ଆନ୍ତର୍ଜାତୀୟ

ମଦନପୁର କଟ୍ ରାସ୍ତାରେ ବୃକ୍ଷରୋପଣ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମଦନପୁର ବନ୍ୟା ଘେରିବନ୍ଧ ରାସ୍ତା ମଦନପୁର କଟ୍ ରେ ବୃକ୍ଷରୋପଣ କରାଯାଇଛି । ରାଜନଗର...

ଡକାୟତି ଅଭିଯୋଗରେ ଜଣେ ଗିରଫ

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ସଦରଥାନା ପୋଲିସ ମୁଖ୍ୟାତ ଡକାୟତ ମିର୍ଜାମେହେବୁବ ବେଗକୁ ଗିରଫ କରି କୋଟଚାଲାଣ କରିଛି । ତା ନାମରେ ୧୨ରୁ ଅଧିକ ମାମଲା ଅଛି...

ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ଧାରଣା

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତର ପଦବୀ ଓ ୬ ଜଣ ଏମ୍‌.ବି.ବି.ଏସ୍ ପଦବୀ ପୂରଣ ନିମନ୍ତେ ରାଜ୍ୟ...

ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ,...

ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା ତା.୭/୭: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ “ମୋ...

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡା ୭/୮- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧...

ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରମାଗତ ଭାବେ ହ୍ରାସ ପାଉଛି ଚାଷଜମି,କିସମ ପରିବର୍ତନ ହୋଇ ହେଉଛି ଘରବାଡି

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ...

୧୧ଦଫା ଦାବି ନେଇ କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର କଳାକାରମାନେ ୧୧ଦଫା ଦାବିପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା,...

ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟି କେନ୍ଦ୍ରାପଡା

କେନ୍ଦ୍ରାପଡା ୬/୮- କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ତାଙ୍କର ଆଦର୍ଶରେ ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ହୋଇଥିବା ବେଦପ୍ରକାଶ ଅଗ୍ରୱାଲା...

କେନ୍ଦ୍ରାପଡା ବାଲିଯାତ୍ରା-୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା ୬ା୮: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୩ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କରକମଳରେ ପୁସ୍ତକ ଲୋକାର୍ପଣ

କେନ୍ଦ୍ରାପଡା ୬/୮- ଓଡିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କରକମଳରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି...

ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩

କେନ୍ଦ୍ରାପଡ଼ା,୬ା୮ : କେନ୍ଦ୍ରାପଡା ଜିଲ୍ଲା ଚିତ୍ରଶିଳ୍ପୀ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ...

ଅଗଷ୍ଟ ୯ରେ ୪୮୮ ସଂଘର କ୍ରାନ୍ତି ସମାବେଶ ଡାକରା

କେନ୍ଦ୍ରାପଡା ଜିଲ୍ଲା ୪୮୮ ବର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ କର୍ମଚାରୀଙ୍କର ଏକ ଜରୁରୀ ପ୍ରସ୍ତୁତି ବୈଠକ ସଂଘର ସଭାପତି ରବି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।...

ପଟ୍ଟାମୁଣ୍ଡାଇ ଓଷ୍ଟା ତରଫରୁ ବ୍ଲକ କନଭେନସନ

ପଟ୍ଟାମୁଣ୍ଡାଇ ୫-୮-ପଟ୍ଟାମୁଣ୍ଡାଇ ବ୍ଲକ ବୋଧ ଗାଁ ଶ୍ରୀ ଶ୍ରୀ ପାଗଳ ବାବା ବାଳିକା ବିଦ୍ୟାଳୟ ପରିସରରେ ରାଜ୍ୟର ଅଗ୍ରଣୀ ଶିକ୍ଷା ସଂଗଠନ ଓଷ୍ଟା ତରଫରୁ ଶୁକ୍ରବାର ବ୍ଲକସ୍ତରୀୟ...

ବ୍ରାହ୍ମଣୀରେ ପ୍ରଥମ ବନ୍ୟା । ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ ବନ୍ୟାବିତ୍ପାତ ସାଙ୍ଗକୁ କୁମ୍ଭୀର ଆତଙ୍କରେ ଥରହର !

ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ  ସଚେତନତା ଅଭାବରୁ ବ୍ୟାପକ ଫସଲ ହାନୀ ପଟ୍ଟାମୁଣ୍ଡାଇ ୪ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ...

