ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ



କେନ୍ଦ୍ରାପଡା,୮ା୧୨: କେନ୍ଦ୍ରାପଡା ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ, ଚିତ୍ରାଙ୍କନ ଓ ହସ୍ତକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂଜୟ କୁମାର ଆଚାର୍ଯ୍ୟ ରିଟାୟାଡ ତହସିଲଦାର ଏବଂ ସି. ଆର୍‌.ସିସି. ଜଝାଙ୍ଗ କ୍ଲଷ୍ଟରର ନିରୋଜା ନଳିନୀ ମହାନ୍ତି ଯୋଗଦେଇଥିଲେ । ସବୁ ଶ୍ରେଣୀର ପିଲା ମାନେ ଯୋଗଦାନ କରି ବହୁତ ଖୁସି ଅନୁଭବ କରିଥିଲେ । ଯେଉଁ ମାନେ ଯୋଗଦେଇ ନଥିଲେ ସେମାନେ ଅନ୍ୟମାନଙ୍କ ଠାରୁ ଦେଖି ଶିଖିଥିଲେ ପ୍ରୋଜେକ୍ଟ କେମିତି ତିଆରି ହୁଏ ଆମ୍ଭ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ବହୁତ ସହଯୋଗ କରି ପିଲାମାନଙ୍କୁ ଉତ୍ସାହ କରିଥିଲେ । ଅଭିଭାବକ ମାନଙ୍କୁ ବହୁତ ଧନ୍ୟବାଦ ସେମାନେ ପରିଶ୍ରମ କରି ପିଲାଙ୍କୁ ପ୍ରୋଜେକ୍ଟ ତିଆରି କରିବାରେ ସହଯୋଗ କରିଥିଲେ ।


Next Post

ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତୁତି ବୈଠକ

Mon Dec 8 , 2025
କେନ୍ଦ୍ରାପଡା, ୮/୧୨- ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କାଡର) ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଆସନ୍ତା ୧୫ ଡିସେମ୍ବରରେ ହେବାକୁ ଥିବା ବିକ୍ଷୋଭ ଓ ଧାରଣାକୁ ସଫଳ କରିବା ଉଦ୍ଦେଶ୍ୟରେ ମହାକାଳପଡା ବ୍ଲକର କେୟାରବବାଙ୍କ ଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟଙ୍କ ଅଧକ୍ଷତାରେ, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତରାୟ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ବ୍ଲକ […]

KANIKA