ଅଦିନିଆ ବର୍ଷା ଧୋଇ ନେଲା ବର୍ଷକର ଦାନା : ଧାନ କଚଡା ପାଣିରେ ଭାସୁଛି , ଚିନ୍ତାରେ ଚାଷୀ
ପଟ୍ଟାମୁଣ୍ଡାଇ ୨୨/୧୨ କ-ପଟ୍ଟମୁଣ୍ଡାଇ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ ମାତ୍ରାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ପାଣିରେ ପାଚିଲା ଧାନ ଲୋଟିରହିଛି । […]
