ପଟ୍ଟାମୁଣ୍ଡାଇ ବିଜେଡି ଅଫିସରେ ସ୍ୱାଧୀନତା ଦିବସ



ପଟ୍ଟାମୁଣ୍ଡାଇ ବିଜେଡି ଅଫିସ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଉପସଭାପତି ଅରକ୍ଷିତ ସାହୁ , ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ ବ୍ଲକ ବିଜେଡି ସାଧାରଣ ସମ୍ପାଦକ କଳାକାର ପ୍ରଧାନ ବରିଷ୍ଠ ନେତା ପଞ୍ଚାନନ ଧଳ ,କାଉନସିଲର ମୃତ୍ୟୁ ଞ୍ଜୟ ପାଢ଼ୀ ଯୁବନେତା ଉତ୍ତମ ଖୁଣ୍ଟିଆ, ସଂଗ୍ରାମ ସ୍ୱାଇଁ, ଦିଲ୍ଲୀପ ସାହୁ ଶଶିକାନ୍ତ ପଣ୍ଡା, ହରଗୋବିନ୍ଦ ଦାଶ ପ୍ରେମାନନ୍ଦ ସେଠୀ,ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ, କାଉନସିଲର ଦଳର ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ବିଧାୟକ ବିଜେଡି ଅଫିସରେ ଜାତୀୟ ପତାକା ଉତ୍ତୋଳନ ପରେ ପ୍ରବାଦ ପୁରୁଷ ବିଜୁ ପଟନାୟକ ଓ ସମ୍ବିଧାନ ପ୍ରଣେତା ଭି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading