କେନ୍ଦ୍ରାପଡା ବିଜେଡିର କର୍ମୀ ସମ୍ମିଳନୀ, ବିକାଶ ବାର୍ତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ପର୍ଯ୍ୟବେକ୍ଷକଙ୍କ ଗୁରୁମନ୍ତ୍ର

28 April 2024 kanika odisha 0

କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଣ୍ଢରାଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ସଂଯୋଜକ ଦୂର୍ଗାଶିଷ ମହାନ୍ତିଙ୍କ ପୌରହିତ୍ୟ ଓ  ବରିଷ୍ଠ […]

ଭାରତରେ ଗରିବ ମାପକ ମାନଦଣ୍ଡରେ ପରିବର୍ତ୍ତନ , ଦାରିଦ୍ର୍ୟ ଦୂରୀକରଣର ନେଇ ତ୍ରୁଟିପୂର୍ଣ୍ଣ ଦାବି

28 April 2024 kanika odisha 0

(ରଶ୍ମିତା ସେଠୀ) ଦରିଦ୍ରତାଙ୍କୁ ନେଇ ଦୀର୍ଘଦିନ ହେଲା ଦେଶରେ ବିତର୍କ ଚାଲୁଥିବା ବେଳେ ଦରିଦ୍ର କାହାକୁ କୁହାଯିବ ଓ ସେମାନଙ୍କ ସଂଖ୍ୟା କେତେ ସେନେଇ ପ୍ରଶ୍ନ ଉଠୁଛି । କେଉଁ ସାମାଜିକ ଅର୍ଥନୈତିକ କାରଣରୁ […]

ବଡ଼ମୋହନପୁରରେ ବିଜେଡି ମିଶ୍ରଣ ପର୍ବ

27 April 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୋହନପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ […]

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳି ପୋଡି ପାଉଁଶ

27 April 2024 kanika odisha 0

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ଗାଙ୍ଗପଡା ଗ୍ରାମର ଅଶୋକ ଜେନାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଛାଳଘର ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ଧାନ, […]

ଶତ ପ୍ରତିଶତ ଭୋଟ୍‌ଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅନନ୍ୟ ପ୍ରୟାସ

27 April 2024 kanika odisha 0

କେନ୍ଦ୍ରାପଡ଼ା, ୨୭ା୪: ଶତ ପ୍ରତିଶତ ଭୋଟଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅନନ୍ୟ ପ୍ରୟାସ ଜାରି ରହିଛି । କେବେ ଡଙ୍ଗାରେ ନଦୀ ପାର ହୋଇ ଘରକୁ […]

ଭାଜପା ପ୍ରତି ସମର୍ଥନ ଉତ୍ସାହଜନକ : ଲଳିତ ବେହେରା

26 April 2024 kanika odisha 0

ଆଗାମୀ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରାପଡ଼ା ଲୋକସଭା ଓ ରାଜନଗର ବିଧାନସଭା ଆସନରେ ଭାଜପା ପ୍ରତି ଜନସମର୍ଥନ ଉତ୍ସାହଜନକ ବୋଲି ଆଜି ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ଭାରତିୟ ଜନତା ପାଟି ପକ୍ଷରୁ ଆୟୋଜିତ ଖବରଦାତା […]

କେନ୍ଦ୍ରାପଡା ଭାଜାପା ପ୍ରାର୍ଥୀ ଘୋଷଣା  ନେଇ ଅଡୁଆ ସ୍ଥିତି

26 April 2024 kanika odisha 0

କେନ୍ଦ୍ରାପଡା( ଲକ୍ଷ୍ମୀକାନ୍ତ ନାୟକ )କେନ୍ଦ୍ରାପଡା ଲୋକସଭାର ଭାଜପା ପ୍ରାର୍ଥୀ ତଥା ହେବି ୱେଟ୍ ନେତା କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ […]

ପାରା କ୍ରୀଡାବିତ୍‌ଙ୍କୁ ପୁନର୍ବାସ ପକ୍ଷରୁ ନିଉମୋସନ ମୋଟରାଇଜ ହୁଇଲ ଚେୟାର ପ୍ରଦାନ

26 April 2024 kanika odisha 0

କେନ୍ଦ୍ରାପଡା ୨୬/୪ – ଦୁର୍ଘଟଣା ବଶତଃ ଚଳନଶକ୍ତି ହରାଇଥିବା ମଣିଷ ଭିତରେ ପ୍ରତିଭାର ସୁପ୍ତ ପ୍ରାଚୁର‌୍ୟ୍ୟ ଅନାବିସ୍କୃତ ହୋଇ ରହିଥାଏ । ଯଦି ତାକୁ ପ୍ରୋତ୍ସାହନ ଓ ସହାୟକ ଗତିଶୀଳତା ମିଳେ ତେବେ ସେ […]

ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବର ବୃକ୍ଷରୋପଣ ମେଧାବୀ ଛାତ୍ର ଦ୍ୱାରା ବୃକ୍ଷରୋପଣ କରାଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଶଂସିତ

26 April 2024 kanika odisha 0

କେନ୍ଦ୍ରାପଡ଼ା, ୨୫ା୪:ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ,କୁଶିଆପାଳ ଇକୋ କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରାଲିନ୍ ଜେନା ସଭାପତିତ୍ୱ କରିଥିଲେ । ଗ୍ରୀଷ୍ମର […]

ପୁନର୍ବାସ ପକ୍ଷରୁ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ପ୍ରସଙ୍ଗରେ ସଚେତନତା ସଭା

26 April 2024 kanika odisha 0

କେନ୍ଦ୍ରାପଡା ୨୪/୪- ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମଙ୍କ ପାଇଁ କାର୍ଯରତ କେନ୍ଦ୍ରାପଡ଼ାର ସ୍ୱେଚ୍ଛାସେବୀ ସଂଗଠନ ପୁନର୍ବାସ ତରଫରୁ ମାଧପୁର ସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗ ‘ସୁଗମ ନିର୍ବାଚନ […]

ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇଥିବା ଡେରାବିଶ ବ୍ଲକର ପୂର୍ବତନ କିରାଣୀଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

25 April 2024 kanika odisha 0

କେନ୍ଦ୍ରାପଡ଼ା, ୨୪ା୪: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ଡିଲିଙ୍ଗ ଆସିଷ୍ଟାଣ୍ଟ ମାଧବ ଚରଣ ଆଚାର୍ଯ୍ୟଙ୍କୁ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ […]

ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ ସଚେତନତା

25 April 2024 kanika odisha 0

କେନ୍ଦ୍ରାପଡ଼ା, ୨୪ା୪: ଆସନ୍ତା ଜୁନ୍ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି । ତେଣୁ ଏହି ନିର୍ବାଚନରେ ଶତପ୍ରତିଶତ ଭୋଟ୍ […]

ଗୁଲନଗର ବୁଢାଗୋବିନ୍ଦଜୀୟୁଙ୍କ ଜମି ହଡପ ମାମଲା . ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ, ଜିଲ୍ଲାପାଳଙ୍କୁ ଅଭିଯୋଗ

25 April 2024 kanika odisha 0

କେନ୍ଦ୍ରାପଡ଼ା,୨୪ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀୟୁଙ୍କ ଜମି ଜବରଦଖଲ ମାମଲା ସୁପ୍ରିମକୋର୍ଟରେ ଚାଲୁଅଛି । ସୂଚନାଯୋଗ୍ୟ ଯେ ତିନିମୁହାଣୀସ୍ଥିତ ବୁଢାଗୋବିନ୍ଦଜୀୟୁଙ୍କ ଜମିକୁ କିଛି ଅସାଧୁ ବ୍ୟବସାୟୀ ଜବରଦଖଲ କରି ବହୁଦିନ ହେବ […]

ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ପାଳିତ

23 April 2024 kanika odisha 0

କେନ୍ଦ୍ରାପଡା,୨୩ା୪: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ […]

ଏସ୍‌.ୟୁ.ସି.ଆଇ(ସି) ପାର୍ଟି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀଙ୍କୁ ସହଯୋଗ ପାଇଁ ସାମ୍ବାଦିକ ସମ୍ମିଳନୀ

23 April 2024 kanika odisha 0

  କେନ୍ଦ୍ରାପଡ଼ା, ୨୩ା୪: ଏସ୍‌.ୟୁ.ସି.ଆଇ(ସି) ପାର୍ଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ସହରର ହାଇସ୍କୁଲ ଛକ ନିକଟସ୍ଥ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ କମ୍ୟୁନିଷ୍ଟ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସୈାଭାଗ୍ୟ କେତନ ସାମଲଙ୍କୁ ସହଯୋଗ […]

