କେନ୍ଦ୍ରାପଡ଼ା, ୩୧ା୮: ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନର ସତର୍କତା ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି। ସୂଚନା ଯୋଗ୍ୟଯେ ବାର୍ଡ ଫ୍ଲୁ ଏକ ମାରାତ୍ମକ ଆଭିଆନ୍ ଇନଫ୍ଲୁଏଞ୍ଜା ଟାଇପ୍…
Month: August 2024
କେନ୍ଦ୍ରାପଡାରେ ସ୍ୱାୟତ୍ତଶାସନ ଦିବସ ପାଳିତ
କେନ୍ଦ୍ରାପଡ଼ା,୩୧ା୮: କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ରାମଧୂନ ଓ ପ୍ରଭାତଫେରି କରାଯାଇଥିଲା। ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜିଲ୍ଲା…
ପଟ୍ଟାମୁଣ୍ଡାଇ ପୌରପରିଷଦରେ ସ୍ୱାୟତଶାସନ ଦିବସ ପାଳିତ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୬ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ…
ଜଳବନ୍ଦିରୁ କେବେ ମୁକୁଳିବ ପଟ୍ଟାମୁଣ୍ଡାଇ ପୌରାଂଚଳ : ଅସରାଏ ବର୍ଷାରେ ଯୁଆଡ଼େ ଚାହିଁବ ସିଆଡ଼େ ପାଣି
ପଟ୍ଟାମୁଣ୍ଡାଇ,୨୯/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ। ବିଭିନ୍ନ ଜାଗା ରାସ୍ତା ଉପରେ ଅସରାଏ ବର୍ଷା ହେଲେ ବୁଡ଼ି ଯାଉ ଜମି ରହୁଛି ପାଣି। କେତେକ ଜାଗାରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେଉଛି । ବର୍ଷା ପରେ କୃତ୍ରିମ ପୋଖରୀ ଓ ନାଳ…
କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ଗଳୁଛି ପାଣି
କେନ୍ଦ୍ରାପଡ଼ା,୩୦/୮: କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟଳୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ବୋହୁଛି ପାଣି । ବିଦ୍ୟୁତ ବିଭାଗ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଦୁର୍ନୀତିର ଶେଷ ସୀମା ଟପିଯାଇଛି । ଛାତରୁ ପାଣି ଗଳି ଚେୟାର ଏବଂ ଟେବୁଲ ନଷ୍ଟ…
‘ଶିଶୁଙ୍କ ପାଇଁ ଦିନଟିଏ’ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ
କେନ୍ଦ୍ରାପଡ଼ା, ୩୦ା୮:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି। ତଦନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ…
ପଟ୍ଟାମୁଣ୍ଡାଇ ଏସ୍ ବି ଆଇ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ ତା ୩୦/୯-ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶ ସୁରକ୍ଷାର ବାର୍ତ୍ତା ଦବା ପାଇଁ ବିଶ୍ବ ପରିବେଶ ପକ୍ଷ ପାଳନ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ରାଧାରମଣ ମଠ ସ୍ଥିତ…
ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୬୦ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ
ପଟ୍ଟାମୁଣ୍ଡାଇ ତା ୨୯/୮-ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ,ନନ୍ଦ ଉତ୍ସବ ଓ ଚୀର ଅମର ବେଦାନ୍ତ କେଶରୀ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ…
ଦାମୋଦରପାଟଣାରେ ନନ୍ଦ ଉତ୍ସବ
ପଟ୍ଟାମୁଣ୍ଡାଇ ତା ୨୯/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ନଂ ଜୋନ ପ୍ରାକ୍ତନ ଜିଲ୍ଲା…
କୃଷକନେତାଙ୍କ ସ୍ମୃତି ସଭା ଓ ଭଜନ ସମାରୋହ
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡଗରା ଗ୍ରାମର ବିଶିଷ୍ଟ କୃଷକନେତା ରାଜକିଶୋର ପ୍ରଧାନଙ୍କ ବଜ୍ରାଘାତରେ ଅକାଳ ବିୟୋଗ ପରେ ତାଙ୍କ ଏକାଦଶାହରେ ସ୍ମୃତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବସମାଜସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତି ସଭାରେ…
ବିଦ୍ୟୁତ ଉପଭୋକ୍ତା ଶୋଷଣ ବିରୋଧରେ ଜନଶକ୍ତି ପାର୍ଟିର ଟାଟା ହଟାଓ ଅଭିଯାନ
ପଟ୍ଟାମୁଣ୍ଡାଇ ୨୯/ -ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାର ନାଁ ରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବହୁ ଚର୍ଚିତ ବିଦ୍ୟୁତ ସଂସ୍କାର ପ୍ରହସନରେ ପରିଣତ…
ବଗଡା ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦ୍ରାପଡ଼ା, ୨୯ା୮ : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ବିଦ୍ୟାଳୟ ପରିସରରେ…
ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ
କେନ୍ଦ୍ରାପଡ଼ା,୨୯ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ତମାଳଶାସନସ୍ଥିତ ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ନବାଗତ ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବାକୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ…
ରାଜକନିକା ବ୍ଲକରେ ଫର୍ଜରୀ ବିଲ୍ କରି ସରକାରୀ ଅର୍ଥ ଆତ୍ମସାତ୍ : କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା
କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକରେ ଫର୍ଜରୀ ବିଲ୍ କରାଯାଇ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବାରୁ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ…
କେନ୍ଦ୍ରାପଡାରେ ୨୨ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ : ଜନସ୍ୱାସ୍ଥ୍ୟ ବିଭାଗ ବିଫଳ, ପମ୍ପ ହାଉସ୍ ଜେନେରେଟର ଅଚଳ , ପାନୀୟ ଜଳ ବିନା ସହର ଓ ସହରତଳି ଅଞ୍ଚଳବାସୀ ହନ୍ତସନ୍ତ
କେନ୍ଦ୍ରାପଡ଼ା,୨୯ା୮: ଟିପିସିଓଡିଏଲ୍ର ବିଫଳତା ପାଇଁ ୨୨ଘଣ୍ଟା ବିଦ୍ୟୁତ୍ ସରବରାହ ବିଛିନ୍ନ ରହିିଲା । ପାଣି ପମ୍ପହାଉସ୍ ଜେନେରେଟର ଅଚଳ ଥିବାରୁ କେନ୍ଦ୍ରାପଡା ସହରବାସୀ ପାନୀୟଜଳ ପାଇଁ ହନ୍ତସନ୍ତ ହେଲେ । କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ ନା ପାଣି ଯୋଗାଇ ଦେଲେ ନା…
ଗୁଲନଗର ଗ୍ରାମ ପଞ୍ଚାୟତରେ ଡ୍ରେନେଜ ବ୍ୟବସ୍ତା ନଥିବାରୁ ଗାଁ ଦାଣ୍ଡରେ ବର୍ଷାପାଣି ଜମି ରାସ୍ତା ସମ୍ପୂର୍ଣ ଭାବେ ବେହାଲ
କେନ୍ଦ୍ରାପଡ଼ା,୨୯/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଓ ଗଳି ଗଳିରେ ପଚା ପାଣି ଜମିରହିଛି । ସେହି ପାଣିରୁ ଜନ୍ମ ନେଉଛନ୍ତି ମଶା ଆଉ ମାଛି । ଯାହାଦ୍ୱାରା ବହୁଲୋକ ଝାଡା…
କେନ୍ଦ୍ରାପଡାରେ ଜାତୀୟ କ୍ରୀଡାଦିବସ ପାଳିତ
କେନ୍ଦ୍ରାପଡା,ତା.୨୯.୦୮- ଭାରତର କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖରେ ପାଳିତ ହୁଏ ଜାତୀୟ କ୍ରୀଡ଼ା ଦିବସ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ) ଆନୁକୁଲ୍ୟରେ ଜାତୀୟ…
ସ୍ୱାୟତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ
କେନ୍ଦ୍ରାପଡ଼ା, ୨୯ା୮: ସ୍ୱାୟତ ଶାସନ ଦିବସଆସନ୍ତା ୩୧ତାରିଖରେ କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କମଧ୍ୟରେକେନ୍ଦ୍ରାପଡ଼ା ଟାଉନ ହଲଠାରେ ଗତ ୨୬ ତାରିଖରୁ୨୮ତାରିଖ ପର୍ଯ୍ୟନ୍ତବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ ବିଭାଗରେ…
ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ : ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ , ରାଜସ୍ୱ ମନ୍ତ୍ରୀ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ୧୯୫୧ରେ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମାପୁନଃ ନିର୍ଧାରଣରେ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ( ସଂ ) ନିର୍ବାଚନ ମଣ୍ଡଳୀ ନିଜର ସତା ହରାଇ ବସିଲା…
କ୍ରୀଡା ଦିବସ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ : ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଳକ…
କଳିଙ୍ଗ ନବ ଦିଗନ୍ତ ସଂଗଠନ ପକ୍ଷରୁ ବଜ୍ରଘାତରେ ମୃତ ପରିବାରଙ୍କୁ ସହାୟତା
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଶିଆ ପଂଚାୟତ ବାସୁଦେବପୁର ଗ୍ରାମର ବିଜୟ ମିଲକ ଚାଷ କାମ କରୁଥିବା ବେଳେ ଗତ ୧୮ ଦିନ ଆକସ୍ମିକ ଭାବେ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହାତ…
ବିପଦ ସଂକୁଳ ଘରେ ଅଇନପଡା ଆର ଆଇ ଅଫିସ, ପୁନଃରୁଦ୍ଧାର ପାଇଁ ସରପଂଚଙ୍କ ନିବେଦନ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନପଡା ଆର ଆଇ ଅଫିସ ଗୃହ ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଏକ ଆଜବେଷ୍ଟସ ଘରେ କୌଣସିମତେ ଆର ଆଇ ଅଫିସ ଚାଲିଛି । ମାତ୍ର ଦୀର୍ଘ ବର୍ଷ ହେବ…
ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଫେବର ଦବି ଯାତାୟତରେ ବାଧା ,ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ବର୍ଷାଜଳ ସୁଅ ଛୁଟୁଛି
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଜଳନିଷ୍କାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଅସ ରାଏ ବର୍ଷା ହେଲେ ସହର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସୁଅ ଛୁଟୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ରାସ୍ତା ଓ କଲେଜ ରାସ୍ତାରେ ଦିନ…
ଦିର୍ଘଦିନ ହେଲା ବଡପଡା ସରପଂଚଙ୍କ ଦେହାନ୍ତ , ପଂଚାୟତ ଉପ ନିର୍ବାଚନ ବିଳମ୍ବ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚଙ୍କ ଦିର୍ଘଦିନ ହେବ ଦେହାନ୍ତ ପରେ ମଧ୍ୟ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବୁଦ୍ଧିଜିବୀ ପାରେଶ୍ୱର ସେଠୀ ପଂଚାୟତବାସୀ…










