ଆମ୍ବେଦକରଙ୍କ ପ୍ରତି ଗୃହମନ୍ତ୍ରୀଙ୍କ ଅପମାନସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦମୀ ପାର୍ଟିର ବିକ୍ଷୋଭ

ଆମ୍ବେଦକରଙ୍କ ପ୍ରତି ଗୃହମନ୍ତ୍ରୀଙ୍କ ଅପମାନସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦମୀ ପାର୍ଟିର ବିକ୍ଷୋଭ

କେନ୍ଦ୍ରାପଡ଼ା, ୨୦ା୧୨: ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ସରକାରୀ ହାଇସ୍କୁଲ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଓ ଜିଲ୍ଲାପାଳଙ୍କ…
ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପଟାମୁଣ୍ଡାଇ୨୦/୧୨ - ପଟାମୁଣ୍ଡାଇ ଅଞ୍ଚଳର ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୁରାତନ ଛାତ୍ର ସଂସଦ ପ୍ରତିଷ୍ଠାତା ସମ୍ପାଦକ ତଥା ରେଭେନସା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବୈଷ୍ଣବ ଚରଣ ସି°ହ ଓ…
ପୌର ପରିଷଦର ବୈଠକ ॰ ଜଳ ନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନ ତାଲିକା

ପୌର ପରିଷଦର ବୈଠକ ॰ ଜଳ ନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନ ତାଲିକା

ପଟ୍ଟାମୁଣ୍ଡାଇ ୨୦/୧୨- ପଟ୍ଟାମୁଣ୍ଡାଇ ପୌର ପରିଷଦର ବୈଠକ ଶୁକ୍ରବାର ପୌର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ପୌର…
ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୨୦ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଦଣ୍ଡାମୁଣ୍ଡ ଛକସ୍ଥିତ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସ ପକ୍ଷରୁ ଏକ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ଅଟୋମାଲିକ ଓ ଚାଳକମାନେ…
୨୨ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ନିମନ୍ତେ ଜିଲ୍ଲାପାଳଙ୍କ ସହ ଆଲୋଚନା

୨୨ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ନିମନ୍ତେ ଜିଲ୍ଲାପାଳଙ୍କ ସହ ଆଲୋଚନା

କେନ୍ଦ୍ରାପଡା୨୦/୧୨- କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୨ତମ ସଂସ୍କରଣ…
ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା, କୂଶ ପୁତଳିକା ଦାହ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା, କୂଶ ପୁତଳିକା ଦାହ

ପଟ୍ଟାମୁଣ୍ଡାଇ ୨୦/୧୨ - ଆମ୍ବେଦକରଙ୍କ ନାମ ନେବା କଂଗ୍ରେସ ଦଳ ପାଇଁ ଏକ ଫେସନରେ ପରିଣତ ହୋଇଯାଇଛି। ଯଦି ସେମାନେ ଭଗବାନଙ୍କ ନାମ ଏତେ ଥର ନେଇ ଥାନ୍ତେ ତା’ହେଲେ ସେମାନେ ସାତ ଜନମ ପାଇଁ ସ୍ୱର୍ଗରେ ସ୍ଥାନ ପାଇଯା’ନ୍ତେ ବୋଲି…
ଛାତ୍ରକୁ ଛୁରି ଭୁସିଲା ଛାତ୍ର ; ହସ୍‌ପିଟାଲରେ ଭର୍ତି

ଛାତ୍ରକୁ ଛୁରି ଭୁସିଲା ଛାତ୍ର ; ହସ୍‌ପିଟାଲରେ ଭର୍ତି

ପଟ୍ଟାମୁଣ୍ଡାଇ ୨୦/୧୨ -ଦୁଛ ଛାତ୍ରଙ୍କ ମଧ୍ୟରେ ଝଗଡା ଝାଟିରୁ ଜଣେ ୟୁପି ସ୍କୁଲ ଛାତ୍ରକୁ ଆଜି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏହି ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଦୁଇ ଛାତ୍ର…
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଚାଷୀ ପ୍ରଶିକ୍ଷଣ ଶିବିର

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଚାଷୀ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା, ୧୯ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ବୁଧବାର ଆରମ୍ଭ ହୋଇଥିବା ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଗୁରୁବାର ପୂର୍ବାହ୍ନରେ ଏକ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା…
ପ୍ରଜ୍ଞାମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ

ପ୍ରଜ୍ଞାମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ

କେନ୍ଦ୍ରାପଡ଼ା, ୧୯ା୧୨ : ପ୍ରଜ୍ଞାମିଶନ ଆନୁକୂଲ୍ୟରେ ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଗୀତା ଜ୍ଞାନଯଜ୍ଞ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ…
ପଟ୍ଟାମୁଣ୍ଡାଇ ପୌର ପରିଷଦ ବିଜେଡି ଡିଜିଟାଲ ସଭ୍ୟ ତାଲିମ