ସରସ୍ୱତୀ ସରକାରୀ ହାଇସ୍କୁଲରେ ନିରାପତା ଏବଂ ସୁରକ୍ଷା ସମ୍ପର୍କିତ କର୍ମଶାଳା : ଇକୋ କ୍ଲବର ବୃକ୍ଷରୋପଣ କାର୍ଯ୍ୟକ୍ରମ

23 April 2024 kanika odisha 0

କେନ୍ଦ୍ରାପଡ଼ା, ୨୩ା୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିରାପତା ଓ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ […]

ଭୋଟ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ

23 April 2024 kanika odisha 0

ନଦୀ ପରି ଭୋଟଦାନର ସଚେତନତା ବାର୍ତା ବହିଯାଉ ପ୍ରାଣରୁ ପ୍ରାଣକୁ ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ ଉଜ୍ଜ୍ୱଳି ଉଠୁ ପ୍ରତିଟି ହୃଦୟରେ  ଶତ ପ୍ରତିଶତ ଭୋଟ୍‌ଦାନ କରି ଗଣତାନ୍ତ୍ରିକ ଅଧିକାରକୁ ସୁନିଶ୍ଚିତ କରିବାକୁ […]

ପଟ୍ଟାମୁଣ୍ଡାଇ ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

23 April 2024 kanika odisha 0

ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ -କେନ୍ଦ୍ରାପଡ଼ା ଲୋକସଭା ଭାଜପା ପ୍ରାର୍ଥୀ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ପଟ୍ଟାମୁଣ୍ଡାଇରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ବେଲତଳ ଗ୍ରାମକୁ ଯାଇ କାଉନସିଲର ଗୋପୀବଲ୍ଲଭ ନାୟକଙ୍କ […]

ବିଶ୍ୱ ଧରିତ୍ରୀ ଦିବସରେ ପ୍ଲାଷ୍ଟିକ ସଚେତନତା

23 April 2024 kanika odisha 0

ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ – ବିକାଶ ସାଥୀ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ କସ୍ତୁରୀ କଳା ନିକେତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । […]

ଗାଁ ସାଥୀଙ୍କ ସାଂଗଠନିକ କର୍ମଶାଳା , ଆସନ୍ତା ମଇ୨୨ରେ ହେବ ଶପଥ ସମାବେଶ

23 April 2024 kanika odisha 0

କେନ୍ଦ୍ରାପଡ଼ା, ୨୨ା୪: ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶ ଶାଖାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘର ସଭାପତି ଅନିଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀ […]

ବିଜେପିରେ ଯୋଗଦେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ

22 April 2024 kanika odisha 0

କେନ୍ଦ୍ରାପଡା,୨୨ା୪ : କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଶୁଣା ଯାଉଛି । ଭାରତୀୟ […]

ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ

22 April 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପ୍ରଭୁ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ ହୋଇଯାଇଛି । ପୁରୀ ଗୋବର୍ଧନ ପୀଠର ସନ୍ଥ ସଂରକ୍ଷକ ସ୍ୱାମୀ […]

ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ : ପ୍ରଶାସନ ପକ୍ଷରୁ ହେଉନାହିଁ ଯାଂଚ , ବୋତଲ ପାଣି ଠାରୁ ସୁରେଇ ପାଣି ଭଲ

22 April 2024 kanika odisha 0

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଥିରୁ ନିସ୍ତାର ମିଳିପାରିନାହିଁ । ଉପକୂଳ ଓଡ଼ିଶା କେନ୍ଦ୍ରାପଡା ଜିଲାରେ ଆଜିବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିଛି । ଅସହ୍ୟ ଗରମ ଯୋଗୁ ଲୋକେ ଯେତେ […]

ସାନନୟନ ପୁରରେ ହନୁମାନ ଜୟନ୍ତୀ

22 April 2024 kanika odisha 0

କେନ୍ଦ୍ରାପଡା ୨୧/୪- ତେଣ୍ଡାକୁଡା ପଞ୍ଚାୟତର ସାନନୟନ ପୁର ଗ୍ରାମରେ ହନୁମାନଜୀଉଙ୍କ ଦ୍ୱାଦଶତମ ବାର୍ଷିକ ଜନ୍ମୋସ୍ଥବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହନୁମାନ ଜୟନ୍ତୀ ଉପଲକ୍ଷେ ସକାଳୁ ଗ୍ରାମବାସୀଙ୍କ ଦ୍ୱାରା କଳସୀଯାତ୍ରା କରାଯାଇଥିଲା । […]