ଶ୍ରୀଧର ବେହେରା ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ
ପଟ୍ଟାମୁଣ୍ଡାଇ ୨୮/୧୨-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଧର ବେହେରାଙ୍କୁ ନିଯୁକ୍ତି ଦିଆଯାଇଚ୍ଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସରକାରୀ ଚିଠି ନଂ ୨୫୧/ପିଡବ୍ଲ୍ୟୁଡିସି ତା […]
