କେନ୍ଦ୍ରାପଡ଼ା,୧ା୪: କେନ୍ଦ୍ରାପଡ଼ାର ଗରାପୁରସ୍ଥିତ ସ୍ୱୟଂସିଦ୍ଧା ରିଶୋର୍ଟଠାରେ କେନ୍ଦ୍ରାପଡ଼ା ଲୋକସଭା ଆସନର ପୂର୍ବତନ ଆଶାୟୀ ଭାଜପା ପ୍ରାର୍ଥୀ ପ୍ରସନ୍ନ କୁମାର ପରିଡ଼ାଙ୍କ ଆବାହକତ୍ୱରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ମାର୍ଶାଘାଇ, ଆଳି, କେନ୍ଦ୍ରାପଡ଼ା, ଡେରାବିଶ ଆଦି ୧୧ଟିି ବ୍ଲକରୁ ଯୋଗଦେଇଥିବା ଶତାଧିକ ଦଳୀୟ କର୍ମୀ, ସଂଘ ଅନୁଗାମୀ ଓ ହିନ୍ଦୁତ୍ୱବାଦୀ ବୁଦ୍ଧିଜୀବୀମାନଙ୍କୁ ସେମାନଙ୍କ ଅକୁଣ୍ଠ […]
Year: 2024
କେନ୍ଦ୍ରାପଡ଼ା, ୧ା୪: ବୀରପ୍ରସବିନୀ ଓଡ଼ିଶା ମାଟିର ସୁଯୋଗ୍ୟ ବରପୁତ୍ରମାନେ ଥିଲେ ଦୂରଦ୍ରଷ୍ଟା । ସେମାନେ ବୁଝିଥିଲେ ହୃଦୟର ଭାଷା ଅର୍ଥାତ୍ ମାତୃଭାଷା ହେଉଛି ଆମ ଅତୀତର ଅସ୍ତିତ୍ୱ ପୁଣି ଆମ ଭବିଷ୍ୟତ । ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କଲେ ପାଠ ହୁଏ ସୁବୋଧ୍ୟ, ସହଜ ଓ ସରଳ । ତେଣୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସେମାନେ ଅତୀତରେ ଉଦ୍ୟମ କରିଥିଲେ […]
କେନ୍ଦ୍ରାପଡ଼ା, ୧ା୪: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ବିଜେପି ସଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ସନ୍ଦ୍ୟାରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ଭିକ୍ଷା କରିଛନ୍ତି । ବିଜେପି ସଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡା ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଦୁହୁରିଆସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ଏକ ଖୋଲା ଜିପରେ ଛିଡା ହୋଇ […]
ଉତ୍କଳ ଦିବସ ଓଡିଶା ରାଜ୍ୟ ର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟ ରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବା ର ମୂଳ ଉଦ୍ଦେଶ୍ୟ ହେଲା ଓଡିଆ ଭାଷା ଏବଂ ସଂସ୍କୃତି ର ପ୍ରତିଷ୍ଠା କୁ ମନେ ପକେଇବା ।ସ୍ୱତନ୍ତ୍ର ହୋଇଥିବା ଓଡିଶା ରାଜ୍ୟ ଏବଂ ତାର ସଂଘର୍ଷ ର କାହାଣି କୁ ଆମେ ଏହି ଦିନମନେପକାଉ । […]
କେନ୍ଦ୍ରାପଡା .ତା ୩୧.୦୩.୨୪ ବିଶିଷ୍ଟ ସମାଜବାଦୀନେତା ଗାନ୍ଧୀ ବିଚାରଧାରାର ପ୍ରବକ୍ତା ସ୍ୱାଧୀନଚେତା ସ୍ୱାଭିମାନୀ ବ୍ୟକ୍ତିତ୍ବ ଡା ଗଦାଧର ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଓ ସ୍ମରଣିକା “ସ୍ମରଣୀୟ ଗଦାଧର “ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଉଷାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମୁଖରେ ଡ଼ ଚକ୍ରଧର ଦାଶ ଙ୍କ ପୌରହିତ୍ୟ ଓ ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି […]
କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ-ଜମରାସ୍ଥିତ ମା’ମଙ୍ଗଳା ଉଚ୍ଚ ବିଦ୍ୟାପୀଠର ଆଦର୍ଶ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦ୍ଘାଟନ କରିଥିବା ବେଳେ ଓଷ୍ଟାର […]
କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ହାଇସ୍କୁଲଛକରେ ଆଜି ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ନାମରେ ଏକ ନୂତନ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ସ୍କୁଲକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଦି ଚାରିଟି ସିଟି ଟ୍ରଷ୍ଟର ଅଧ୍ୟକ୍ଷ ସୟଦ ଏସଦାନ ଅଲ୍ଲୀ(ଟିଚୁଭାଇ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ […]
କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା ଆଇନଜୀବୀ ରବିନାରାୟଣ ମହାନ୍ତିଙ୍କୁ ୨ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜେନା ୨୩୯ଟି ଭୋଟ ପାଇଥିବା ବେଳେ ଶ୍ରୀ ମହାନ୍ତି ୨୩୭ଟି ଭୋଟ ପାଇଥିଲେ । ସେହିପରି ସଙ୍ଘର ଉପସଭାପତି ଭାବେ ସୁଶ୍ରୀ କୁମାରୀ ନାୟକ ଓ ସାଧାରଣ ସମ୍ପାଦକ ଭାବେ […]
କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଣ୍ଡରା ଓ ଅମୃତମଣୋହି ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଣ୍ଡରା ସମ୍ମିଳନୀରେ ଚିତ୍ତରଞ୍ଜନ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅମୃତମଣୋହି ସମ୍ମିଳନୀରେ କୁଳମଣୀ ମଲ୍ଲିକ ସଭାପତିତ୍ୱ କରିଥିଲେ । ଏହି ଦୁଇ ପଞ୍ଚାୟତର କଂଗ୍ରେସ ସମ୍ମିଳନୀରେ ‘ଆମେ ବିଧାନସଭା ଯିବା’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ ଅଣ୍ଡରା ଓ ଅମୃତମଣୋହି […]
ନୂଆଦିଲ୍ଲୀ,୩୧ ।୩: ହାଇଦ୍ରାବାଦରେ ଶନିବାର ନାଲ୍ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ବିଚାରପତି ବି.ଭି ନାଗରତ୍ନା ବିମୁଦ୍ରୀକରଣ ପଦକ୍ଷେପକୁ ସମାଲୋଚନା କରି ରାଜ୍ୟପାଳଙ୍କୁ ସେମାନଙ୍କ କର୍ତବ୍ୟ କରିବାକୁ କହିବା ସହିତ ରାଜ୍ୟ ସରକାର ପୈଠ କରାଯାଉନଥିବା ବିଲ କୁ ନେଇ କୋଟକୁ ଯାଉଥିବା କେସେ ଉପରେ ପ୍ରଶ୍ନ କରିଛନ୍ତି । ନାଲ୍ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍ସବରେ […]
କେନ୍ଦ୍ରାପଡା-ଗତଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ରବିବାର ସକାଳୁ ସକାଳୁ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଆଜିି ଦିନ ୧୧ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମ ରହିଥିବା ବେଳେ ମଧ୍ୟହ୍ନ ପରେ ପ୍ରଚଣ୍ଡ ତାପ ଅନୁଭୁତ ହେଉଛି । ଏହା ଆହୁରି ୫ ଦିନ […]
କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ଦଳିତ ସାହି ପୋଖରୀରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ସେ ଗତ କାଲି ଶନିବାର ରାତିରୁ ନିଖୋଜ ଥିଲେ ମଧ୍ୟ ପୋଲିସ୍ ନିକଟରେ କୌଣସି ସୂଚନା ଦିଆଯାଇ ନଥିବାରୁ ରବିବାର ପାଣିରେ ଭାସୁଥିବା କେତେକ ଲୋକେ ଦେଖିଥିଲେ । ପରେ ଦମକଳ ବାହିନୀ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ସେ କଖାରୁଣି ଗ୍ରାମର ପତିତ […]
କେନ୍ଦ୍ରାପଡ଼ା, ୩୦ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ କର୍ମୀ ସମ୍ମିଳନୀ ଜିଲ୍ଲା ସଭାପତିଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳଙ୍କ ସଭାପତିତ୍ୱରେ ଗୋଗୁଆବଜାର ଠାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତର ଆଗଧାଡିର ବରିଷ୍ଠ ଦଳୀୟକର୍ମୀମାନେ ଯୋଗଦେଇ ଥିଲେ । ଦଳର ସଂଗଠନକୁ ମଜଭୁତ କରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀମାନଙ୍କୁ ପୂର୍ଣ୍ଣ ସମର୍ଥନ […]
କେନ୍ଦ୍ରାପଡା,୩୦ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଅଷ୍ଟଦଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ଇଞ୍ଜିନିଅର ଗୁଣନିଧି ତ୍ରିପାଠୀ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳସ୍ଥିତ ମହିମା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ. ତନ୍ମୟ କବି […]
କେନ୍ଦ୍ରାପଡ଼ା, ୩୦ା୩: ଗତ କିଛିଦିନ ହେବ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର କଟକ-ଦୁହୁରିଆ ରାସ୍ତାରେ ବହୁ ଦୁର୍ଘଟଣାରେ ହୋଇଛି । ଠିକ ସମୟରେ ଲୋକମାନେ ଆମ୍ବୁଲାନ୍ସ ସୁବିଧା ପାଇବାରୁ ବଞ୍ôଚତ ହେଉଛନ୍ତି । ତେଣୁ ଜମଧର ପଞ୍ଚାୟତ ସରପଞ୍ଚ ରାଜକିଶୋର ଖୁଣ୍ଟିଆ ନିଜସ୍ୱ ଉଦ୍ୟମରେ ପଞ୍ଚାୟତବାସୀଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ସୋ ଆରମ୍ଭ କରିଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଆମ୍ବୁଲାନ୍ସକୁ ପୂଜା କରାଯାଇଥିଲା । ଆମ୍ବୁଲାନ୍ସର […]
