କେନ୍ଦ୍ରାପଡ଼ା ୧୦/୧୧: ଅନ୍ତର୍ଜାତୀୟ ଚିତ୍ରକର୍ମଶାଳା ପଡୋଶୀ ଦେଶ ନେପାଳରେ ଆୟୋଜିତ ଡ୍ରିମସ୍କେପ ନେପାଳ-୨୦୨୫ କାଠମାଣ୍ଡୁ ସ୍ଥିତ ନେପାଳ ଆର୍ଟ କାଉନସିଲ ନେପାଳ ଆର୍ଟ ଗ୍ୟାଲେରୀଠାରେ ଚଳିତ ମାସ ୦୪ତାରିଖ ରୁ ୦୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଠାରେ ଆକାର ଡ଼େକୋର ସଂସ୍ଥା ଦ୍ୱାରା ଭାରତ, ନେପାଳ, ବାଙ୍ଗଲାଦେଶ ଓ ମରିସସରୁ ମନୋନୀତ ୧୦୦ ଜଣ ଚିତ୍ରଶିଳ୍ପୀ ମଧ୍ୟରେ କେନ୍ଦ୍ରାପଡ଼ାର କ୍ରୀଷ୍ଣା ଏକାଡେମୀ ଅଫ ଆର୍ଟ ଆଣ୍ଡ କଲ୍ଚରର […]

କେନ୍ଦ୍ରାପଡା,୧୦ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଷଷ୍ଠ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦାନକରି କହିଲେ ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ଏହାର ପୁନରୁଦ୍ଧାର ସହ କେନ୍ଦ୍ରାପଡା ବିକାଶ ଧ୍ୟେୟ ହେଉ । ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ସଂଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବରେ ପୂର୍ବତନ […]

କେନ୍ଦ୍ରାପଡା,୧୦ା୧୧: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନ କରିବାକୁ ଆସିଥିଲେ । ସେଠାରେ ସାଂସଦଙ୍କୁ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘର ବିଭିନ୍ନ ସମସ୍ୟା ଆଲୋକପାତ କରିଥିଲେ । ପାଞ୍ଚଜହାର ଫୁଟର ଏକ କନ୍‌ଫରେନସ୍ ହଲ୍ ଓ ‘ଇ’ […]