ଖଣତା ଓ ଓଉପଦାରେ ବିଜେଡି ବନ୍ଧୁମିଳନ , ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ

ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା…

ପରଲୋକରେ ନିକ୍ଷେପକ ମଧୁସୂଦନ ମଲିକ

କେନ୍ଦ୍ରାପଡ଼ା, ୨୦ା୫: ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନିକ୍ଷେପକ ମଧୁସୂଦନ ମଲିକ ୫୮ବର୍ଷ ବୟସରେ ଇହଳୀଳା ସମ୍ବରଣ କରିଛନ୍ତି । ଗତ ମେ ୧୭ ତାରିଖ ଶୁକ୍ରବାର ସଂଧ୍ୟାରେ ଅଫିସ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କ…

ବିଜେପି ମହିଳା ମୋର୍ଚ୍ଚାର୍ର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୨୦/୫- କେନ୍ଦ୍ରାପଡା ବ୍ଲକର ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପଠାରେ ମହିଳା ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ପ୍ରୀତିପ୍ରଭା ଭୋଳ, ଜିଲ୍ଲା ମହିଳା ମୋର୍ଚ୍ଚା…

ଓଡିଶାରେ ଡବଲ ଇଞ୍ଜିନ ସରକାର ନୁହେଁ କେବଳ ନବୀନ ଇଞ୍ଜିନ ସରକାର ଦରକାର

ରାଜନଗର-ପଟ୍ଟାମୁଣ୍ଡାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସଙ୍କଳ୍ପବଦ୍ଧ ନିର୍ବାଚନ ଆସିଲେ ବିରୋଧି କନ୍ଦନ୍ତି କୁମ୍ଭିର କାନ୍ଦଣା ବିଜୁଜନତା ଦଳର ବରିଷ୍ଠ ନେତା କାର୍ତୀକ ପାଣ୍ଡିଆନ ସୋମବାର କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ରାଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରି ଓଡିଶାରେ ଡବଲ…