Day: 21 December 2024

୬ ମହଲା କୋଠା ଭୁଶୁଡ଼ି ଚାପି ହୋଇଗଲେ ୪, ଅନେକ ଆହତ

ଚଣ୍ଡିଗଡ଼,୨୧୧୨- ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ତଳେ ଚାପି ହୋଇ ରହିଥିବା ଆଶଙ୍କା...

ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜନଗର ବିଜେଡିରୁ ୨ ନିଲମ୍ବିତ

କେନ୍ଦ୍ରାପଡା, ୨୧ା୧୨:ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ୱାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ ବିଜେଡିରୁ ନିଲମ୍ବିତ...

ରୁଦ୍ରାଣୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମସ୍ଥିତ ରୁଦ୍ରାଣୀ ପବ୍ଲିକ ସ୍କୁଲ ଏବଂ କିଡସ୍ ପ୍ଲେ ସ୍କୁଲର ମିଳିତ ଆନୁକୂଲ୍ୟରେ ୨୦ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ...

ଲଘୁଚାପ ବର୍ଷାରେ ଚାଷୀ ବେହାଲ

କେନ୍ଦ୍ରାପଡ଼ା, ୨୧ା୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷା ଲାଗି ରହିଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ...

ବୀରହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ

କେନ୍ଦ୍ରାପଡ଼ା, ୨୧ା୧୨: ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଦୁଇଶହରୁ...

ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀରେ ଜିଲ୍ଲାର ୪ ପ୍ରକଳ୍ପ ଜୋନସ୍ତରକୁ ମନୋନୀତ

କେନ୍ଦ୍ରାପଡା,୨୧ା୧୨: ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀ ବରଗଡ ଜିଲ୍ଲାର ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ତିନିଦିନଧରି ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ କେନ୍ଦ୍ରାପଡାର ୭ଟି ପ୍ରକଳ୍ପ...

ଷଣ୍ଢପଲ୍ଲୀରେ ବିଜେପି ମିଶ୍ରଣ ପର୍ବ

ପଟ୍ଟାମୁଣ୍ଡାଇ ତା ୨୧/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନଂ ୧ୱାର୍ଡରେ...

ବଳଭଦ୍ରପୁରରେ ଗାଁରେ ପ୍ରଶାସନ, ଅଭିଯୋଗ ଶୁଣାଣୀ

ପଟ୍ଟାମୁଣ୍ଡାଇ ୨୧/୧୨-ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରଶାସନ ଗାଁ ମୁହାଁ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ହରିହରାନନ୍ଦ ବାଳାଶ୍ରମରେ ପୁରାତନ ଛାତ୍ରସଂସଦ ମହାମିଳନ

ପଟ୍ଟାମୁଣ୍ଡାଇ ୨୧/୧୨-ପଟ୍ଟାମୁଣ୍ଡାଇ ହରିହରାନନ୍ଦ ବାଳାଶ୍ରମର ୨୦ବର୍ଷ ପୂର୍ତି ଉପଲକ୍ଷେ ପୁରାତନ ଛାତ୍ରସଂସଦ ପକ୍ଷରୁ ୨ୟ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ହରିହରା ନନ୍ଦ...

ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ : ୧୦ ଯାତ୍ରୀ ଆହତ

ପଟ୍ଟାମୁଣ୍ଡାଇ ୨୧/୧୨ -କଟକରୁ ଯାତ୍ରୀମାନଙ୍କୁ ନେଇ ମହାକାଳପଡା ଜମ୍ବୁ ଅଭିମୁଖେ ଯାଉଥିବା ‘ଉମାଶଙ୍କର’ ନାମକ ଯାତ୍ରୀବାହୀ ବସ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥିନା ବଟପଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ...

ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ନିସ୍ୱ

https://youtu.be/l7y96v9fNsw ପଟ୍ଟାମୁଣ୍ଡାଇ ୨୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ଗ୍ରାମରେ ଏକ ଘରେ ଶନିବାର ସକାଳେ ଅଗ୍ନି କାଣ୍ଡ ଘଟି ଗୋଟିଏ ପରିବାର ନିସ୍ୱ ହୋଇଯାଇଛନ୍ତି ।...