କେନ୍ଦ୍ରାପଡ଼ା, ୩୦ା୩: କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜା ରୋଷଣିରେ ଯୋଗ ଦେଇଥିଲେ । ଶୁକ୍ରବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡଠାରେ ଏକାଠି ହୋଇଥିଲେ । ଶନିବାର […]
• ରାଜନଗର, ପଟ୍ଟାମୁଣ୍ତାଇରେ ପୃଥକ୍ ବୈଠକ ପଟ୍ଟାମୁଣ୍ତାଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ବିଧାୟକ ଧ୍ରୁବଚରଣ ସାହୁଙ୍କୁ ନେଇ ଏବେ ରାଜନଗର ରାଜନୀତିରେ ହଟଚମଟ ଲାଗିରହିଛି । ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଂଶୁମାନଙ୍କୁ ଓ ରାଜନଗର ନିର୍ବାଚନମଣ୍ତଳୀରୁ ଟିକେଟ ଦେଇଛି। ମାତ୍ର, ଦୁଇନେତାଙ୍କ ସମର୍ଥକଙ୍କ ମଧ୍ୟରେ ଏଯାଏ ମିଳାମିଶା ହୋଇ ପାରୁନଥିବାରୁ ତାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିକରିଛି। ଏଭଳି ସ୍ଥିତିରେ ଆଜି ଉଭୟ […]
ନୂଆଦିଲ୍ଲୀ,୨୯/୦୩: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ୱାନ କରିଛି ଜାତିସଂଘ । କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ […]
କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂରତି ସ୍ଥାପନ ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ୨୭ତାରିଖରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ପଣ୍ଡିତ ଭୁବନେଶ୍ୱର ତ୍ରିପାଠୀଶର୍ମା, ମୁକ୍ତିମଣ୍ଡପର ପଣ୍ଡିତ ମହେନ୍ଦ୍ରନାଥ ଷଡଙ୍ଗୀ ଓ ପଣ୍ଡିତ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶନିବାର ଯଜ୍ଞାଧିବାସ, ମଣ୍ଡଳକରଣ, ଅଙ୍କୁରାରୋପଣ, ଦେବତା ଗର୍ଭାଧାନ […]
କେନ୍ଦ୍ରାପଡ଼ା,୨୯ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଲଣରେ ପ୍ରାୟ ୧୮ଟି ବିମାନ ବାଜା ବଜାଇ, […]
କେନ୍ଦ୍ରାପଡ଼ା, ୨୯ା୩: ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା’ ବାଲିପାଟଣା ସ୍ଥିତ ଲଛମନଜୀଉଙ୍କ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ଗାଳ୍ପିକ ମାତୃଦତ୍ତ ମହାନ୍ତି ଓ ଶିକ୍ଷାବିତ୍ ଶ୍ରୀଧର କୁମାର ଭୋଳ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ମନ୍ତ୍ର ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀ ଲଛମନଜୀଉଙ୍କ […]
କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ କାନୁଗୋ ଭବନରେ ବଳଦେବ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାକୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇ ପୂଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିସହିତ ଜଗଦିଶ […]
କେନ୍ଦ୍ରାପଡ଼ା ବ୍ଲକ ହରିହରାନନ୍ଦ ମାତୃଆଶ୍ରମ ପରିସରରେ “ଜ୍ଞାନପ୍ରଭା” ( gyana prava) ମିଶନ୍ ଆନୁକୂଲ୍ୟରେ ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଏକ ମାତୃ ସତ୍ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସହିତ ଗରାପୁରସ୍ଥିତ ଦିବ୍ୟ ଜୀବନସଂଘର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ସମର୍ପଣାନନ୍ଦ ଗିରି ଏବଂ ତ୍ରୀଜିବ ଦାସ ଯୋଗଦାନ କରି ମାତୃଶକ୍ତି ର ପରିବର୍ତ୍ତନ ରେ ସମାଜର ପରିବର୍ତ୍ତନ ସମ୍ଭବ ହୋଇପାରିବ […]
ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଶୁକ୍ରବାର ଅପରାହ୍ଣରେ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଟିକେଟ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାବାସୀଙ୍କର ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ […]










