ଏମ ଏନ ହାଇସ୍କୁଲ ଶିକ୍ଷକ ଅଭିଭାବକ ପରିଚାଳନା ବୈଠକ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଶିକ୍ଷକ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଗନ ସୂତାରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୁରାତନ ଛାତ୍ରସଂସଦ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ,ପରିଚାଳନା କମିଟି ସଭ୍ୟ ତପନ ପାତ୍ର,ଦେବାଶିଷ ପ୍ରଧାନ, ରେଖାରାଣୀ ବାଇ ପ୍ରମୁଖ ହାଇସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ଅଶୋକ ଦାଶ , ସୁଜୟ ରାଉତରାୟ, ସସ୍ମିତା ସିଂହ, ଅନିତା ଧଳ ଯୋଗ ଦେଇ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଶିକ୍ଷକ ଅଶୋକ ଦାଶ ଧନ୍ୟବାଦ ଦେଇଥିଲେ ।


Next Post

କସ୍ତୁରୀ କଳା ନିକେତନ ୩୧ତମ ବାର୍ଷିକ ଉତ୍ସବ

Mon Jan 15 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିର କଳା ସାହିତ୍ୟ ସଂସ୍କୃତି ନିଜର ଉତ୍କର୍ଷତା ପାଇଁ ଆଜି ବିଶ୍ୱ ଦରବାରରେ ପହଂଚି ପାରିଛି । ଏହି ମାଟିର ବହୁ କଳାକାର ସାହିତ୍ୟିକ ଓ ନାଟ୍ୟକାର ପ୍ରତିଷ୍ଠା ଲାଭ କରି ପଟ୍ଟାମୁଣ୍ଡାଇ ପାଇଁ ଗୌରବ ଆଣିଛନ୍ତି । ଯାହାଫଳରେ କଳା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅନନ୍ୟ ପରିଚୟ ସୃଷ୍ଟି କରିଛି ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ କସ୍ତୁରୀ […]

You May Like