କେନ୍ଦ୍ରାପଡ଼ା, ତା୨୮/୦୮: ଅଦମ୍ୟ ସାହସ ଓ ନିର୍ଭୀକତାର ପରିଚୟ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱର୍ଗତ ସୁଦର୍ଶନ ସ୍ୱାଇଁ ଏବଂ ସ୍ୱର୍ଗତ ସରୋଜ କୁମାର ଦାସଙ୍କୁ ମିଳିବ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର । ଜାତୀୟ କ୍ରୀଡ଼ା ଦିବସ (ଅଗଷ୍ଟ୨୯)…
Month: August 2023
ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ
ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରଫେସର ଭରତ ପାତ୍ର, ପ୍ରଫେସର କୈଳାଶ ପାତ୍ର, ପ୍ରାଧ୍ୟାପକ ଗୋଲକ ମହାରଣା, ପଣ୍ଡିତ ତ୍ରୈଲୋକ୍ୟ…
ଧୋୟାଂଚଳ ବିଜେଡିର ବନ୍ଧୁମିଳନ
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳର ଦାଣ୍ଡିସାହି ଠାରେ ଆଜି ଧୋୟାଂଚଳ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ ଓ ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର…
ଶ୍ରୀ ବିନୋଦବିହାରୀ ମନ୍ଦିରରେ ଝୁଲଣ ଯାତ୍ରା
କେନ୍ଦ୍ରାପଡ଼ା,୨୭/୮: ଆଜି ପବିତ୍ର ଶ୍ରାବଣ ଶୁକ୍ଳ ଏକାଦଶୀ ଉପଲକ୍ଷେ କେନ୍ଦ୍ରାପଡା ସହର ଗଣାମାହାଲସ୍ଥିତ ଶ୍ରୀ ବିନୋଦବିହାରୀ ମନ୍ଦିରରେ ରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ସନ୍ଧ୍ୟା ଆଳତୀ ବଢିବା ପରେ ରାଧାକୃଷ୍ଣଙ୍କୁ ଭୂଷିତ କରାଯାଇ ଝୁଲଣ ମଣ୍ଡପକୁ…
ବୃକ୍ଷରୋପଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡାର ସ୍ୱାଧିନତା ସଂଗ୍ରାମୀ ଦୁର୍ଯ୍ୟୋଧନ ପଣ୍ଡା ସ୍ମୃତି କମିଟି ତରଫରୁ ସ୍ମୃତି କମିଟିର ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଗରାପୁରସ୍ଥ କାଳୀ ମନ୍ଦିରଠାରୁ କୋଠିଛକ ଯାଏ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…
ଧୋୟାଞ୍ଚଳ ବିଜେଡି ବନ୍ଧୁମିଳନକୁ ନେଇ ରାଜନୈତିକ ଭୁକମ୍ପ
ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ରାଜନୈତିକ ବାତାବରଣ ଧୀରେ ଧୀରେ ସରଗରମ ହେବାରେ ଲାଗିଛି । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଠାରେ…
କେନାଲରେ ପର୍ଯ୍ୟପ୍ତ ପରିମାଣରେ ପାଣି ଅଛି ; କ୍ଷେତରେ ପହଁଚି ପାରୁନି
ଉପର ମୁଣ୍ଡ ଜମି ଶୁଖିଲା ପଡିଛି ଖାଲୁଆ ଜମିରେ ପାଣି ଲହରି ମାରୁଛି ଡ୍ରେନେଜ ନାଳ ପୋତି ହେଲାଣି କାଡା କେନାଲର ସତା ନାହିଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚଳିତ ଖରିଫ୍ ଚାଷ ବିଳମ୍ବରେ ଆରମ୍ଭ ହୋଇଛି ।…
“ଫେରିଆସ ଡାକ୍ତର” ପୁସ୍ତକ ଉନ୍ମୋଚିତ ଓ ସ୍ମୃତି ସଭା
କେନ୍ଦ୍ରାପଡ଼ା, ୨୭ା୮: ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ନିସ୍ୱାର୍ଥପର ସେବକ ଡାକ୍ତର…
ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ସଙ୍କଳନ ଉନ୍ମୋଚିତ
କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ…
ଶ୍ରୀକ୍ଷେତ୍ରରୁ ବଡଭାଇଙ୍କ ପାଇଁ ତୁଳସୀକ୍ଷେତ୍ର ଆସିଲା ପାଟ୍ଟରାକ୍ଷୀ
କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ ଲୀଳା କରୁଛନ୍ତି । ସେଥିମଧ୍ୟରେ ଭାଇ ଓ ଭଉଣୀର ଅତୁଟ ପ୍ରେମ ବନ୍ଧନର…
କୋଇଲା ବୋଝେଇ ଗାଡି ଜବତ, ଚାଳକ ଫେରାର
କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ…
ତିନି ୱାରେଣ୍ଟି ଗିରଫ
କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ସଦରଥାନା ପୋଲିସ ଆଜି ତିନି ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କଦଳୀବାଡି ଗ୍ରାମର ବାପା ପୁଅ ଓ ମା କୁ ଏକ ବଧୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ…
କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତେଜିଲା
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଫେସର ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ…
ମାଇଁ ଏନ୍.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ “ହର ଘର ଏକ ପୌଧା” ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର ଏକ ପୌଧା” ଅନ୍ତର୍ଗତ ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
ଜାଲିଆତି ଓ ଠକେଇ ଶେଷରେ ମହଙ୍ଗା ପଡ଼ିଲା ନବଯୁଗ ଇନଫୋଟେକ୍ ର ଜିଲ୍ଲା ମୁଖ୍ୟ ଓ ସହଯୋଗୀ ଗଲେ ଜେଲ୍
କେନ୍ଦ୍ରାପଡା, ୨୬ା୮ – କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ମିଥ୍ୟା ତଥ୍ୟ ଓ ଜାଲି କାଗଜପତ୍ର ଦେଖାଇ ଚଂଚକତା ଉପାୟରେ ଅନୁମତି ନେବା ସହିତ ଡିଜିଟାଲ ଡୋର ନମ୍ବର କରିବା ଆଳରେ ଲୋକଙ୍କୁ ଠକେଇ କରିବା ଶେଷରେ ନବଯୁଗ ଇନଫୋଟେକ ପ୍ରାଇଭେଟ ଲିମିଟେଡ…
ବଡ଼ଭାଇ ମାଡ଼ଖାଉଥିବା ଦେଖି ବିରୋଧ କରିବା କାଳ ହେଲା,ସାନଭାଇକୁ ଲୁହାରଡ୍ରେ ପିଟି ମାରିଦେଲେ ଦୁର୍ବୁତ୍ତ
କେନ୍ଦ୍ରାପଡ଼ା,୨୬ା୮: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଡ଼ଭାଇକୁ କେତେଜଣ ଦୁର୍ବୁତ୍ତ ମାରୁଥିବା ଦେଖି ସାନଭାଇ ପ୍ରତିରୋଧକରିଥିଲେ । ଯାହାର ପରିଣାମସ୍ୱରୂପ ଦୁର୍ବୁତ୍ତମାନେ ତାଙ୍କୁ ଲୁହାରଡ୍ରେ ପିଟିପିଟି ମାରିଦେଇଛନ୍ତି । ଅଭିଯୋଗ…
ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ହତ୍ୟାକାରୀ ନୀତି ପାଇଁ ସି.ପି.ଆଇ.ର ଲଢେଇ ଡାକରା
କେନ୍ଦ୍ରାପଡ଼ା, ୨୫ା୮: ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ମାରଣ ନୀତି ପାଇଁ ସି.ପି.ଆଇ. ଲଢେଇ ଡାକରା ଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.)ର କେନ୍ଦ୍ରାପଡା ଜିଲ୍ଲା ପରିଷଦ ବୈଠକ ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଭାପତି ସାଥି ବାବାଜୀ…
ପାଟନାଳିରେ ପସିଲା କୁମ୍ଭୀର, ଆତଙ୍କରେ ସାଧାରଣ ଲୋକେ କୁମ୍ଭୀରକୁ ଧରିବାକୁ ଆସି ବନବିଭାଗ ବିଫଳ
ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବ ନଗର ଗ୍ରାମ ପାଖ ଏକ ପାଟ ନାଳିରେ ଗୁରୁବାର ସଂନ୍ଧ୍ୟାରେ ଏକ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନବିଭାଗକୁ ଖବର ଦେଇଥିଲେ । ଆଜି ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରକୁ ଉଦ୍ଧାର କରବାକୁ…
ଅଷ୍ଟମ ଦିନରେ ପଞ୍ଚାୟତ ଅଧିକାରୀ ସଂଘର ଧାରଣା
କେନ୍ଦ୍ରାପଡ଼ା, ୨୫ା୮: ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁଇ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ସେହି ଧାରଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ…
କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡିର ଟିମ୍ ଘୋଷିତ
କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ସୁପାରିଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଜିଲ୍ଲା ସଭାପତି- ରୋସନା ସାହୁ, ଉପସଭାପତି- ଲତିକା ସାହୁ, ବୈଜୟନ୍ତୀବାଳା ଲେଙ୍କା, କବିତା…
ମଦନପୁର କଲେଜ ୪୩ତମ ପ୍ରତିଷ୍ଠା ଦିବସ,ଶିକ୍ଷା ହେଉଛି ବିକାଶ ଓ ପରିବର୍ତନର ମାର୍ଗଦର୍ଶକ
ଶିକ୍ଷା ହେଉଛି ବିକାଶ ଓ ସାମାଜିକ ପରିବର୍ତନର ମାର୍ଗଦର୍ଶକ ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜର ୪୩ତମ ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତା ସ୍ୱର୍ଗତ ବୈକୁଣ୍ଠ ପ୍ରଧାନଙ୍କ ପ୍ରତିମର୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ…
ଚନ୍ଦ୍ରଯାନ-୩ ସଫଳତା ପଛରେ ପଟ୍ଟାମୁଣ୍ଡାଇର ଯୁବ ବୈଜ୍ଞାନିକ. ଛୁଟୁଛି ଶୁଭେଚ୍ଛାର ସୁଅ
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ବୁଧବାର ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଏହି ଅବିସ୍ମରଣୀୟ ସଫଳତା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଦେଶର କୋଣ ଅନୁକୋଣରୁ ଧନ୍ୟବାଦର ସୁଅ ଛୁଟୁ ଥିବାବେଳେ ଇସ୍ରୋରେ ବୈଜ୍ଞାନିକ ଫ୍ଲାଇଙ୍ଗ ଜୋନ୍ରେ…
चंद्रयान-3 की चंद्रमा पर सफल लैंडिंग: इसरो को बधाई
चंद्रयान-3 की सफल लैंडिंग के बाद इसरो को साभिने बधाई भेजे। भारत ने चंद्र मिशन को सफलतापूर्वक पूरा कर एक बड़ा इतिहास रचा है। प्रधानमंत्री नरेंद्र मोदी ने इस उपलब्धि…










