କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ସୃଷ୍ଟି କରିବା ଏବଂ ଗଣପାଣ୍ଠି ସଂଗ୍ରହ ଅଭିଯାନ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହରରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ସ୍ୱାଇଁ, ସେକ ଜଲାଲଉଦ୍ଦିନ, ସୁହାନା ବିବି, ତନୁଜା ଥାପ୍ପା ପ୍ରମୁଖ ସାମିଲ ହୋଇ ମେଡିକାଲ କଲେଜ ଦାବି ପ୍ରତି କେନ୍ଦ୍ରାପଡା ସହରର ବ୍ୟବସାୟୀ ଭାଇମାନଙ୍କ ସହଯୋଗ କାମନା କରିବା ସହିତ ଗଣପାଣ୍ଠି ସଂଗ୍ରହ କରିଥିଲେ ।
kanikanews.in
Next Post
ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ
Fri Sep 22 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ହାଇସ୍କୁଲର ଶିକ୍ଷକ ତଥା ସାହିତ୍ୟିକ ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ “ପ୍ରଜ୍ଞାଦୂତ “କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ରାଜଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉତ୍କଳ କାଳିଦାସ ପଣ୍ଡିତ ପ୍ରବୋଧ ମିଶ୍ର,ଡା ଦିନବନ୍ଧୁ ମହାରଣା, ପ୍ରକାଶକ ନିମାଇଁ ଭୂୟାଁ, ପଣ୍ଡିତା ଶଶୀକଳା ମିଶ୍ର, ପିଆରଓ ରକ୍ଷକ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ […]

KANIKA
- 7 months ago
ଚୂଲି ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ
- 10 months ago
ପଟ୍ଟାମୁଣ୍ଡାଇ କଲେଜ ପ୍ରାଥମିକ ଚିକିତ୍ସା ତାଲିମ ଶିବିର
- 2 years ago
ମୋଦିଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ସମୂହ ଦୀପଦାନ
- 2 years ago
ଦକ୍ଷତା ବିକାଶ ପରାମର୍ଶ ଶିବିର