ଛୋଟଛୋଟ ପଥରକୁ ଭସାଇ ନେଉଛି ସ୍ରୋତ: ତଟ ଅସୁରକ୍ଷିତ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର  ହଂସୁଆ ନଦୀର କୂଳରୁ ଶନିବାର ଦିନ ଅତଡା ଧସିବା ଆରମ୍ଭ ହୋଇଥିଲା । ରବିବାର ମଧ୍ୟାହ୍ନରେ ପ୍ରାୟ ୧୫୦ପୂଟରୁ ଉର୍ଦ୍ଧ୍ୱ ବଡ...

ପ୍ଲାଷ୍ଟିକ୍‌ମୁକ୍ତ ଭାରତ ସ୍ଲୋଗାନ ପ୍ରହସନ ,ପୌରାଂଚଳର ବିଭିନ୍ନ ଜାଗାରେ ପଡିଛି ପ୍ଲାଷ୍ଟିକ,ପଲିଥିନ ଓ ଥର୍ମକୁଲ

ଦେଶକୁ ଆବର୍ଜନାମୁକ୍ତ କରିବାକୁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ପରିବେଶକୁ ଦୂଷିତ କରୁଥିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନମୁକ୍ତ କରିବା...

ଅନ୍ୱେଷଣ ଖବରର ପ୍ରଭାବ , ପଟ୍ଟାମୁଣ୍ଡାଇ ପୌରାଂଚଳରେ ବୁଲା ଗାଇଗୋରୁ ଧରା ଅଭିଯାନ ଜୋରଦାର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳର ବୁଲା ଗାଇଗୋରୁମାନେ ଇତସ୍ତତ ଭାବେ ଚାରିଆଡେ ବିଚରଣ କରିବା ନେଇ ଅନ୍ୱେଷଣ ପୋଟାଲରେ ଗତ ୨୫ ଜୁଲାଇରେ ଖବର ପ୍ରଶାରଣ ପରେ...

ପୋତିହୋଇଯିବ ପଟ୍ଟାମୁଣ୍ଡାଇ କେନାଲ, ଚାଲିଛି ନୂତନ ବାଇପାସ ରାସ୍ତା ନିର୍ମାଣ

                ପଡୁଛି ପଙ୍କୁଆମାଟି                 ଦୋହରା ଖସି ଶଯ୍ୟା ପୋତିହେଉଛି                 ଜଳସେଚନରେ ବାଧା ଅଶଙ୍କା କଟକ ଜଗତପୁର ଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ଓ ଗଣ୍ଡାକିଆ...

ଉପଭୋକ୍ତାବାଦୀ ସମାଜରେ ସମ୍ପର୍କ ଉପରେ ଭାରିପଡୁଛି ବଜାରବାଦ

ଆଜିର ଉପଭୋକ୍ତାବାଦୀ ସମାଜରେ ସବୁ ବସ୍ତୁ ବିକ୍ରୀ ହୋଇପାରିବ ଓ ବିକ୍ରୀ ହୋଇପାରୁଛି । କୁହାଯାଏ ଯେ ବଜାରର କୌଣସି ନିଜସ୍ୱ ନିୟମ ନାହିଁ । ଏଣୁ...

ମାର୍ଶାଘାଇରେ ଗୁଳିମାଡ,ଠିକାଦାରଙ୍କ ସୁପରଭାଜର ଗୁରୁତର

କେନ୍ଦ୍ରାପଡ଼ା,୨୯ା୭: ମାର୍ଶାଘାଇ ଅଞ୍ଚଳରେ ଦୁର୍ବୁତ୍ତ ଜନୈକ ଠିକାଦାରୀ ସଂସ୍ଥାର ସୁପରଭାଇଜର ଉପରକୁ ଗୁଳିମାଡ କରିଛନ୍ତି । ଆହାତ ଯୁବକ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର...

ब्रुहस्पति बार रात को मगरमच्छ ने नदि को खींच लियाथा, लापता युबक का सिर नदी में तैरता हुआ मिला

ଧୋୟାଂଚଳରେ ପୁଣି କୁମ୍ଭୀର ଆକ୍ରମଣ, ଜଣେ ନିଖୋଜ, ଅଂଚଳବାସୀ ଆତଙ୍କିତ : ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଝାମ୍ପି ନେଲା କୁମ୍ଭୀର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଘାଗରାଡିଆ ଗ୍ରାମର ଜନୈକ ବୃଦ୍ଧଙ୍କୁ ନିକଟରେ ଆକ୍ରମଣ କରି ମାରିଦେବା ଘଟଣା ଲୋକଙ୍କ ମନରୁ ନଲିନଥିବା ବେଳେ ପୁଣି ଆଜି ରାତି...

ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହେଉ :ଜନଶକ୍ତି ପାର୍ଟି

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୋଲିସ ଦମକଳ ଆଦି ବିଭିନ୍ନବର୍ଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପ୍ରଚଳନ କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ...