केंन्द्रापड़ा, 29.2023 : भीतरकनिका राष्ट्रीय उद्यान के अंदर मगरमच्छों की संख्या में वृद्धि केंन्द्रापड़ा जिले के लिए आतंक बन गया है।जून-जुलाई 2 माइनामे नदी के आसपास के क्षेत्र से 4 लोगों की जान चली गयी । केंद्रापडा जिले छोडकर मगरमच्छ का आतंक अब बाहरी जिलों में भी देखने को मिल […]

पट्टामुंन्डाई 27.7- हाल ही में ओडिशा की केंद्रापडा जिले के घागराडिया गांव के एक वृद्ध पर मगरमच्छ  ने हमला कर उसकी हत्या करने की घटना अभी लोगों के मनसे उतरी नहीं है, वहीं ब्राह्मणी नदिमें आज रात 8  ब्जे शौच करने गए कुलसाही गांव के एक युवक पर मगरमच्छ के […]

आधुनिकीकरण पर हर साल करोड़ों रुपये खर्च किये जाते हैं ब्लॉक अध्यक्ष ने सरकारी अनुदान निवेश पर सवाल उठाए पट्टामुंन्डाई – ओडिशा राज्य सरकार ने मरीजों की बेहतर सेबा के लिए कई प्रकर कदम उठाए हैं। हालाँकि, पट्टामुंन्डाई उप-जिला स्तरीय अस्पताल बहु समस्याओं से जूझ रहा है। यह उपजिला स्तरीय […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଘାଗରାଡିଆ ଗ୍ରାମର ଜନୈକ ବୃଦ୍ଧଙ୍କୁ ନିକଟରେ ଆକ୍ରମଣ କରି ମାରିଦେବା ଘଟଣା ଲୋକଙ୍କ ମନରୁ ନଲିନଥିବା ବେଳେ ପୁଣି ଆଜି ରାତି ୮ ଟା ସମୟରେ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା କୂଳସାହି ଗ୍ରାମର ଜନୈକ ଯୁବକଙ୍କୁ କୁମ୍ଭୀର ଆକ୍ରମଣ କରି ନଦୀ ମଧ୍ୟକୁ ଝାମ୍ପି ନେବା ଘଟଣା ସମଗ୍ର ଧୋୟାଂଚଳରେ ଆଲୋଡନ ସୃଷ୍ଟି କରିଛି । ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା […]

केंद्रपाड़ा 25:7 बताया गया है कि पट्टामुंड।ई ग्रामीण थाना क्षेत्र में पूर्व दुश्मनी और कालाजाडू के संदेह में एक व्यक्ति की पीट-पीट कर हत्या कर दी गयी. स्थानीय पुलिस ने इस संबंध में मामला दर्ज कर लिया है , और घटना की जांच कर रही है. पता चला है कि […]

यह कहना गलत नहीं होगा कि जिस तरह से दुनिया में कैंसर के मरीजों की संख्या बढ़ रही है, यह धीरे-धीरे एक महामारी का रूप लेती जा रही है। एक स्वास्थ्य रिपोर्ट के अनुसार, कैंसर अकेले पूर्वी भूमध्य क्षेत्र में हर साल ४.५ मिलियन से अधिक लोगों की जान लेता […]

भुवनेश्वर, 26/07 लाखों गरीबों लोगोकि प्रधानमंत्री आवास योजना बंद करने केलिये भाजपा की साजिश का पर्दाफाश हो गया है। बीजू जनता दल ने आरोप लगाया कि ओडिशा भाजपा के वे षडयंत्रकारी नेता आज फिर आवास योजना की बात कर घड़ियाली आंसू रो रहे हैं. आवास योजना को लेकर भाजपा नेता […]

केंद्रपाड़ा जिले के पट्टामुंडई पीड्ब्ळूडी डिवीजन के अंतर्गत अल्वा-गंड।किया 9 किमी लंबी सड़क के दोनों ओर जंगल बंण वृक्षों से भरा पड़ा है। | इसके कारण यातायात के दौरान आए दिन छोटी-मोटी दुर्घटनाएं होती रहती हैं। जब सांप और विषैले सांप घोंसला बनाते हैं तो वे रात में सड़क के […]

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୋଲିସ ଦମକଳ ଆଦି ବିଭିନ୍ନବର୍ଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପ୍ରଚଳନ କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ନଥିବାରୁ ବହୁ ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନ ବେଳେ ନାନାଦି ଅସୁବିଧା ସୃଷ୍ଟି ହେଉଛି । ବହୁ କ୍ଷେତ୍ରରେ ସରକାରୀ ଅଧିକାରୀମାନେ ରାଜ୍ୟ ରାଜକୋଷରୁ ଦରମା ନେଇ କାର୍ଯ୍ୟରେ ଅନୁପସ୍ଥିତ ରହିବା, […]

