ପୋଲିସର ପାତରଅନ୍ତର ନୀତିକୁ ନେଇ ବିଜେଡି ଉଠେଇଲା ପ୍ରଶ୍ନ ପଟ୍ଟାମୁଣ୍ଡାଇ ୧୬/୧୧ – ଗତ ୫ ତାରିଖରେ ଭାଜପା ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଜାରିିଥିବା ଅନଶନର…
Day: 16 November 2024
ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣା ; ଦାବୀପତ୍ର ବେଳେ ବିଜେଡି କର୍ମୀ ପୋଲିସ ଧସ୍ତାଧସ୍ତି
ପଟ୍ଟାମୁଣ୍ଡାଇ ୧୬/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ଜାମିନରେ ଛାଡି ଦେବା ଘଟଣାରେ ବିଜେଡି ଦଳ ତୀବ୍ର ପ୍ରତିକ୍ରିୟା…
ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦ୍ରାପଡ଼ା,୧୬ା୧୧: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କପିଳେନ୍ଦ୍ର ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କାର…
ଜିଲ୍ଲାର ସର୍ବପୁରାତନ ବୋଇତ ବନ୍ଦାଣ ସମିତିର ୫୬ତମ ବୋଇତ ବନ୍ଦାଣ ଉତ୍ସବ
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଧବ ବେଶରେ ସଜ୍ଜିତ ୭ଜଣ କୁନି…
ଓଡିଶା ମହିଳା ଟେନିସ ବଲ କ୍ରିକେଟ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଖେଳାଳି ମନୋନୀତ
କେନ୍ଦ୍ରାପଡ଼ା,୧୬ା୧୧: ଜାମ୍ମୁ କାଶ୍ମୀରଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ତମ ସର୍ବଭାରତୀୟ ମହିଳା କ୍ରିକେଟ ପ୍ରତିଯୋଗୀତାରେ ଓଡିଶା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ମହିଳା ଖେଳାଳୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ସୀତୁପ୍ରଭା ନାୟକ, ସ୍ମୃତିରୂପା ମଲ୍ଲିକ, ଶଶୀରେଖା ସାହୁ ।…
ଗୋବରୀ ବାଲିଯାତ୍ରା ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା,୧୬ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗୋବରୀ ବାଲିଯାତ୍ରାର ୨ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏବଂ ସଂପାଦକ କରୁଣାକର ଦାସଙ୍କ ତତ୍ୱାବଧାନରେ ଶୁକ୍ରବାର ପୂର୍ବାହ୍ନ ୯ଘଟିକା ସମୟରେ ବହୁ ଆଡମ୍ବରପୂର୍ଣ୍ଣ ଭାବେ ତିନିମହାଣୀ,…
ୟୁଏଇରେ କ୍ଷାତନାମା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀଙ୍କ କୃତିତ୍ୱ , ମୋଦି-୨୦ ପ୍ରଦର୍ଶନୀ କରି ଜିଲା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡ଼ା ସହରରେ ରହୁଥିବା ପଟ୍ଟାମୁଣ୍ଡାଇ ବ୍ଲକ ପେରିଜପୁର ଗ୍ରାମର ଆନ୍ତର୍ଜାତୀୟ ଖ୍ୟାତନାମା ଚିତ୍ରଶିଳ୍ପୀ ଅଶୋକ ନାୟକ ବିଦେଶ(ୟୁଏଇ)ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଓ ଦର୍ଶନ ଉପରେ ଆଧାରିତ ମୋଦି-୨୦ ଚିତ୍ର କଳା ପ୍ରଦର୍ଶନୀ ଆୟୋଜନ କରି କେନ୍ଦ୍ରାପଡ଼ା ଜିଲା…
କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବାଲିଯାତ୍ରା ବିକାଶର ବିଜୟର ବୈଜୟନ୍ତୀ
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଅନୁଷ୍ଠିତ ୭ମ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣି ମୁଖ୍ୟ ଅତିଥି, ଓଡିଶାର ସଭାପତି ସର୍ବ ଭାରତୀୟ ସାହିତ୍ୟ…
ଜାତୀୟ ପ୍ରେସ ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ
ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ। ଏହି ଦିନଟି ଗଣମାଧ୍ୟମର ସ୍ୱାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା। ଯଦିଓ…
ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ପାଳିତ
ପଟ୍ଟାମୁଣ୍ଡାଇ ୧୫/୧୧ -ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ଶୁକ୍ରବାର କଷଣଅଂଟା ବ୍ରାହ୍ମଣୀନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…
ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବବ୍ୟହାର ଓ ଗଣ୍ଡଗୋଳ ଘଟଣା
ପଟ୍ଟାମୁଣ୍ଡାଇ ୧୫/୧୧ କଳ୍ପତରୁ ନାୟକ- ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ ଦାବୀରେ ପଟ୍ଟାମୁଣ୍ଡାଇ ସରପଂଚ ଓ ସମିତି ସଭ୍ୟ ସଂଘ ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନ ଜାରି ରଖିଛନ୍ତି । ଶୁକ୍ରବାର ୩ୟ…










