Month: September 2026

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଭାବପ୍ରବଣତା ଓ ମାନସିକ ସଶକ୍ତିକରଣ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌’ ଏବଂ ମନୋବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବପ୍ରବଣତା କଲ୍ୟାଣ, ମାନସିକ ସହନଶୀଳତା ଏବଂ ଆତ୍ମ-ସଚେତନତା ବୃଦ୍ଧି...

ଓକା ଓ ମୁର୍ଚ୍ଛନା ପକ୍ଷରୁ ଜାତୀୟ ସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ

କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ ଅଟୋ ଚାଳକ ମୃତ

କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦଣ୍ଡାମୁଣ୍ଡ ଛକରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଅଟୋ ଚାଳକ ହେଉଛନ୍ତି...

ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ

କେନ୍ଦ୍ରାପଡ଼ା,୧୯ା୯:ବିଶ୍ୱ ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୯ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହେଉଥିବା ଅବସରରେ ଶନିବାର ଆଶ୍ରମ...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କେନ୍ଦ୍ରାପଡାରେ ଗାନ୍ଧୀ କୁଇଜ ପ୍ରତିଯୋଗିତା, ୨୨୦୦ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

କେନ୍ଦ୍ରାପଡ଼ା,୧୯ା୯:ଗାନ୍ଧୀ ଆଦର୍ଶ ଓ ବିଚାରଧାରା ସହିତ ଉତ୍ତର ପିଢିଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ୯ ଗୋଟି ବ୍ଲକ ଓ ୨ ଟି ସହରାଞ୍ଚଳରେ ୫ ଟି...

କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ବନ୍ଧୁମିଳନ

କେନ୍ଦ୍ରାପଡ଼ା,୬ା୯:କେନ୍ଦ୍ରାପଡାରେ କଂଗ୍ରେସ ଦଳର ସଂଗଠନକୁ ମଜଭୁତ କରାଯିବ। ଦଳର ପ୍ରତ୍ୟେକ କର୍ମୀ ଜଣେ ଜଣେ ଯୋଦ୍ଧା। କେନ୍ଦ୍ରାପଡା ପୈାରାଞ୍ଚଳର ପ୍ରତ୍ୟେକ ୱାର୍ଡରେ କଂଗ୍ରେସ କର୍ମୀମାନେ ସକ୍ରୀୟ ହୁଅନ୍ତୁ...

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସପ୍ତଦଶ ସଂସ୍କୃତ ଦିବସ

କେନ୍ଦ୍ରାପଡା ୬/୯ : କେନ୍ଦ୍ରାପଡ଼ା ଜିଲ୍ଲାଉପକଣ୍ଠ ବଳଦେବ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ...

ଏସିଡ ଆକ୍ରମଣ ସମାଜ ପାଇଁ ଆହ୍ୱାନ, ସଚେତନତା, ସତର୍କତା ହି ସମାଧାନ ମଧ୍ୟସ୍ଥତା ମୋକଦମାର ତ୍ୱରିତ ସମାଧାନ

ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତିର ସଚେତନତା ପଟ୍ଟାମୁଣ୍ଡାଇ ତା ୬/୯- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ଏକ ନିଆରା ସଚେତନତା କାର୍ଯ୍ୟକ୍ରମ...

କେନ୍ଦ୍ରାପଡା ଜିଲ୍ଲାର ୧ଲକ୍ଷ ୭୦ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ୩୫କୋଟିରୁ ଅଧିକ ସିଏମ କିଷାନ ଯୋଜନାର ୫ମ କିସ୍ତି ପ୍ରଦାନ

କେନ୍ଦ୍ରାପଡ଼ା,୪ା୯:ରାଜ୍ୟର ଚାଷୀଙ୍କ ଆର୍ôଥକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏମ୍ କିଷାନ ଯୋଜନାର ରବି ଋତୁ ପାଇଁ ୫ମ...

ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ

କେନ୍ଦ୍ରାପଡ଼ା,୪ା୯:କେନ୍ଦ୍ରାପଡା ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ନୀତି ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାତ୍ର ଧୂପ ସମ୍ପନ୍ନ ପରେ ରତ୍ନସିଂହାସନରୁ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଭୋଗ ମଣ୍ଡପକୁ...

ସ୍କୁଲ ବାରଣ୍ଡାରେ ବସି ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା,୪ା୯: କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ସ୍କୁଲ ବାରଣ୍ଡାରେ ବସି ଆଜି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି ଦୃଶ୍ୟ ଏବେ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ...

ବନ୍ୟା ବିପନ୍ନଙ୍କୁ ଜୀବନ ବୀମା କର୍ମଚାରୀ ସଂଘର ରିଲିଫ୍ ବଣ୍ଟନ

ପଟ୍ଟାମୁଣ୍ଡାଇ, ତା ୧/୯- କଟକ ଡିଭିଜନ ଇନ୍ସ୍ୟୁରାନ୍ସ ଏମ୍ପ୍ଲୋଇଜ ଆସୋସିଏସନ( ସି ଡି ଆଇ ଏ )ଓ ଅଲ ଇଣ୍ଡିଆ ଇନ୍ସ୍ୟୁରାନ୍ସ ଏମ୍ପ୍ଲୋଇଜ ଆସୋସିଏସନ( ଏ ଆଇ...

ଉପର ମହଲା କାର୍ଯ୍ୟ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମାନ ସମାରୋହ ନେଇ ଆଲୋଚନା

କେନ୍ଦ୍ରାପଡ଼ା ଉର୍ଦ୍ଦୁ ଲାଇବ୍ରେରୀର ପଞ୍ଚମ ବାର୍ଷିକୀ ପାଳିତ କେନ୍ଦ୍ରାପଡ଼ା ୧/୯ : କେନ୍ଦ୍ରାପଡ଼ା ପୌରପାଳିକା ସ୍ଥିତ ଉର୍ଦ୍ଦୁ ଲାଇବ୍ରେରୀ ମ୍ୟାନେଜିଂ କମିଟିର ପଞ୍ଚମ ବାର୍ଷିକୀ ଉତ୍ସବ ଆନନ୍ଦ...

କେନ୍ଦ୍ରାପଡ଼ାରେ ଶ୍ରୀ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥ,

କେନ୍ଦ୍ରାପଡ଼ା,୧/୯: ସାରା ଭାରତ ବର୍ଷରେ ଧର୍ମ,ଶାନ୍ତି ଓ ପ୍ରେମର ବାର୍ଭା ବାଣ୍ଟୁଥିବା “ଶ୍ରୀ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥ” କେନ୍ଦ୍ରାପଡ଼ା ମାଟିରେ ପହଞ୍ଚଥିଲା । ଏକ...