କେନ୍ଦ୍ରାପଡ଼ା ୨୫/୭: ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବି ଏସ୍‌କେ)ର ଆୟୁସ ଡାକ୍ତର ମାନେ ନିଜର ନାର୍ଯ୍ୟ ଦାବି ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡାରେ ନିୟୋଜିତ ଆୟୁସ ଡାକ୍ତର ମାନେ କଳା ବ୍ୟାଜ ପିନ୍ଧି କାମ କରୁଥିବା ଜଣା ପଡିଛି । ଜିଲ୍ଲା ସଂଘର ସଭାପତି ଡ. ଶାରଦା କର ଓ ସମ୍ପାଦକ ଡ. ଶରଣୀ ରଞ୍ଜନ ସାମଲ ଓ ଜିଲ୍ଲା […]

ପଟ୍ଟାମୁଣ୍ଡାଇ ୨୫ା୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତର ୧୫ନମ୍ବର ୱାର୍ଡର ବାସିନ୍ଦାମାନେ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବୀରେ ଆଜି ପଟ୍ଟାମୁଣ୍ଡାଇ ରାଜନଗର ନଦୀବନ୍ଧ ରାସ୍ତାର ନିମପୂର୍‌-ପୋଖରୀସାହି ନିକଟରେ ରାସ୍ତାରୋକ କରିଥିଲେ । ୧୫ ନମ୍ବର ୱାର୍ଡ ଦୀର୍ଘଦିନ ହେଲା ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ପଡ଼ିଛି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଗ୍ରାମ ରାସ୍ତାରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ପାନୀୟ ଜଳ ଯୋଗାଣ […]

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଉପଯୋଗୀ କରିବା ପାଇଁ ପ୍ରତି ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା ଆୟୋଜନ କରୁଛନ୍ତି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ପରାମର୍ଶ ମେଳାରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଘନଶ୍ୟାମ ସାହା ପଟ୍ଟାମୁଣ୍ଡାଇ […]

କେନ୍ଦ୍ରାପଡ଼ା ୨୫/୭: କେନ୍ଦ୍ରାପଡାର ଆମ୍ବେଦକର ଲୋହିଆ ବିଚାରମଞ୍ଚ ମହିଳା ଶାଖା ତରଫରୁ ମଣିପୁର ରାଜ୍ୟରେ ଯେପରି ୨ଜଣ ମହିଳାଙ୍କୁ ଦୁଷ୍କର୍ମ କରି ରାଜରାସ୍ତାରେ ଶୋଭାଯାତ୍ରାରେ ଚଲାଇବା ଭଳି ଲଜ୍ୟାଜନକ ଘଟଣା ବିରୋଧରେ ଏକ ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ହେଉଛି ଯେ ନାରୀଜାତିର ସୁରକ୍ଷା ନାହିଁ, ଯେଉଁ ଭଳି ଭାବରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମପରେ ଉଲଗ୍ନ କରି ରାଜରାସ୍ତାରେ […]

କେନ୍ଦ୍ରପଡା ୨୫ା୭ ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଖବର ମିଳିଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।  ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ […]

କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁଟାଣ୍ଟ ମନୋଜିତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କଥାର କୁହୁକ ଦ୍ୱାରା ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆୟକର ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ମାଧ୍ୟମରେ ବୁଝାଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ୱାଇ. […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୁର୍ତ ବିଭାଗ ଅଧିନରେ ଥିବା ଅଳଭା-ଗଣ୍ଡାକିଆ ଦୀର୍ଘ ୯ କି.ମି ରାସ୍ତାର ଉଭୟପାଶ୍ୱର୍ରେ ସୃଷ୍ଟି ହୋଇଛି କୃତ୍ର୍ରିମ ଜଙ୍ଗଲ । ଅନାବନା ଗଛଲତାରେ ରାସ୍ତାର ଉଭୟପାଶ୍ୱର୍ ପରିପୂର୍ଣ୍ଣ ହୋଇରହିଛି । ଅନାବନା ଗଛ ଜଙ୍ଗଲରେ ରାସ୍ତାର ଉଭୟପାଶ୍ୱର୍ ଢାଙ୍କି ହୋଇ ରହିଥିବାରୁ ଗାଡିମୋଟର ଯାତାୟତ ସମୟରେ ଦୈନିକ ଛୋଟବଡ ଦୂର୍ଘଟଣା ଘଟୁଛି । ଏହା ମଧ୍ୟରେ ଶରିଶୃପ ଓ ବିଷଧର ସାପମାନେ ବସା କରୁଥିବାରୁ ରାତ୍ରକାଳରେ […]