ପଟ୍ଟାମୁଣ୍ଡାଇ ପୌର ପରିଷଦ ବିଜେଡି ଡିଜିଟାଲ ସଭ୍ୟ ତାଲିମ

ପଟ୍ଟାମୁଣ୍ଡାଇ ୧୯/୧୨ -ବିଜୁଜନତା ଦଳର ସୁପ୍ରିମ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ତତ୍ୱାବଧାନରେ ଏବଂ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ଉପସ୍ଥିତିରେ ପୌରାଂଚଳର ଆଗଧାଡିର ନେତୃତ ସମେତ…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜାତୀୟ ପେନସନ ଦିବସ ପାଳିତ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜାତୀୟ ପେନସନ ଦିବସ ପାଳିତ

କେନ୍ଦ୍ରାପଡା,୧୯ା୧୨:କେନ୍ଦ୍ରାପଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଜାତୀୟ ପେନସନ୍ ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି । ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ୍ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ପାରାଦୀପ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ ପ୍ରଦୀପ…
ଚୂଲି ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

ଚୂଲି ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା,୧୯ା୧୨: ଚୂଲିରେ ରୋଷେଇ କରୁଥିବା ବେଳେ ଶାଢୀରେ ଆକସ୍ମିକ ଭାବେ ନିଆଁ ଲାଗି ପୋଡ଼ିଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ୍‌ର ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ନଚ୍ଛିପଡ଼ା ଗ୍ରାମର ପ୍ରଶାନ୍ତ କୁମାର ପରିଡ଼ାଙ୍କ ପତ୍ନୀ ମାନସୀ ପରିଡ଼ାଙ୍କର…
ନାଟ୍ୟ ମହୋତ୍ସବରେ ପ୍ରକାଶ ପାଇବ “ଆମ ରଙ୍ଗମଞ୍ଚ”

ନାଟ୍ୟ ମହୋତ୍ସବରେ ପ୍ରକାଶ ପାଇବ “ଆମ ରଙ୍ଗମଞ୍ଚ”

କେନ୍ଦ୍ରାପଡା ୧୯/୧୨- କେନ୍ଦ୍ରାପଡ଼ାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଅବସରରେ ଏକ ସତନ୍ତ୍ର ତଥ୍ୟଭିତ୍ତିକ ପତ୍ରିକା “ଆମ ରଙ୍ଗମଞ୍ଚ” ପ୍ରକାଶ ପାଇବାକୁ ଯାଉଛି। ନାଟକର ସର୍ବ ଭାରତୀୟ ସଂକ୍ଷିପ୍ତ ଆକଳନଠାରୁ ଆରମ୍ଭ କରି ଆଧୁନିକ…
ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡ଼ା, ୧୯ା୧୨: ଆଜି କେନ୍ଦ୍ରାପଡ଼ା ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜାତୀୟ ଭଲିବଲ୍ ଖେଳାଳୀ ଶେଖ୍ ନିଜାମ୍ ଅଲ୍ଲୀ କୃତି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ…
ଫେଲ ମାରିଛି ଗ୍ରାମାଂଚଳ ଆଲୋକିକରଣ ବ୍ୟବସ୍ଥା , ଅଚଳ ବତୀକୁ ସଚଳକରିବାକୁ ଦାବୀ

ଫେଲ ମାରିଛି ଗ୍ରାମାଂଚଳ ଆଲୋକିକରଣ ବ୍ୟବସ୍ଥା , ଅଚଳ ବତୀକୁ ସଚଳକରିବାକୁ ଦାବୀ

ପଟ୍ଟାମୁଣ୍ଡାଇ ୧୨/୧୨ - କେନ୍ଦ୍ରାପଡା଼ ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଅନ୍ଧାରରେ ଯିବାଆସିବା କରୁଛନ୍ତି । ଗାଁ ଦାଣ୍ଡ ଆଲୋକିକରଣ ପାଇଁ ରାଜ୍ୟ ସରକାର…
ସରକାର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ମୋଚନ କରିବାରେ ବିଫଳ

ସରକାର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ମୋଚନ କରିବାରେ ବିଫଳ

ପଟ୍ଟାମୁଣ୍ଡାଇ ୧୮/୧୨ - କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ପ୍ରଗତି ରଥର ସାରଥି ଶ୍ରମିକମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି। ଦୀର୍ଘ ବର୍ଷର କାର୍ଯ୍ୟ କୁଶଳତା ସତ୍ୱେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି। ଆବଶ୍ୟକ…
ଖୋଲିନି ଧାନ ମଣ୍ଡି: ଚିନ୍ତାରେ ଚାଷୀ

ଖୋଲିନି ଧାନ ମଣ୍ଡି: ଚିନ୍ତାରେ ଚାଷୀ

ହେଉଛି ଅଭାବି ଧାନ ବିକ୍ରୀ ସମ୍ପାଦକଙ୍କ ମନମାନିରେ ଅବହେଳିତ ସମବାୟ ସମିତି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ପଟ୍ଟାମୁଣ୍ଡାଇ ୧୬/୧୨ କୃଷି ପ୍ରଧାନ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ସମୟରେ ଧାନଚାଷ ପର୍ଯ୍ୟାପ୍ତ ପରିମାଣରେ ହୋଇଛି ।ବିଭିନ୍ନ ସ୍ଥାନରେ ଖରିଫ୍‌ଧାନ…
ସରକାରୀ ଅଙ୍କୁଶ ନାହିଁ ଗଢ଼ିଉଠୁଛି କୋଚିଂ ସେଂଟର

