କେନ୍ଦ୍ରାପଡ଼ା,୯ା୧୨: ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡ଼ା ଜିଲ୍ଲାଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂଗଠନର ସଭାପତି ଦୟାନିଧି ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ସଙ୍ଘ ପତାକା ଉତ୍ତୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦଘାଟକ ଭାବେ ବରିଷ୍ଠ ଶିକ୍ଷାବିତ୍ ଅବନୀ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ପୁଣ୍ୟାତ୍ମା ବନମାଳୀ ବ୍ରହ୍ମଚାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ […]

ପଟ୍ଟାମୁଣ୍ଡାଇ ୯/୧୨- ପଟ୍ଟାମୁଣ୍ଡାଇ ଅଂଚଳରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ରମାନେ ଦୀର୍ଘ ୯ ମାସ ହେଲା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ଦରମା ଦାବୀ କରି ସେମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଏ ସମ୍ପର୍କରେ ସେମାନେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ତୁରନ୍ତ ଦରମା ପାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ […]

କେନ୍ଦ୍ରାପଡ଼ା,୯ା୧୨: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା ଦିବସ […]

କେନ୍ଦ୍ରାପଡା, ୯ା୧୨: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଫିସ୍‌ରେ ୨୦୧୮ ମସିହାରୁ ୪୦୦୦ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଛାତ୍ରବୃତ୍ତି ଆବେଦନପତ୍ର, ୧୭୦୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ କନ୍ୟା ବିବାହ ସହାୟତା ପାଇଁ ଦରଖାସ୍ତ ଓ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁକାଳୀନ ସହାୟତା ଲାଗି ଦରଖାସ୍ତମାନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଛି । ୨୦୨୩-୨୪ ଆର୍ôଥକ ବର୍ଷରେ ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସେମାନଙ୍କ ଜିଲ୍ଲାରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କର ସହାୟତା ରାଶି ପ୍ରଦାନ କରିଥିବା […]

କେନ୍ଦ୍ରାପଡ଼ା,୯ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍‌ର ଚତୁର୍ଥ ଦିବସରେ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ଓ ଶ୍ରୀ କ୍ଷେତ୍ରପାଳ ସ୍ପୋଟିଂ ୟୁନିଅନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କ୍ଷେତ୍ରପାଳ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୩୯ ଓଭରରେ ୨୩୪ରନ କରି ଅଲଆଉଟ ହୋଇଥିଲା । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ୧୦ ଓଭରେ […]

ପଟ୍ଟାମୁଣ୍ଡାଇ ୯ା୧୨: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ନିକଟସ୍ଥ ଜୟହିନ୍ଦ୍ ଉଚ୍ଚ ବିଦ୍ୟାଳୟରେ ୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଚର୍ତୁଭୁଜ ରାଉତ, କାଳନ୍ଦି ମହାରଣାଙ୍କ ସମେତ ପ୍ରଦୀପ୍ତ ବିଶ୍ୱାଳ, ଗୁରୁଚରଣ ବିଶ୍ୱାଳ, ଭାସ୍କର ମଲ୍ଲିକ, ରଞ୍ଜିତ ସାହୁ, କୈଳାସ ସେଠୀ, ପ୍ରଦୀପ ମଲ୍ଲିକ ପ୍ରମୁଖ […]

ପଟ୍ଟାମୁଣ୍ଡାଇ ୮/୧୧ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ “ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନଚର୍ଯ୍ୟା”ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପିକା ଶାନ୍ତି ସିଂହଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଜେକେବିକେ କଲେଜ ପ୍ରଫେସର ଅନନ୍ତକିଶୋର ଜେନା ମୁଖ୍ୟଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ବିଜୟ ଲଷ୍ମୀ ଦାଶ ମୁଖ୍ୟବକ୍ତା, ମଦନପୁର ୟୁକେ ମହାବୀର କଲେଜ […]

କେନ୍ଦ୍ରାପଡ଼ା,୮ା୧୨: ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ସ୍ୱର୍ଗତ ଗୁରୁଚରଣ ଦାସଙ୍କ ଚର୍ତୁଦଶତମ ଶ୍ରାଦ୍ଧ ବାର୍ଷିିକୀ ସମାରୋହ ରବିବାର କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ […]

କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍‌ର ତୃତୀୟ ଦିବସରେ ବାଲାବାବା କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବାଲାବା କ୍ଲବ କେନ୍ଦ୍ରାପଡା ଟାଇଗର୍ସ କ୍ଲବକୁ ୩୭ରନରେ ପରାସ୍ତ କରିଥିଲା । ବାଲାବାବା କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ୬ ଉଇକେଟ ପତନରେ […]

ପଟ୍ଟାମୁଣ୍ଡାଇ ୮/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଦଳିତସାହିର ଏକ ପୋଖରୀରେ ବୁଡ଼ି ୪ ବର୍ଷର ଶିଶୁ ପୁତ୍ରର ମୁତ୍ୟୁ ହୋଇଛି।ମୃତ ଶିଶୁ ହେଲେ ଶଶିକାନ୍ତ ମଳିକଙ୍କ ଶିଶୁପୁତ୍ର ପ୍ରଭୁପାଦ ମଳିକ (୪) ବୋଲି ଜଣାପଡିଛି ।ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଛି । ପ୍ରକାଶ ଯେ ପ୍ରଭୁପାଦ ରବିବାର ମଧ୍ୟହ୍ନ ଖାଦ୍ୟଘରେ ଖାଇ ସାରିବା ପରେ ବାଡି ପଛ ପଟ୍ଟକୁ ଯାଇଥିଲା । ବାଡ଼ି ପଛକୁ ଯାଇଥିବା […]

ପଟ୍ଟାମୁଣ୍ଡାଇ ୭/୧୨-ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ-୨୦୨୪ ନରସିଂହପୁର ପଂଚାୟତ ଅନ୍ତର୍ଗତ ଅଠରବାଟିଆ ବଜ୍ର ମା କାଳୀ ହାଇସ୍କୁଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସ୍ୱରେ ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ମୁଖ୍ୟଅତିଥି, ଓଷ୍ଟା କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସମ୍ପାଦକ ତପନ କୁମାର ସିଂହ ମୁଖ୍ୟବକ୍ତା, ବଜ୍ର ମା କାଳୀ […]

  କେନ୍ଦ୍ରାପଡା ତା୮/୧୨ – ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ଅର୍ଥ ମୋଟ ୩୧୦୦/- ଟଙ୍କା ପ୍ରଦାନ ନିମନ୍ତେ ବରଗଡ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଯାହାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର […]

କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସର ଚତୁର୍ଦଶ କ୍ୟାମ୍ପୋରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠରେ ରବିବାର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପୋରୀକୁ ଉଦଘାଟନ କରି ସ୍କାଉଟସ ଓ ଗାଇଡସ୍ ଶିବିରାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ସେବା, ସ୍ୱଛତା, ଶୃଙ୍ଖଳା, ସଂସ୍କୃତି ଓ ପରମ୍ପରା ସହିତ ବିଶ୍ୱ ଭାତୃଭାବ ସୃଷ୍ଟି କରିବା ଉପରେ ପରାମର୍ଶ […]

କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡା ସେଣ୍ଟ ଯୋସେଫ ସ୍କୁଲ ପରିସରରେ ବାର୍ଷିକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଫାଦର ନବକିଶୋର ଦିଗଲଙ୍କ ସଭାପତିତ୍ୱରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀମାନଙ୍କ ସଫଳ ଭବିଷ୍ୟତ ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପିଲାମାନଙ୍କର ବାଣିଜ୍ୟ ପ୍ରତି ଆଗ୍ରହକୁ ଉତ୍ସାହିତ କରିଥିଲେ । […]

କେନ୍ଦ୍ରାପଡ଼ା,୬ା୧୨: ଆଜି କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ ହୋଇଯାଇଛି । ଜିଲ୍ଲା ସଂଘ ସମ୍ପାଦକ ଶୁଭାଶୀଷ ସେନାପତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କାଉନସିଲର ତଥା ଯୁବ ନେତା ରଞ୍ଜିତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ବିଜେପି ଯୁବନେତା ତଥା ଏମ୍‌ପିଙ୍କ ପ୍ରତିନିଧି […]

କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଚକ୍ରପୁର ଗ୍ରାମରେ ଆଜି କୁମ୍ଭକାରମାନଙ୍କର ଗଣପର୍ବ କୁରାଳ ପ-୍‌ଚମୀ ମହାସମାରୋହରେ ପାଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା କୁମ୍ଭକାର ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯର୍୍ୟକ୍ରମରେ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ପାରମ୍ପରିକ ରୀତିନିତିରେ ଲକ୍ଷ୍ମୀନାରାୟଣଙ୍କ ପୂଜା ବିଧାନ କରାଯାଇ ପର୍ବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ବେହେରା, ବାମଦେବ ବେହେରା, ଦାମୋଦର ବେହେରା, ଦଇତାରୀ ବେହେରା, କ୍ଷୀରୋଦ […]

ପଟ୍ଟାମୁଣ୍ଡାଇ ତା ୬/୧୧- ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ଓ କେନ୍ଦ୍ରାପଡ଼ା କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ “ଆକାଡେମିଆ ଇଣ୍ଡଷ୍ଟ୍ରି ଇଣ୍ଟରଫେସ ଓ ସସଷ୍ଟେନବୁଲ ଏନଭିରନମେଣ୍ଟ ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୁଳପତି ଓ ବର୍ତମାନର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ରତନ […]

