ଡେରାବିଶ, ୧୦/୫– ଚଳିତ ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଜାତୀୟ ଦଳ ଭାବେ ପରିଚିତ ଆପ୍ରୁ ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପାଇଁ ଡେରାବିଶ ବ୍ଳକ ଅଧୀନ ଚାନ୍ଦୋଳ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଇଥିଲେ । ଜଣେ ଦକ୍ଷ ସଂଗଠକ ଭାବେ […]
Day: 10 May 2024
ଡେରାବିଶ, ୧୦/୫– କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ଆପ୍ ଦଳର ପ୍ରାର୍ଥୀମାନେ ଶୁକ୍ରବାର ଜିଲ୍ଲା ରିଟର୍ଣ୍ଣି ଅଧିକାରୀଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବ୍ଲକ ଅଧିନସ୍ଥ କୁଶିଆପାଳ ପଂଚାୟତ ବାଲିପାଟଣା ସ୍ଥିତ ପରମଆରାଧ୍ୟ ଶ୍ରୀ ଲଛମନଜୀଉଙ୍କ ମନ୍ଦିରରେ ବିଜେଡ଼ି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ସହ ପୂର୍ବାହ୍ନରେ […]
ଡେରାବିଶ – ୧୦/୫, – ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଡେରାବିଶ ବ୍ଲକ ଅଧିନ ଚାଟରାଚକଡା ପଞ୍ଚାୟତ ଛତାସ୍ଥିତ କୃଷକ ଭବନଠାରେ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କୃଷକ ଦିବସ ଶୁକ୍ରବାର ପାଳିତହୋ ଇଯାଇଛି । ଏହି ଅବସରରେ ଚାଷୀମାନଙ୍କ ମାଙ୍ଗଳିକ ଉତ୍ସବ ପାଇଁ ଆଜି ସକାଳ ୮ଟାରେ ପବିତ୍ର ଅକ୍ଷିମୁଠି ସୁସଜ୍ଜିତ କରାଯାଇ ଛତାବଟ ମହାପୁରୁଷଙ୍କ ନିକଟକୁ ଘଣ୍ଟ ସଂକୀର୍ତ୍ତନ ଶୋଭାଯାତ୍ରା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅଳପୁଆ ଗ୍ରାମର ସ୍ମୃତିପ୍ରଜ୍ଞା ସାହୁ (୧୭)ବର୍ଷଙ୍କର ଅକାଳ ବିୟୋଗ ଘଟିଛି । ଅଳପୁଆ ପଂଚାୟତ ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ ଓ ପଟ୍ଟାମୁଣ୍ଡାଇ ପୈାରପରିଷଦ ୧ନମ୍ୱର ୱାଡର କାଉନସିଲର ଲକ୍ଷ୍ମୀପ୍ରୀୟା ସାହୁଙ୍କ ଝିଅ ସ୍ମୃତି କଟକ ସରକାରୀ ଭୁବନା ନନ୍ଦ ଇଂଜିନିାରିଙ୍ଗ କଲେଜରେ ଡିପ୍ଲୋମା କରୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ବୁଧବାର […]
ପୈାରପରିଷଦ ଅନ୍ତର୍ଗତ ବଳଦେବ ହାଇସ୍କୁଲରେ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ରେଡକ୍ରସ ପତାକା ଉତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସ୍ୱେଛାସେବୀ ଛାତ୍ରଛାତ୍ରୀ ଓ ମାର୍ଗଦର୍ଶକ ଶିକ୍ଷଯତ୍ରୀ/ଶିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରାଙ୍କ ସଂଯୋଜନାରେ “ମାନବିକତା ଜୀବିତ ରଖିବା’ ଶୀର୍ଷକ ବିଷୟବସ୍ତୁ […]
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ । ଏହା ମୁଖ୍ୟତଃ ଏକ କୃଷିଭିକ ପର୍ବ ହୋଇଥିବାରୁ ଓଡ଼ିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ଦିବସର ଗୁରୁତ୍ୱକୁ ଉପଲବଧିକରି ସରକାର ଏହି ଦିନକୁ ‘କୃଷକ ଦିବସ’ ଭାବରେ ପାଳନ କରୁଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କୃଷି […]
କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ଚତୁର୍ଥ ଦିବସ ଅକ୍ଷୟ ତୃତୀୟା ଶୁଭ ଦିନରେ ୪ଲୋକସଭା ପ୍ରାର୍ଥୀଙ୍କ ସମେତ ୯ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ବିଜୁ ଜନତା ଦଳରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ସ୍ୱାଧୀନପ୍ରାର୍ଥୀ ଭାବେ ସୈାଭାଗ୍ୟକେତନ ସାମଲ […]
ଓଡ଼ିଶାର ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ ଭାବେ ପରିଗଣିତ । ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଥାଏ । ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଗରିବ ଓ ନାମମାତ୍ର ଚାଷୀ । ଏଠାରେ ପ୍ରାୟତଃ ୭୦ଭାଗ ଖଟିଖିଆ ଦିନ ମଜୁରିଆଙ୍କୁ ନିଯୁକ୍ତି ଦେଲା ଭଳି ଉଚ୍ଚମାନର କଳକାରଖାନା, କମ୍ପାନୀ ନାହିଁ ନା ହେବାର ସ୍ୱପ୍ନ କୌଣସି ଉଚ୍ଚ ରାଜନେତାଙ୍କ […]










