କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାର ପରିଷଦର ପୂର୍ବତନ ନଗରପାଳ ଧିରେନ କୁମାର ସାହୁଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.କାର୍ତ୍ତିକେୟନ ପାଣ୍ଡିଆନ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଧାୟକ ଶଶିଭୂଷଣ ବେହେରା, ବିଧାୟିକା ସାବିତ୍ରୀ ଅଗ୍ରୱାଲ, ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ କୁମାର ଜେନା ପ୍ରମୁଖଙ୍କୁ ଶ୍ରୀ ସାହୁ କୃତଜ୍ଞତା ଅର୍ପଣ କରିଛନ୍ତି । ଶ୍ରୀ ସାହୁଙ୍କୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଦାୟୀତ୍ୱ ମିଳିବା ପରେ ଦଳୀୟ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଏହି ଦାୟୀତ୍ୱ ଶ୍ରୀ ସାହୁଙ୍କୁ ମିଳିଥିବାରୁ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ଯୁବ ବିଜେଡି ସଭାପତି ରାଜେଶ ଦାସ, ମମତାରାଣୀ ଧଳ, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ରାଜ୍ୟ ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ଶ୍ରୀକାନ୍ତ ପଣ୍ଡା, ଜୀବନବିନ୍ଦୁ ମୋ ପରିବାର ସଂଯୋଜକ ହିରଣ୍ୟ ପଣ୍ଡା, କାଉନସିଲର ପୁଷ୍ପାଞ୍ଜଳି ବସ୍ତିଆ, ରଶ୍ମିତା ସିଂହ, କାଳି ପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ସିଂହ, ରବିନାରାୟଣ ପଣ୍ଡା, ଯଯାତି କେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ସୁରେଶ ମର୍ଦ୍ଦରାଜ, ବିଜୟ ପତି, ବିଜୟ ମଣ୍ଡଳ, ଦେବାଶିଷ କୁବେର, ମହମ୍ମଦ ସେକ ଇନାୟତ୍(ଚନ୍ଦନ), ରଞ୍ଜନ କର, ରେବତୀରମଣ ଦାସ, ସୁରେନ୍ଦ୍ର ବେହେରା, ଅସିତବନ୍ଧୁ ଧଳ, ମହେନ୍ଦ୍ର ମିଶ୍ର, ନିରଞ୍ଜନ ସୁଆର, ଦୁର୍ଗା ପ୍ରସାଦ ପତି, ସେକ ରହେମତ, ଶରତ ବେହୁରା, ମାନସରଞ୍ଜନ ଦାସ, ସାହେବ ସାହିଲ ରାଉତ, ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ଲିଲିତା ଦାସ, ନିର୍ମଳା ମହାନ୍ତି, ରଶ୍ମିରଞ୍ଜନ ରାଉତ, ବ୍ଲକ ସଭାପତି ଆଲୋକ ସାହୁ, ସବିତା ସାହୁ, ସେକ ମୋଇନି, ଅଭିମନ୍ୟୁ ନାୟକ ପ୍ରମୁଖ ଜିଲ୍ଲାର ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ସଭାପତି ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି । ଆଇନଜୀବୀ ଧ୍ରୁବ ଚରଣ ଜେନା, ପ୍ରଭାତ ଅଧିକାରୀ, ଅକ୍ଷୟ ନାଥ, ସରୋଜରାଜ ସିଂ, ରବିନାରାୟଣ ମହାନ୍ତି, ଗୋକୁଳିରଞ୍ଜନ ଦାସ, ନିତ୍ୟାନନ୍ଦ ସ୍ୱାଇଁ, ଚନ୍ଦ୍ରଭାନୁ ବରାଳ, ସଞ୍ଜୟ କୁମାର ଜେନା, ଦେବ ପ୍ରସାଦ ସାମନ୍ତରାୟ, ଶାନ୍ତିସ୍ୱରୂପ ଭୂୟାଁ, ହାଡିବନ୍ଧୁ ସିଂ, ଦିନେଶରାଜ ସିଂହ, ରାଜୀବ ପାତ୍ର, ରଞ୍ଜନ ସାମଲ, ଗୁଣନିଧି ନାୟକ ପ୍ରମୁଖ ଆଇନଜୀବୀ ବନ୍ଧୁମାନେ ଶ୍ରୀ ସାହୁଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।
kanikanews.in
Next Post
ପୈାରାଞ୍ଚଳର ୧୦ ନମ୍ବର ୱାର୍ଡରେ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ
Fri Feb 23 , 2024
କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ଭତ୍ତା ହିତାଧିକାରୀମାନଙ୍କୁ ଆଜି ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ୧୦ନମ୍ବର ୱାର୍ଡର ମାଧପୁର ଠାରେ ୱାର୍ଡ କାଉନସିଲର ରଶ୍ମିତା ସିଂହ ୧୪ଜଣ ଭତ୍ତା ହିତାଧିକାରୀମାନଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୈାର କର୍ମଚାରୀଙ୍କ ସମେତ ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

You May Like
- 7 months ago
ନିଲାମ ହୋଇପାରୁନି ବାଲି ସୈରାତ ଚୋରାରେ ଚାଲିଛି ବାଲି ଉଠାଣ
- 2 years ago
ବନମହୋତ୍ସବ ଅବସରରେ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା