
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡରେ ବିଜେଡି ସଂଗଠନକୁ ଅଧିକ ସୁଦୃଢ କରିବା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ୱାର୍ଡ ନଂ -୧ ଶଙ୍କର ନାୟକ, ୱାର୍ଡନଂ -୨ ତାପସ ପ୍ରଧାନ ୱାର୍ଡ ନଂ -୩ ସୁମନ୍ତ ପାତ୍ର, ୱାର୍ଡ ନଂ -୪ ଦିଲ୍ଲୀପ ସାହୁ. ୱାର୍ଡ ନଂ -୫ ଭରତ ନାୟକ, ୱାର୍ଡ ନଂ-୬ ପଦାରବିନ୍ଦ ସାହୁ. ୱାର୍ଡ ନଂ ୭-ଶ୍ରୀକାନ୍ତ ରାଉତ, ୱାର୍ଡନଂ -୮ ଅଭିରାମ ସ୍ୱାଇଁ, ୱାର୍ଡ ନଂ -୯ ସୁରେନ୍ଦ୍ର ଗିରି, ୱାର୍ଡନଂ -୧୦ ମଳୟ ମଲିକ, ୱାର୍ଡ ନଂ -୧୧ ରଂଜିତ ମଲିକ, ୱାର୍ଡ ନଂ- ୧୨ ଅଶୋକ ଧଳ, ୱାର୍ଡନଂ -୧୩ ବିଭୁତି ଦାଶ, ୱାର୍ଡ ନଂ- ୧୪ ତ୍ରିଲୋଚନ ସାହୁ, ୱାର୍ଡନଂ -୧୫ ରଶ୍ମିରଞ୍ଜନ ପାଢ଼ୀ, ୱାର୍ଡ ନଂ -୧୬ ହରଗୋବିନ୍ଦ ଦାଶ, ୱାର୍ଡ ନଂ -୧୭ ଦିଗାମ୍ବର ମିଶ୍ର, ୱାର୍ଡନଂ -୧୮ ପ୍ରଶାନ୍ତ ସାହୁ, ୱାର୍ଡ ନଂ-୧୯ ବାରେଣୀ ସେଠୀ ଓ ୱାର୍ଡନଂ ୨୦ ରାଜୀବଲୋଚନ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା ପ୍ରକାଶ କରିଛନ୍ତି । ସମସ୍ତ ୱାର୍ଡ ପର୍ଯ୍ୟବେକ୍ଷକମାନେ ନିଷ୍ଠାର ସହ କାର୍ଯ୍ୟ କରି ଦଳର ସଂଗଠନକୁ ଅଧିକ ସୁଦୃଢ କରିବାକୁ ପରାମର୍ଶ ଦିଆଯାଇଛି ।











