ମହିୟସୀ ରୁକ୍ମଣୀ ଦେବୀଙ୍କ ନିରଳସ ସେବା ଅବିସ୍ମରଣୀୟ



ପଟ୍ଟାମୁଣ୍ଡାଇ ତା ୨୫/୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତ ତରଡ଼ିପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ବହୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସର୍ଗତ ଭିକାରୀ ଚରଣ ବିଶ୍ୱାଳଙ୍କ ଧର୍ମପତ୍ନୀ ମୟୀ ୟସୀ ମହିଳା ରୁକ୍ମଣୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ପାଳିତ ହୋଇଯାଇଛି । ପଣ୍ଡିତ ବାସୁଦେବ ପାଢ଼ୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କର୍ମ ଓ ପିଣ୍ଡଦାନ ଯଥା ରୀତି ସମ୍ପନ୍ନ କରାଯାଇଥିଲା । ଏଇ ଅବସରରେ ମୟୀୟସୀ ମହିଳା ରୁକ୍ମଣୀ ଦେବୀ ଜ୍ୟେଷ୍ଠ ପୁତ୍ର ଶିଳ୍ପଦ୍ୟୋଗୀ ସରୋଜ କୁମାର ବିଶ୍ୱାଳ( ବାବୁ )ଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଖଣି ଇସ୍ପାତ ବିଭାଗ ଯୁଗ୍ମ ନିର୍ଦେଶକ ସଲିଲ କୁମାର ବେହେରା, ରାଜ୍ୟ ପ୍ରଦୂଷଣନିୟଂତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା, ଇଂ ଭାଗିରଥି ବିଶ୍ୱାଳ,ସମାଜସେଵୀ ଦିଗାମ୍ବର ବିଶ୍ୱାଳ,ଯୁବନେତା ରଶ୍ମିରଞ୍ଜନ ସ୍ୱାଇଁ (ମଣ୍ଟୁ ), ଜିଲ୍ଲା ପରିଷଦସଦସ୍ୟା ପ୍ରିୟ ଦର୍ଶନୀ ତରାଇ,ସମାଜସେବୀ ଅଶୋକ ମହାନ୍ତି ପ୍ରଭାତ ଦାସ, ଅଭିମନ୍ୟୁ ସାହୁ,ଶିକ୍ଷାବିତ ଅରୂପାନନ୍ଦ ବିଶ୍ୱାଳ, ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ ସମିତି ସଭ୍ୟ ନିରଞ୍ଜନ ବାରିକ, ପୂର୍ବତନ ସମିତି ସଭ୍ୟ ଅଶୋକ ବିଶ୍ୱାଳ ସଚ୍ଚିଦାନନ୍ଦ ବିଶ୍ୱାଳ, ଅକ୍ଷୟ ମହାନ୍ତି,କିଶୋର ଜେନା,ପେଣ୍ଠପାଳ ସମବାୟ ସମିତି ସଭାପତି ଧନେଶ୍ୱର ପ୍ରଧାନ,ପୂର୍ବତନ ସଭାପତି ଶ୍ରୀକାନ୍ତ ସାମଲ, ପୂର୍ବତନ ସରପଞ୍ଚ ଅମ୍ବିକା ମଲ୍ଲିକ,ରବୀନ୍ଦ୍ର ଧଳ କ୍ଷମାନିଧି ସାମଲ, ଦୁର୍ଯ୍ୟୋଧନ ବିଶ୍ଵାଳ,ରାମ ଚନ୍ଦ୍ର ବିଶ୍ୱାଳ,ସହକାରୀ ଶିକ୍ଷୟତ୍ରୀ ସୁକାନ୍ତି ନାଥ ଶର୍ମା, ବସନ୍ତ ବିଶ୍ୱାଳ, ବବ୍ରୁ ବାହନ ଧଳ, ଦିଲ୍ଲୀପ ବିଶ୍ୱାଳ,ଧରଣୀଧର ନାଥ ଶର୍ମା ଚିତ୍ତ ରଞ୍ଜନ ମଲ୍ଲିକ, ନରେନ୍ଦ୍ର ଧଳ, ଅଜିତ ବିଶ୍ୱାଳ, ଦୀପକ ବିଶ୍ୱାଳ, କଳ୍ପରଞ୍ଜନ ବିଶ୍ୱାଳ, ଅଭୟ ବାରିକ ପ୍ରମୁଖ ଭାଷଣ ଦେଇ ମୟୀ ୟସୀ ମହିଳା ରୁକ୍ମଣୀ ଦେବୀ ସେବା ମନୋଭାବ ଓ ନିରଳସ ଜନସେବା ଚୀରକାଳ ଅବିସ୍ମରଣୀୟ ହୋଇରହିବ ବୋଲି ମତ ପ୍ରକାଶ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥିମାନେ ରୁକ୍ମଣୀ ଦେବୀ ଓ ଦିବଂଗତ ସମାଜସେବୀ ଭିକାରୀ ଚରଣ ବିଶ୍ୱାଳଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସରୋଜ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀପ ବିଶ୍ୱାଳ, ଦୀପକ ବିଶ୍ୱାଳ, ଅଜିତ ବିଶ୍ୱାଳ ଓ କଳ୍ପରଞ୍ଜନ ବିଶ୍ୱାଳ ପରିଚାଳନା କରିଥିଲେ ।


Next Post

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କଲେ ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ : ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

Mon Aug 26 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପାଳିକା ଅନ୍ତର୍ଗତ ପହରାଜପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହାଆଡମ୍ବର ସହ ସୋମବାର ପାଳିତ ହୋଇଯାଇଛି। ଶିଶୁମନ୍ଦିର ପରିଚାଳନା କମିଟି ଉପସଭାପତି ସୁଜାତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଯୋଗଦେଇ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ […]

KANIKA