କେନ୍ଦ୍ରପଡା ୨୫ା୭ ଇଟଂରନେଟ ଯୁଗରେ ବିଜ୍ଞାନର ପ୍ରଗତି ସ୍ୱତେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡିଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟାପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହାଁନ୍ତି । ରବିବାର ରାତିରେ ଗୁଣିଗାରେଡି ସଂନ୍ଦେହରେ ଏକ ଲୋମହର୍ଷ କାରୀ ହତ୍ୟା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଗ୍ରାମରେ ଦେଖିବାକୁ ମିଳିଛି । ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିଥିବା କେନ୍ଦ୍ରାପଡା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଚାଷୀ ହୀନସ୍ତା ଭୋଗୁଥିବା ବେଳେ ଚାଷକ୍ଷେତକୁ କେନାଲ ପାଣି ମାଡୁନାହିଁ । ଗ୍ରାମାଂଚଳରେ ଜମି ଜବରଦଖଲ ଦୂରର କଥା ଖୋଦ ପଟ୍ଟାମୁଣ୍ଡାଇ ସହର ମହକୁମା ଓ ତା’ର ଆଖପାଖ ଅଂଚଳରେ ମୁଲ୍ୟବାନ ସରକାରୀ ଜମି ସମେତ ଗୋଚର, ଅନାବାଦୀ ଜମି ଓ ଜଳସେଚନ ବିଭାଗର କେନାଲ ବନ୍ଧ ଜମି ଓ ନୟନଜୋରୀ […]

ଉଠାଦୋକାନୀଙ୍କ ଉଛେଦ, ନୂତନ ମୋଟର ଆଇନ ପ୍ରୟୋଗ କାମରେ ଆସୁନି   ସଡକ ଦୂର୍ଘଟଣାରେ ବହୁମୂଲ୍ୟ ଜୀବନହାନୀ ଘଟୁଥିବାରୁ ଦୂର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ଏଥି ପାଇଁ ନୂତନ ମୋଟରଯାନ ଆଇନକୁ ମଧ୍ୟ କଡାକଡି ଭାବେ ଲାଗୁ କାଯାଇଛି । ପଟ୍ଟାମୁଣ୍ଡାଇ ସହରରେ ସଡକ ଦୂର୍ଘଟଣା ରୋକିବା ଓ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ପୌର […]

କେନ୍ଦ୍ରାପଡା ଜିଲ୍ଲାର ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗିତା ଓ ମହର୍ଷି ବେଦବ୍ୟାସ ସମ୍ମାନ ମହୋତ୍ସବ ରାଉରକେଲାର ଗୋପବନ୍ଧୁ ପାଠାଗାର  ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ବସନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା […]

କେନ୍ଦ୍ରାପଡା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ରୋଗୀ ସେବା ହେବ । ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବେ । ଲାବୋରେଟୋରୀ କାର୍ଯ୍ୟକରିବା ଚାରୋଟି ଖଟିଆ ପଡିବ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣ ଜନସ୍ୱାସ୍ଥ୍ୟ ସ୍ୱତନ୍ତ୍ର ସଚିବ ଅନିତ କୁମାର ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି । ସରକାର କେନ୍ଦ୍ରାପଡା ସହରବାସୀଙ୍କ ଦାବିକୁ ମାନି ନେଥିବାରୁ […]

କେନ୍ଦ୍ରାପଡ଼ା, ୨୪/୭: ପ୍ରାୟ ବର୍ଷକ ତଳେ ଜେଲରୁ ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଗିରଫ କରାଯିବାକୁ ଓଡିଶା ଉଚ୍ଚ ନ୍ୟ୍ୟାାଳୟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ବଳରେ ଗ୍ୟାଙ୍ଗଷ୍ଟର ଟିଟୋ ପ୍ରାୟ ବର୍ଷକ ତଳେ ଜେଲରୁ ସର୍ତ୍ତମୂଳକ ଜାମିନରେ ଖଲାସ ହୋଇଥିଲା । କିନ୍ତୁ ଜାମିନ ସମୟରେ ହାଇକୋର୍ଟଙ୍କ ପକ୍ଷରୁ ଯେଉଁସବୁ ସର୍ତ୍ତ ରଖଯାଯାଇଥିଲା ତାହାକୁ ଗ୍ୟାଙ୍ଗଷ୍ଟର ଟିଟୋ ଖିଲାପ […]