ଗ୍ରିଲ କାଟି ଘରେ ପଶିଲେ ଡକାୟତ ,ଆଇନଜୀବିଙ୍କୁ ଛୁରୀ ଭୁସି ଲୁଟି ନେଲେ ଟଙ୍କା ଓ ସୁନା
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରୀ ହୋଇଯାଇଛି । ଏପରିକି ଘଟଣାସ୍ଥଳରୁ ୧୦୦ମିଟର ଦୁରେଇ ଥିବା ହାଇସ୍କୁଲ ପଡିଆରେ ଯାତ୍ରା ହେଉଥିଲେ ମଧ୍ୟ ଏଭଳି […]