ସରକାରୀ ଅଙ୍କୁଶ ନାହିଁ ଗଢ଼ିଉଠୁଛି କୋଚିଂ ସେଂଟର

ଘରୋଇ ସ୍କୁଲ ମୁହାଁ ଅଭିଭାବକ ଅଗ୍ନିନିରାପନ ବ୍ୟାବସ୍ଥା ରହୁନି ବିପଦମୁକ୍ତ ନୁହେଁ ଆବାସିକ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲାର ୨ୟ ବୃହତମ ସହର ଭାବେ ପରିଗଣିତ ପଟ୍ଟାମୁଣ୍ଡାଇ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମାଳ ମାଳ ବେଆଇନ କୋଚିଂ…
ଧୋୟାଂଚଳର ବିଶିଷ୍ଟ ଚିକିତ୍ସକ ଶତ୍ରୁଘ୍ନ ନାଥଶର୍ମାଙ୍କ ଶ୍ରାଦ୍ଧବାର୍ଷିକୀ

ଧୋୟାଂଚଳର ବିଶିଷ୍ଟ ଚିକିତ୍ସକ ଶତ୍ରୁଘ୍ନ ନାଥଶର୍ମାଙ୍କ ଶ୍ରାଦ୍ଧବାର୍ଷିକୀ

ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ଚିକିତ୍ସକ ସମାଜସେବୀ ଶତ୍ରୁଘ୍ନ ନାଥଶର୍ମାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ଭରତ ଚନ୍ଦ୍ର ନାଥଶର୍ମାଙ୍କ ପୌରହିତ୍ୟରେ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ରବି ରଞ୍ଜନ…
ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗ ହେଉଛି ଏକମାତ୍ର ଯୋଗ, ଯାହା ମାନବର ରୂପାନ୍ତର ଓ ଦିବ୍ୟଜୀବନ ପ୍ରତିଷ୍ଠାର ଆସ୍ଥାରଖେ ,ଶ୍ରୀମା’ ଶ୍ରୀ ଅରବିନ୍ଦଙ୍କ ୩୦ତମ ବାର୍ଷିକ ପାଠଚକ୍ର ସମ୍ମିଳନୀ

ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗ ହେଉଛି ଏକମାତ୍ର ଯୋଗ, ଯାହା ମାନବର ରୂପାନ୍ତର ଓ ଦିବ୍ୟଜୀବନ ପ୍ରତିଷ୍ଠାର ଆସ୍ଥାରଖେ ,ଶ୍ରୀମା’ ଶ୍ରୀ ଅରବିନ୍ଦଙ୍କ ୩୦ତମ ବାର୍ଷିକ ପାଠଚକ୍ର ସମ୍ମିଳନୀ

ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସଂସାରଫଳ ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୩୦ତମ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମା’ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପାର୍ପଣ ସହ ନୀରବ ଧ୍ୟାନ ଓ ଅର୍ଗାନ ମ୍ୟିଜିକ ମଧ୍ୟମରେ ଧ୍ୟାନ, ପାର୍ଥନା, ଦୁର୍ଗାସ୍ତ୍ରୋତ୍ର ସହିତ ପୁସ୍ତକଚିନ୍ତନ…
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ବିୟୋଗ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ବିୟୋଗ

କେନ୍ଦ୍ରାପଡ଼ା, ୧୮ା୧୨ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ତପନ କୁମାର ପରିଡାଙ୍କ ହୃଦଘାତ ଜନିତ କାରଣରୁ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ୧୯୯୦ ମସିହାରେ ଶିକ୍ଷିତ ଚପରାଶି ଭାବରେ…
ଜିଲ୍ଲାସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ

ଜିଲ୍ଲାସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ

କେନ୍ଦ୍ରାପଡ଼ା, ୧୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ…
ଜିଲ୍ଲାସ୍ତରୀୟ ସିନିୟର ଆନ୍ତଃ କ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ , ସୁପର ଲିଗ ମ୍ୟାଚରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ

ଜିଲ୍ଲାସ୍ତରୀୟ ସିନିୟର ଆନ୍ତଃ କ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ , ସୁପର ଲିଗ ମ୍ୟାଚରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ

କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ଏକାଦଶ ମ୍ୟାଚ୍‌ରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ ହୋଇଛି। ବୁଧବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ…
କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା,୧୮ା୧୨:ଜାତୀୟ ପେନସନ୍ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କର ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପେନ୍‌ସନ୍‌ଧାରୀଙ୍କଠାରୁ ଶୃଙ୍ଖଳିତ ଭାବରେ ବାର୍ଷିକ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଉତ୍ତମ ସେବା…