ପଟ୍ଟାମୁଣ୍ଡାଇ ତା ୬/୧୨- ପଟ୍ଟାମୁଣ୍ଡାଇ ଦଳିତ ଜାତିସଂଘ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ ଭୀମ ରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସଭାପତି କଳ୍ପତରୁ ମଲିକଙ୍କ ପୌରହିତ୍ୟରେ ଦଳିତ ଜାତି ସଂଘ କାର୍ଯ୍ୟାଳୟରେ ଆୟୋଜିତ ସଭାରେ କଂଗ୍ରେସ ଦଳିତ ସେଲ ଜିଲ୍ଲା ଅଧକ୍ଷ ସର୍ବେଶ୍ୱର ସେଠୀ,ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସଭାପତି ବିଷ୍ଣୁ ମଲିକ,ସୁମନ୍ତ ମାଝୀ, ଉତ୍ତମ ମଲିକ,ଖଗେଶ୍ୱର ମଲିକ, ବାବାଜୀ ମଲିକ,ଦିଲ୍ଲୀପ ମଲିକ, ଆଦିକନ୍ଦ ଜେନା, […]

ପଟ୍ଟାମୁଣ୍ଡାଇ ତା ୬/୧୨ -ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ ଭି ଆର ଆମ୍ବେଦକରଙ୍କ ୬୯ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରହିତ୍ୟରେ ସ୍ଥାନୀୟ ବାଇପାସ ଠାରେ ଆୟୋଜିତ ସ୍ମୃତି ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, […]

କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ବାରୋ ଠାରୁ ପଥରକଣୀ ରାସ୍ତାରେ ଏକ ସଡକ ଦୂର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପୈାରାଞ୍ଚଳ ଅଧିନ ୧୧ନମ୍ବର ୱାର୍ଡର ଅଧିବାସୀ ସେକ ତଇ ତୁଲ୍ଲା(୫୩) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୬ ଟା […]

କେନ୍ଦ୍ରାପଡ଼ା,୬ା୧୨: ପୂର୍ବରୁ ଅଣ୍ଡାମାଡ଼ କରାଯାଇଥିବା ଚର୍ଚ୍ଚିତ ତଥା ବିବାଦୀୟ କେନ୍ଦ୍ରାପଡା ବ୍ଲକ ବିଡିଓ ବନ୍ଦନା ଖଟୁଆ ସଂପୂର୍ଣ୍ଣ ପୋଲିସ ସୁରକ୍ଷା ବଳୟ ଭିତରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ ପରିତ୍ୟାଗ କରିଛନ୍ତି। ପୁନର୍ବାର ତାଙ୍କୁ ଅଣ୍ଡାମାଡ଼ କରାଯିବାର ଆଶଙ୍କା କରି ସେ ପୋଲିସ ସୁରକ୍ଷା ଲୋଡିଥିଲେ। ଫଳରେ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ପୋଲିସ ସୁରକ୍ଷା ବଳ ମୁତୟନ ହୋଇଥିଲେ। କେନ୍ଦ୍ରାପଡ଼ା ଟାଉନ୍ ଥାନା ପକ୍ଷରୁ ପୂର୍ବାହ୍ଣ ୧୧ଟାରୁ କେନ୍ଦ୍ରାପଡ଼ା ବ୍ଲକ […]

କେନ୍ଦ୍ରାପଡ଼ା, ୬ା୧୨: ବସପୁର ବାଲି ଖାଦାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଓ ଖଣି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ଉଭୟ ଗୋଷ୍ଠୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ଅନୁଯାୟୀ କେନ୍ଦୁଝରର ଯୋଗେନ୍ଦ୍ର ବେହେରା ଏହି ବାଲି ଘାଟରୁ ବାଲି ଉଠାଇବା ପାଇଁ ଅନୁମତି ନେଇଛନ୍ତି। କିନ୍ତୁ ସେ ନିଜେ ବାଲି ନଉଠାଇ ଜଣେ ବ୍ୟକ୍ତିଙ୍କୁ କ୍ଷମତାପତ୍ର(ପାୱାର ଅଫ୍ ଆଟର୍ଣ୍ଣି)ପ୍ରଦାନ […]

କେନ୍ଦ୍ରାପଡ଼ା,୫ା୧୨: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ତ୍ରିଦିବସୀୟ ସାମାଜିକ ଲିଙ୍ଗଗତ ସମତା ଆଧାରିତ କାର୍ଯ୍ୟକ୍ରମ “ବର୍ଣ୍ଣାଳୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ୟ କୁମାର ବାରିକ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି […]

ପଟ୍ଟାମୁଣ୍ଡାଇ ୫/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଠାରେ ନୀଳାଚଳ ସାରସ୍ୱତ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ ଓ ଭକ୍ତ ସମାବେଶ ଅନୁଷ୍ଠିତ ହୋଇଯାଇଛି I ପୁରୀ ନୀଳାଚଳ ସାରସ୍ୱତ ସଂଘ ପ୍ରତିନିଧି ଶରତ ସିଂହଦେଓ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ପାଦପଦ୍ମ ରେ ନୈବେଦ୍ୟ ଅର୍ପଣ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଓଉପଦା ଆଶ୍ରମ ପରିଚାଳକ ମୁରଲୀଧର ଜେନାଙ୍କ ପୌରହିତ୍ୟ ରେ ଆୟୋଜିତ ସମ୍ମିଳନୀରେ ପ୍ରାକ୍ତନ ପ୍ରଶାସକ ଡ଼ […]