ ବଢ଼ିଲାଣି । କଳେବଳେ କୌଶଳେ […]
କେନ୍ଦ୍ରାପଡା : ମହିଳା, ଯୁବ, ଛାତ୍ର, କୃଷକ, ଶ୍ରମିକ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲାଗୁ ଆଦି ସବୁବର୍ଗର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସହିତ କାଳିଆ, ବଳିଆ,ବିଜୁ ସ୍ୱାସ୍ଥ୍ୟକଲ୍ୟାଣ,ହରିଶ୍ଚନ୍ଦ୍ର, ଆହାର ମମତା ଆଦି ଯୁଗାନ୍ତକାରୀ ଯୋଜନା, କୃଷକ ଓ ମହିଳାଙ୍କ ପାଇଁ ସୁଧମୁକ୍ତ ଋଣ, ଟଙ୍କିକିଆ ଚାଉଳ ଆଦି ଯୁଗାନ୍ତକାରୀ ଯୋଜନା ସର୍ବୋପରି ମିଶନ ଶକ୍ତିକୁ ଆନ୍ଦୋଳନରେ ପରିଣତ କରିଥିବା ଭାରତବର୍ଷର ୧ନଂ ମୁଖ୍ୟମନ୍ତ୍ରୀ ନବୀନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି । ଆଖିରୁ ପାଣି ଗଡୁଛି, ନେଞରା ନିର୍ଗତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ରୋଗ ବାୟୁବାହିତ ବୋଲି ସାଧାରଣରେ ବିଶ୍ୱାସ ରହିଛି । ମାତ୍ର ଏସବୁ ଆଲୋଚନା, ଚର୍ଚ୍ଚା ଓ ଲୋକ ବିଶ୍ୱାସକୁ ଭୁଲ୍ ବୋଲି କହୁଛି ଡାକ୍ତରୀ ବିଦ୍ୟା […]
କେନ୍ଦ୍ରାପଡ଼ା, ୮ା୭ : କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏ ବର୍ଷର ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ତାଲୁକସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳୀ ଓ ରାଜନଗର କୋର୍ଟମାନ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ […]
ଓଡିଶାର ବରପୁତ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୯ ତାରିଖରେ ପାଳିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲ ମିଳିତ ସହଯୋଗରେ ଆସନ୍ତା ରବିବାର ସନ୍ଧ୍ୟା ୫ ଘଟିକା ସମୟରେ ପଟ୍ଟାମୁଣ୍ଡାଇ ପୈାରପରିଷଦ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବା । ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ସଭାପତି ନୀଳମାଧବ ପତି ପୈାରହିତ୍ୟ କରିବେ । […]
କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ପାଇଁ ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଲନଗର ପାଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଚାଷ ଜମିରେ ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପଞ୍ଚାୟତର ବହୁ ଲୋକ ତାଙ୍କର ଗୃହପାଳିତ ପଶୁ ଯଥା ଗାଇ, ଛେଳି, ମେଣ୍ଢା ଗୁଡିକୁ ବାହରେ ଛାଡି ଦେଉଛନ୍ତି […]
ପଟ୍ଟାମୁଣ୍ଡାଇ ତା ୭.୭-ମିଶନଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି । ମିଶନଶକ୍ତିର ମହିଳାମାନେ ବିକାଶ ପରିଭାଷା ବଦଳାଇ ପ୍ରକୃତ ସାରଥୀ ହୋଇଛନ୍ତି ବୋଲି ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏସ ଏସ ଜି ଋଣ ପ୍ରଦାନ ଓ ପରିଶୋଧ ସଚେତନତା ଓ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ […]
କେନ୍ଦ୍ରାପଡ଼ା, ୭ା୭ : ବିଶିଷ୍ଟ ଜନନାୟକ, ସର୍ବଜନପ୍ରିୟ ପ୍ରାକ୍ତନ ମନ୍ତ୍ରୀ ତଥା ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କର ୯୫ତମ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟାଧିଶ ଡଃ ମଦନ ମୋହନ ଦାସ ଶ୍ରୀ ମହାନ୍ତିଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଶ୍ରୀ ମହାନ୍ତିଙ୍କୁ ଜଣେ ବିଶିଷ୍ଟ ଜନନାୟକ ତଥା ସଚ୍ଚୋଟ ଓ ନୀତିନିଷ୍ଠ ବ୍ୟକ୍ତିତ୍ୱର […]
କେନ୍ଦ୍ରାପଡ଼ା ୭ା୭: ସାମାଜିକ ଅନୁଷ୍ଠାନ ଜୟ ରାଷ୍ଟ୍ର ପକ୍ଷରୁ “ସମାନ ନାଗରିକ ସଂହିତା: ଆଧୁନିକ ଭାରତର ଆବଶ୍ୟକତା” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ବଳଦେବଜୀଉ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ହୃଷୀକେଶ ରଥ ସମାନ ନାଗରିକ ସଂହିତା ମାନବ ସଭ୍ୟତାର ଆବଶ୍ୟକତା ବୋଲି କହିବା ସହିତ ବିଶ୍ୱର ଅନେକ ରାଷ୍ଟ୍ରରେ ବିକାଶ ର ଆଧାର ପାଲଟିଛି ବୋଲି […]
କେନ୍ଦ୍ରାପଡ଼ା, ୭ା୭: ଜନୈକ ୧୫ବର୍ଷୀୟ ନାବାଳିକାକୁ ଭଲପାଇବାର ଅଭିନୟ କରି ଜୋରଜବରଦସ୍ତ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଥାନା ଅଧିନ ଏକ ଗ୍ରାମର ବୁଲୁ ମଳିକକୁ କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତର ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ୨ବର୍ଷ ଜେଲଦଣ୍ଡ ସହିତ ୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ବୀବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ […]
ପଟ୍ଟାମୁଣ୍ଡାଇ ୭.୭-ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବନୋମହୋତ୍ସବ ଅବସରରେ କୋର୍ଟ ପରିସରରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ବାର୍ତା ଦିଆଯାଇଛି । ରାଜନଗର ବନଖଣ୍ଡ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକ,ପଟ୍ଟାମୁଣ୍ଡାଇ ଜେଏମଏଫସି ସମୀକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ, ରାଜନଗର ଜେଏମଏଫସି ଜ୍ୟୋତିର୍ମୟୀ ଷଢଙ୍ଗୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ବନୋମହୋତ୍ସବ ଅବସରରେ ବିଭିନ୍ନ ସ୍କୁଲ ଓ […]
ରାଜନଗର ନିର୍ବାଚନମଣ୍ଡଳୀର ପଟ୍ଟାମୁଣ୍ଡାଇ ନଗର ଅନ୍ତର୍ଗତ ନନ୍ଦିନୀନଗର ଯଜ୍ଞ ପଡିଆରେ ବିଜେପି ସଂଯୁକ୍ତ ମୋର୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେପି ସଭାପତି ବିଶ୍ୱରଞ୍ଜନ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ରାଜନଗର ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନ, ଗରିବକଲ୍ୟାଣ ଯୋଜନା ଓ ଓଡିଶା ବିକାଶରେ ଅବଦାନ ସମ୍ପର୍କରେ ଆଲୋକପାତ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ […]










